ସାମ୍ନାକୁ ଆସିଲେ ଆମେଲି ଦେଖନ୍ତୁ କାହାକୁ ବହାହେଇଛନ୍ତି ?? ତାଙ୍କର କେତୋଟି ପୁଅ ଝିଅ ଓ ସେମିତି କେମିତି ଦେଖାଗଲେଣି ।
ବହୁ ଦିନ ପରେ ଆମେଲି ପଣ୍ଡାଙ୍କ ବିଷୟରେ କଥା କିଛି ରହିଛି ବହୁତ ଦିନ ହେବ ଓଡିଶା ଫିଲ୍ମ ଓ ଆଲବମ ଜଗତରୁ ନିଜକୁ ଦୁରେଇଯିବା ପରେ ତାଙ୍କ ବିଷୟରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି ଆମେଲି ପଣ୍ଡା କିଛି ବର୍ଷ ତଳେ ବହୁତ ଓଡ଼ିଆ ଆଲବମ କରି ନିଜକୁ ପ୍ରସିଦ୍ଧ କରିପାରିଥିଲେ । ଆମେଲି ପଣ୍ଡା ଙ୍କ ଜନ୍ମ ଦିନ ରେ ତାଙ୍କୁ ବହୁତ ଉଇସେସ୍ ମିଳିଛି ଓ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ […]