ସକାଳୁ ସକାଳୁ ତୁଳସୀ ଚଉରା ମୂଳେ ପାଣି ଅର୍ପଣ କଲାବେଳେ ଉଚ୍ଚାରଣ କରନ୍ତୁ ଏହି ୨ ଅକ୍ଷର ମନ୍ତ୍ର, ଘରକୁ ସବୁ ଖୁସି ଆସିବ…
ତୁଳସୀ ବୃକ୍ଷ ବହୁତ ପବିତ୍ର ବୃକ୍ଷ ହୋଇଥାଏ । ଏହି ବୃକ୍ଷରେ ଧାର୍ମିକ ଏବଂ ଔଷଧୀୟ ଗୁଣ ମଧ୍ୟ ଭରି ହୋଇ ରହିଛି । ତୁଳସୀ ବୃକ୍ଷରେ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଏହା ଏକ ପୂଜନୀୟ ବୃକ୍ଷ ହୋଇଥାଏ । ପ୍ରତ୍ଯେକଟି ହିନ୍ଦୁ ଘରେ ତୁଳସୀ ବୃକ୍ଷ ଘର ଅଗଣାରେ ଶୋଭା ପାଉଥାଏ । ପ୍ରତ୍ଯେକ ଦିନ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରିବା ସହ ଉଚିତ ବିଧିବିଧାନ […]