କଥା କଥାରେ ବାରମ୍ବାର ଭୟଭୀତ ହୋଇପଡୁଛନ୍ତି ! ଏହା ଏକ ସାଧାରଣ କଥା ନା ବଡ ସ୍ଵାସ୍ଥ ସମସ୍ଯା ? Dr Satyakam Mohapatra
ବନ୍ଧୁଗଣ ଆମର ନୀତିଦିନିଆ ଜୀବନରେ ଆମେ ସାଧାରଣତଃ ସ୍ଵାଭାବିକ ବ୍ୟବହାର କରିଥାଉ । ହେଲେ ବେଳେବେଳେ ଆମ ସାମ୍ନାକୁ ଯଦି କିଛି ଅସ୍ଵାଭାବିକ ପରିସ୍ଥିତି ବା ଏମିତି କିଛି ଆମେ ଦେଖିବାକୁ କି ଶୁଣିବାକୁ ପାଇଥାଉ । ଯାହାଦ୍ୱାରା ଆମେ ସାମାନ୍ୟ ଭୟ କରିଯାଇଥାଉ ହେଲେ ତାହା ଏକ ସାଧାରଣ କଥା ହୋଇଥାଏ । କିଛି ସମୟ ପରେ ଆମେ ପୁଣି ସ୍ଵାଭାବିକ ଅବସ୍ଥାକୁ ଚାଲି ଆସିଥାଉ । ହେଲେ ଯଦି କୌଣସି ଲୋକ ବାରମ୍ବାର କୌଣସି […]