ଦେଶ ବିଦେଶ

ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍.ଭି ହରିହର ରାଓଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ଗତକାଲି ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ୍ ଓ ୪ଟି ପ୍ଳଟ୍ ଓ […]

ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ Read More »

ଏୟାର ମାର୍ଶଲ ଅମର ପ୍ରୀତ ସିଂହ ହେବେ ବାୟୁସେନା ମୁଖ୍ୟ

ଭାରତୀୟ ବାୟୁସେନାର ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ଆଜି ତାଙ୍କ ନିଯୁକ୍ତି ଉପରେ ଭାରତ ସରକାର ମୋହର ମାରିଛନ୍ତି। ବର୍ତ୍ତମାନ ଭାରତୀୟ ବାୟୁସେନାରେ ଏୟାର ମାର୍ଶଲ ଅମର ପ୍ରୀତ ଏୟାର ଷ୍ଟାଫର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସରକାର ତାଙ୍କୁ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ହେଁ ଆସନ୍ତା ୩୦ ତାରିଖ ମଧ୍ୟାହ୍ନ ସମୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ଏୟାର ମାର୍ଶଲରୁ ଏୟାର ଚିଫ

ଏୟାର ମାର୍ଶଲ ଅମର ପ୍ରୀତ ସିଂହ ହେବେ ବାୟୁସେନା ମୁଖ୍ୟ Read More »

ସରକାରଙ୍କ କଡ଼ା ନିର୍ଦ୍ଦେଶ; ମନ୍ଦିରରେ କେବଳ ‘ନନ୍ଦିନୀ’ ଘିଅ ବ୍ୟବହାର ହେବ

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଘିଅ ପରିବର୍ତ୍ତେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର। ଏନେଇ ଏକ ଗାଇଡଲାଇନ ଜାରି କରି କର୍ଣ୍ଣାଟକ ସରକାର କହିଛନ୍ତି ଯେ, ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ 34 ହଜାରରେ ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ

ସରକାରଙ୍କ କଡ଼ା ନିର୍ଦ୍ଦେଶ; ମନ୍ଦିରରେ କେବଳ ‘ନନ୍ଦିନୀ’ ଘିଅ ବ୍ୟବହାର ହେବ Read More »

ରାବଣ ମହିଳାଙ୍କ ବିଷୟରେ କହିଥିଲେ ଏହି 4 ଗୁପ୍ତ କଥା ! ଅପ୍ରିୟ ହେଲେ ସତ୍ୟ ବଚନ ଅଟେ !

ଆପଣ ସମସ୍ତେ ରାମାୟଣ ବିଷୟରେ ପିଲାଦିନୁ ଶୁଣି ଆସୁଥିବେ । ଏଥିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଭଳି ରାବଣ ବି ଜଣେ ମୁଖ୍ୟ ଚରିତ୍ର ଥିଲେ । ରାବଣ ଲଙ୍କାର ରାଜା ଥିଲା । ଶାସ୍ତ୍ର ଅନୁସାରେ ରାବଣ ଜଣେ ମହାନ ପଣ୍ଡିତ ଓ ଜ୍ଞାନୀ ଥିଲେ । ରାବଣ ଏତେ ଜ୍ଞାନୀ ଥିଲେ କି ସେ ପୂର୍ବରୁ ଜାଣି ପାରୁଥିଲେ କି ଭବିଷ୍ୟତରେ କ’ଣ ହେବ । ଏହା ସହିତ ରାବଣ ନିଜର

ରାବଣ ମହିଳାଙ୍କ ବିଷୟରେ କହିଥିଲେ ଏହି 4 ଗୁପ୍ତ କଥା ! ଅପ୍ରିୟ ହେଲେ ସତ୍ୟ ବଚନ ଅଟେ ! Read More »

ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତାର ଶିକାର ହେଉଛନ୍ତି କି ! ଏହି ନିୟମ ମାନନ୍ତୁ, କେବେବି ହାରିଯିବେ ନାହିଁ –

କାହିଁକି ବହୁତ ପରିଶ୍ରମ ସତ୍ତ୍ୱେ ସଫଳତା ମିଳେ ନାହିଁ । ଆଜିର ସମୟରେ ଅଧିକାଂଶ ଲୋକଙ୍କ ଧନ ସମ୍ବନ୍ଧିତ ସୁଖ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଛି । ତଥାପି ବହୁତ କମ ଲୋକ ବହୁତ ପରିଶ୍ରମ କରି ସାରିଲା ପରେ ମଧ୍ୟ ନିଜର ପରିଶ୍ରମର ଫଳ ପାଆନ୍ତି ନାହିଁ । ଏପରି କାହିଁକି ହୁଏ ନା ସେହି ବ୍ୟକ୍ତି ଯେଉଁ ପରିଶ୍ରମ କରୁଛି ସେହି ପରିଶ୍ରମ ସେହି କାମକୁ ଆଧାର କରି ନା ଆଉ

ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତାର ଶିକାର ହେଉଛନ୍ତି କି ! ଏହି ନିୟମ ମାନନ୍ତୁ, କେବେବି ହାରିଯିବେ ନାହିଁ – Read More »