ଏହି ଘରୋଇ ପେଷ୍ଟରେ ତମ୍ବା, ପିତ୍ତଳ ବାସନ ଏମିତି ଚମକିବ, ଯେମିତି ବାସନ ପୁରା ନୂଆ ଲାଗିବ…
ବନ୍ଧୁଗଣ ସମସ୍ତଙ୍କ ଘରେ ପୂଜା କାର୍ଯ୍ୟ ପାଇଁ ଅଥବା ଅନ୍ୟାନ୍ୟ ସବୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ତମ୍ବା, ପିତ୍ତଳ କିମ୍ବା ଚାନ୍ଦିର ବାସନକୁସନ ରଖାଯାଇଥାଏ । ସେହିସବୁ ବାସନ ଗୁଡିକ ସମୟ କ୍ରମେ କଳା ପଡିଯାଇଥାଏ ଏବଂ ସେଥିରେ ପୂର୍ବ ଭଳି ନୂଆ ଚମକ ନଥାଏ । ତାହାକୁ ସଫା କରି ସେଥିରେ ଚମକ ଆଣିବାକୁ ଲୋକ ବିଭିନ୍ନ ପ୍ରକାର ଡିଟରଜେଣ୍ଟ ଓ ସାବୁନ ବ୍ୟବହାର କରିବା ସତ୍ବେ ମଧ୍ୟ ସେଥିରେ ନୂଆ ଭଳି ଚମକ […]
ଏହି ଘରୋଇ ପେଷ୍ଟରେ ତମ୍ବା, ପିତ୍ତଳ ବାସନ ଏମିତି ଚମକିବ, ଯେମିତି ବାସନ ପୁରା ନୂଆ ଲାଗିବ… Read More »