ଘରର ବୋହୁ ହେବା ପାଇଁ ଝିଅ ପାଖରେ କେଉଁ ସବୁ କ୍ଵାଲିଟି ରହିବା ଦରକାର ? କେଉଁ ଝିଅ ଘରକୁ ସ୍ଵର୍ଗ କରିଦିଅନ୍ତି…
ବନ୍ଧୁଗଣ ପୁଅର ଉପଯୁକ୍ତ ବିବାହ ବୟସ ହୋଇଗଲେ । ପରିବାରର ଲୋକ ପୁଅ ପାଇଁ ଉପଯୁକ୍ତ ବୋହୁ ଖୋଜିବାରେ ଲାଗି ପଡିଥାନ୍ତି । ଯେମିତି ଗୋଟେ ଭଲ ଝିଅକୁ ସେମାନେ ନିଜର ବୋହୁ କରାଇକି ଘରକୁ ଆଣିପାରିବେ । ତେବେ ଘରର ବୋହୁ ଖୋଜୁଥିବା ଲୋକଙ୍କୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି କୌଣସି ବାପା, ମାଆ ତଥା ପରିବାରର ସଦସ୍ୟ ଘର ପାଇଁ ଏକ ଉପଯୁକ୍ତ ବୋହୁ ସନ୍ଧାନରେ […]