ବୃଦ୍ଧାମାନଙ୍କ ପାଇଁ ଖୁସି ଖବର, ଏକା ରହୁଥିବା ବୃଦ୍ଧାଙ୍କ ସେବା ଏବେ ସରକାର କରିବେ
ଏମିତ ବୃଦ୍ଧା ଯିଏ ଘରେ ଏକା ରହୁଛନ୍ତି ଏବଂ ତାଙ୍କ ଦେଖାଶୁଣା କରିବା ପାଇଁ କେହି ନାହାଁନ୍ତି ,ସେମାନଙ୍କର ସେବା ସରକାର କରିବେ । ଏଥିପାଇଁ ଅଶାସକୀୟ ସଂଗଠନ ଠାରୁ ସାହାଯ୍ୟ ନିଆଯିବ । କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ ଏହି ନୂଆ ଯୋଜନା ଉପରେ କାମ କରୁଛନ୍ତି । ମନ୍ତ୍ରାଳୟ ଦ୍ଵାରା ନିର୍ଧାରିତ କରାଯାଇ ଥିବା ମାତା ପିତା ଏବଂ ବରିଷ୍ଠ ନାଗରିକଙ୍କର ରକ୍ଷଣବୀକ୍ଷଣ ଏବଂ କଲ୍ୟାଣ ବିଧାୟକ ୨୦୧୯ ରେ ବି […]
ବୃଦ୍ଧାମାନଙ୍କ ପାଇଁ ଖୁସି ଖବର, ଏକା ରହୁଥିବା ବୃଦ୍ଧାଙ୍କ ସେବା ଏବେ ସରକାର କରିବେ Read More »