ବିଚାର

ନିଜ ସ୍ପେଶାଲ ପର୍ଶନଙ୍କ କଥା ଭାବି ମନ ପସନ୍ଦର ଏକ ନମ୍ବର ବାଛନ୍ତୁ, ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ କଣ ଅଛି… Love Quiz

ଆମ ପ୍ରିୟ ବ୍ୟକ୍ତିର ମନ କଥା ଜାଣିବା ପାଇଁ ଆମେ ସବୁବେଳେ ଚାହିଁଥାଉ । ଯେ ସେ ଆମ ପାଇଁ ତା’ ମନରେ କଣ ଭାବୁଛି । ଯଦି ଆପଣ ମାନେ ମଧ୍ୟ ଆପଣଙ୍କ କୌଣସି ପ୍ରିୟ ଲୋକର ମନର କଥା ଜାଣିବାକୁ ଚାହୁଁଛନ୍ତି । ତେବେ 1 ଠାରୁ ଆରମ୍ଭ କରି 9 ପର୍ଯ୍ୟନ୍ତ କୌଣସି ଏକ ନମ୍ବର ବାଛି ନିଅନ୍ତୁ । ଏହାପରେ ଆମେ ଆପଣଙ୍କୁ କହିବୁ । ଯେ ସେହି ବ୍ୟକ୍ତି ଆପଣଙ୍କ ପାଇଁ ତାଙ୍କ ମନରେ କି ପ୍ରକାର ଭାବନା ରଖିଛନ୍ତି ।

1-ଯେଉଁ ମାନେ ନିଜ ଫେବ୍ରେଟ ପର୍ଶନର ମନର କଥା ଜାଣିବା ପାଇଁ ଏହି ନମ୍ବରଟିକୁ ବାଛିଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ତାଙ୍କ ଜୀବନରେ ଆପଣଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ।

2-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଉପରେ ବର୍ତ୍ତମାନ ସମୟରେ ନାରାଜ ରହିଛନ୍ତି । ତେଣୁ ସେ ଆପଣଙ୍କ ସହ କଥା ହେଉନାହାନ୍ତି ।

3-ଆପଣଙ୍କର ସେହି ସ୍ପେଶାଲ ପର୍ଶନ ଜଣଙ୍କ ଆପଣଙ୍କୁ ବହୁତ ଅଧିକ ମିସ୍ କରୁଛନ୍ତି । ତେଣୁ ଆପଣଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ।

4-ଆପଣ ଯାହାଙ୍କ ପାଇଁ ଏହି ନମ୍ବରଟି ବାଛିଛନ୍ତି । ସେ ଆପଣଙ୍କୁ ପ୍ରକୃତରେ ବହୁତ ଭଲ ପାଆନ୍ତି । ସେ ହିଁ ଆପଣଙ୍କ ପ୍ରକୃତ ପ୍ରେମ ଅଟନ୍ତି ।

5-ଆପଣଙ୍କର ପ୍ରିୟ ପର୍ଶନ ଆପଣଙ୍କୁ ନିଜ ଠାରୁ କେବେବି ଦୂରେଇ ଦେବାକୁ ଚାହାନ୍ତି ନାହିଁ । ସେ ସବୁବେଳେ ତାଙ୍କ ସହ ଆପଣଙ୍କୁ ଦେଖିବାକୁ ଚାହାନ୍ତି ।

6-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ତାଙ୍କ ମନର କଥା କହିବା ପାଇଁ ଚାହୁଁଛନ୍ତି । ହେଲେ କହିବେ କହିବେ ବୋଲି ଆପଣଙ୍କୁ କିଛି ବି ନିଜ ମନର କଥା କହିପାରୁନାହାନ୍ତି ।

7-ଏହି ନମ୍ବର 7 କୁ ଚୁଜ କରିଥିବା ଲୋକଙ୍କୁ କହିବୁ । ଯେ ଆପଣଙ୍କୁ ଏହି ବ୍ୟକ୍ତି କେବେବି ତାଙ୍କ ଜୀବନରେ ଆପଣଙ୍କୁ ଧୋକା ଦେବାକୁ ଚାହାନ୍ତି ନାହିଁ । ଆପଣଙ୍କ ମୁହଁରେ ସବୁବେଳେ ସୁନ୍ଦର ସ୍ମାଇଲ ଦେଖିବାକୁ ପସନ୍ଦ କରନ୍ତି ।

8-ଆପଣଙ୍କ କଥାକୁ କେବେ ମଧ୍ୟ କାଟିପାରନ୍ତି ନାହିଁ । ଆପଣଙ୍କର ସବୁ କଥାକୁ ମଧ୍ୟ ମାନନ୍ତି ।

9-ଏହି ବ୍ୟକ୍ତି ଜଣଙ୍କ ଜୀବନରେ ଆପଣ ବହୁତ ହିଁ ଜଣେ ଖାସ୍ ବ୍ୟକ୍ତିତ୍ବଟିଏ ଅଟନ୍ତି । ତେଣୁ ସେ ଆପଣଙ୍କୁ ସବୁବେଳେ ତାଙ୍କ ଲାଇଫରେ ସ୍ପେଶାଲ ପର୍ଶନ ବୋଲି ମାନନ୍ତି । ଯଦି ଏହି ଲଭ କୁଇଜ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button