ଶିକ୍ଷା

GK- ତାହା ଏମିତି କେଉଁ ଜିନିଷ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ, ଜଳିଗଲେ 3 କିଲୋ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ ।

ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । 1- ଏମିତି କଣ ଜିନିଷ ଅଛି ଯାହା ପୁରା ମାସକରେ ଥରେ ଆସିଥାଏ ଓ 24 ଘଣ୍ଟା ପୁରା ହେବା ପରେ ଚାଲି ଯାଇଥାଏ ?

ଉତ୍ତର- ଡେଟ ।

2- ଏମିତି କେଉଁ ଜୀବ ଅଛି ଯାହାର ଆଖି କି କାନ ନାହିଁ ?

ଉତ୍ତର- କଇଁଛ ।

3- କେଉଁ ଜୀବ ର 3ଟି ଆଖି ଅଛି ?

ଉତ୍ତର- ଏଣ୍ଡୁଅ ।

4- ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି କ୍ଷେତ ନାହିଁ ?

ଉତ୍ତର- ସିଙ୍ଗାପୁର ।

5- ଗୋଟେ ବର୍ଷରେ କେତେ ଘଣ୍ଟା ହୋଇଥାଏ ?

ଉତ୍ତର- 8760 ।

6- ଗୋଟେ ହାତୀ ନିଜ ଶୁଣ୍ଢରେ କେତେ ପାଣି ରଖିପାରେ ?

ଉତ୍ତର- 5 ଲିଟର ।

7- ଏମିତି କଣ ଯାହା ପାଣିରେ ମଧ୍ୟ ଜଳିଥାଏ ?

ଉତ୍ତର- ସୋଡିୟମ ଓ ପୋଟାସିୟମ ।

8- କେଉଁ ପରିବା ଖାଇଲେ ପେଟ ଗ୍ଯାସ ହୋଇଥାଏ ?

ଉତ୍ତର- ମୂଳା ।

9- ଭାରତର କେଉଁ ପ୍ରଧାନମନ୍ତ୍ରୀ 3 ଥର ବିବାହ କରିଛନ୍ତି ?

ଉତ୍ତର- ମୋରାରଜି ଦିଶାଇ ।

10- ଭାରତୀୟ ମୁଦ୍ରାର ନାମ ରୂପୟା କିଏ ରଖିଥିଲେ ?

ଉତ୍ତର- ସେରଶାହ ସୂରୀ ।

11- ଭାରତର କେଉଁ ରାଜ୍ୟରେ ଗୋଟେ ବି ଟ୍ରେନ ଚାଲେ ନାହିଁ ?

ଉତ୍ତର- ମେଘାଳୟ ।

12- ଚନ୍ଦ୍ରମା ରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- 3 ଦିନ ।

13- ବିଶ୍ଵର କେଉଁ ଦେଶରେ ଗୋଟେ ବି ସିନେମା ଘର ନାହିଁ ?

ଉତ୍ତର- ବେଟିକନ ସିଟି ।

14- କେଉଁ ଦେଶ କେବେ ବି ଇଂଲଣ୍ଡର ଗୁଲାମ ହୋଇନି ?

ଉତ୍ତର- ନେପାଳ ।

15- ସିଗାରେଟର ସେବନ କରିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ଛାତିରେ କ୍ୟାନ୍ସର ହୋଇଥାଏ ।

16- ଭାରତର ସବୁଠୁ ବଡ ରେଲୱେ ଷ୍ଟେସନ କେଉଁଠି ଅଛି ?

ଉତ୍ତର- ହାୱଡା ।

17- ଭାରତର ସବୁଠାରୁ ବଡ ଟିଭି ସିରିଏଲର ନାମ କଣ ଥିଲା ?

ଉତ୍ତର- ହମ ଲୋଗ ।

18- ତାହା ଏମିତି କେଉଁ ଜିନିଷ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ, ଜଳିଗଲେ 3 କିଲୋ ?

ଉତ୍ତର- ସଲଫର ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button