ବିଚାର

ଆପଣଙ୍କ ବାହାଘର କେବେ ହେବ ? ଜାଣିବା ପାଇଁ ହୃଦୟରୁ ଚୟନ କରନ୍ତୁ ଏକ ନମ୍ବର ! Tarot Card Reading

ବାହାଘର ଏକ ଏପରି ପ୍ରଥା । ଯେଉଁଥିରେ ପୁଅ ଏବଂ ଝିଅ ବାହାଘର ପରେ ଏକ ନୂଆ କରି ବୈବାହିକ ସମ୍ପର୍କ ନିଜର ଆରମ୍ଭ କରନ୍ତି । ସେଠାରେ ସେମାନଙ୍କ ଶରୀର ସହ ମନର ମଧ୍ୟ ମିଳନ ଘଟିଥାଏ । ଯଦି ଏହି ବାହାଘର ଭଳି ପବିତ୍ର ସମ୍ପର୍କରେ ଆପଣ କେବେ ବାନ୍ଧି ହେବାକୁ ଯାଉଛନ୍ତି । ତାହା ଜାଣିବା ପାଇଁ ଆପଣଙ୍କୁ 1, 2 ଓ 3 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ନିଅନ୍ତୁ । ଦେଖିବା ୟୁନିଭର୍ସ ତରଫରୁ ଆପଣଙ୍କୁ ବାହାଘରର ଶୁଭ ସୂଚନା କେବେ ମିଳିବାକୁ ଯାଉଛି ।

1-ତେବେ ଏହି ନମ୍ବର ଅନୁସାରେ ଆପଣଙ୍କର ବାଘଘର ବହୁତ ଶୀଘ୍ର ହିଁ ହେବାକୁ ଯାଉଛି । ତେବେ ଏହି ବର୍ଷର ଶେଷ ମାସ ଆଡକୁ ହିଁ ବାହାଘର ହେବାର ସମ୍ଭାବନା ରହୁଛି । ଯଦିଓ ବାହାଘର ନହୋଇପାରେ । ତଥାପି ସେହି ପର୍ଶନଙ୍କ ସହ ଆପଣଙ୍କର ବାହାଘର ଫିକ୍ସ ଡେଟ୍ ବହୁତ ଶୀଘ୍ର ରଖାଯିବା ପାଇଁ ଯାଉଛି । ନଚେତ ଏଙ୍ଗେଜମେଣ୍ଟ ମଧ୍ୟ ହୋଇକି ରହି ମଧ୍ୟ ପାରେ । ତେଣୁ ଯେଉଁମନେ ବି ନିଜର ମ୍ୟାରେଜକୁ ନେଇ ଚିନ୍ତିତ ରହୁଥିଲେ । ସେମାନେ ବର୍ତ୍ତମାନ ମ୍ୟାରେଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦିଅନ୍ତୁ ।

2- ତେବେ ଏହି ନମ୍ବରକୁ ଚୁଜ କରିଥିବା ଲୋକଙ୍କର ବାହାଘର ୬ ରୁ ୭ ମାସ ମଧ୍ୟରେ ହେବାର ସମ୍ଭାବନା ବହୁତ ଅଧିକ ରହିଛି । ତେବେ ଏଥିମଧ୍ୟରୁ ଅଧାରୁ ଅଧିକ ଭାଗ ଲୋକଙ୍କର ଲଭ ମ୍ୟାରେଜ ହେବାର ସମ୍ଭାବନା ବହୁତ ଅଧିକ ମାତ୍ରାରେ ରହିଛି । ଯଦିଓ ଆପଣ ନିଜ ବାହାଘର କେବେ ହେବ ତାହା ଆପଣ ଜାଣିସାରିଲେଣି । ହେଲେ ଉପଯୁକ୍ତ ସମୟର ଆପଣ ଅପେକ୍ଷା କରି ରାଜିଛନ୍ତି । ବହୁତ ଜଲ୍ଦି ହିଁ ୬ ରୁ ୭ ମଧ୍ୟରେ ଶୁଭ ସାହାନାଇ ବାଜିବା ପାଇଁ ଯାଉଛି ।

୩-ତେବେ ଏହି ନମ୍ବର ଅନୁସାରେ ବାହାଘରର ସମୟ ଟିକେ ବିଳମ୍ବରେ ରହୁଛି । ହୁଏତ ଯାହା ସହିତ ଆପଣଙ୍କର ମ୍ୟାରେଜ ସ୍ତିର ହୋଇଛି ବା ହେବାକୁ ଯାଉଛି । ଏଙ୍ଗେଜ୍ମେଣ୍ଟ ପରେ ଉଭୟ ଉଭୟଙ୍କୁ ଜାଣିବା ପାଇଁ କିଛି ସମୟ ଆପଣ ଦୁହେଁ ନେଇ ପାରନ୍ତି । ତେବେ ପ୍ରାୟତଃ ୧ ବର୍ଷ ପରେ ଆପଣଙ୍କର ବାହାଘର ଚାନ୍ସେସ ରହୁଛି । ହେଲେ ଯାହାକୁ ଆପଣ ବାହା ହେବାକୁ ଯାଉଛନ୍ତି । ସେ ଜଣେ ବହୁତ ହିଁ ଭଲ ପର୍ଶନ ଅଟନ୍ତି । ହେଲେ ବାହାଘର ଏକ ବର୍ଷ ପରେ ହେବ ବୋଲି ୟୁନିଭର୍ସ ପକ୍ଷରୁ ସଂକେତ ମିଳୁଛି ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିଭଳି ଆହୁରି ପୋଷ୍ଟ ଗୁଡିକର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button