ସ୍ୱାସ୍ଥ୍ୟ

ଏହି ଘରୋଇ ଉପଚାର ଦ୍ୱାରା କୌଣସି ବି ବୟସରେ ବଢ଼ାଇ ପାରିବେ ନିଜର ଉଚ୍ଚତା, ଜାଣନ୍ତୁ କେମିତି

ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ନିଜର ବ୍ୟକ୍ତିତ୍ୱ ବୃଦ୍ଧି କରିବା ପାଇଁ ଭଲ ଉଚତାର ଆବଶ୍ୟକ ହୋଇଥାଏ । ସାଧାରଣ ଭାବରେ ଚାକିରୀଠୁ ଆରମ୍ଭ କରି ବିବାହ ପାଇଁ ବି ଆପଣଙ୍କ ର ଏକ ଭଲ ଉଚ୍ଚତା ଆବଶ୍ୟକ ହୋଇଥାଏ । ସମାଜରେ ଏପରି କିଛି ଲୋକ ଅଛନ୍ତି କି ଯାହାର କାମ ଉଛତା ପାଇଁ ସବୁ କ୍ଷେତ୍ରରେ ଦୁଃଖ ପାଇଥାନ୍ତି ଓ ନିଜ ସଙ୍ଗସାଥୀଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥାଏ । ମୁଖ୍ୟତଃ ଉଚ୍ଚତା ନବଢ଼ିବାର ତିନୋଟି କାରଣ ହୋଇଥାଏ ।

ପ୍ରଥମତଃ ଆପଣଙ୍କର ଜେନେଟିକ ସମସ୍ୟା ଥାଏ ଅର୍ଥାତ ବାପା ମାଆଙ୍କର ଉଚ୍ଚତା କାମ ଥିଲେ ଆପଣଙ୍କର ବି ଉଚ୍ଚତା କମ ହୋଇଥାଏ । ଦ୍ଵିତୀୟ ରେ ଯଦି ଥାଇରଏଡ଼ ବା ପାରାଥରାଏଡ଼ ସମସ୍ୟା ଥାଏ ତେବେ ଆପଣଙ୍କ ଉଚ୍ଚତା ବଢ଼ିନଥାଏ ।

ତୃତୀୟ ରେ ଯଦି ଆପଣଙ୍କ ପିଟ୍ୟୁଟାରୀ ଗ୍ଲାଣ୍ଟ ଠିକ ଭାବରେ କାମ କରିନଥାଏ ତେବେ ଉଚ୍ଚତା ବଧିନଥାଏ । ଏପରି ଆପଙ୍କର ଉଚ୍ଚତା ନବଢ଼ିବାର ବହୁତ କାରଣ ଥାଏ । ଯଦି କ୍ୟାଲସିୟମ, ଆଇରନ, ଫାଇବର, ପ୍ରୋଟିନ ଥିବା ଖାଦ୍ୟ କାମ ଖାଇଲେ ଉଚ୍ଚତା ବୃଦ୍ଧି ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଆଜିକାଲି ଫାଷ୍ଟ ଫୁଡ଼ ବହୁତ ଖାଇବା ଦ୍ୱାରା ଏହି ସବୁ ଭିଟାମିନ ମିଳିନଥାଏ । ଯାହାଦ୍ୱାରା କି ଆପଣଙ୍କୁ ଠିକ ମାତ୍ର ରେ ପୋଷାକ ମିଳିନଥାଏ ଯାହାଫଳରେ କି ଉଚ୍ଚତା ବୃଦ୍ଧି ହୋଇନଥାଏ ।

ତେବେ ଆଜି ଆସନ୍ତୁ ଜାଣିବା କିଛି ଉପଚାର ଯାହାକି ଆପଣ ଘରେ ଏହାକୁ ପ୍ରସ୍ତୁତ କରି ଖାଇବା ଦ୍ୱାରା ଉଚତା ବୃଦ୍ଧି ହୋଇଥାଏ । ପ୍ରଥମେ ଆପଣ କିଛି ଗୁଡ଼ ନିଅନ୍ତୁ । ଏହି ଗୁଡ଼ରେ ଆପଣଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ଆଇରନ ଓ କପର ମିଳିଥାଏ । ଯାହା ଆମ ଉଚତା ବୃଦ୍ଧିରେ ସାହାଯ୍ୟ ହୋଇଥାଏ । ଏହି ଗୁଡ଼ିକ ଏକ ଗ୍ଲାସ ଉଷୁମ ଖୀରରେ ଏକ ଚାମଚ ପକାଇ ସକାଳୁ ଖାଲି ପେଟରେ ଏକ ମାସ କିମ୍ବା ଅଧିକ ଦିନ ପିଇବା ଦ୍ଵାରା ଆମ ହାଡ଼ ଧୀରେ ଧୀରେ ବୃଦ୍ଧି ହୋଇଥାଏ ।

ଏହାଫଳରେ ଆମ ଉଛତା ବୃଦ୍ଧି ହୋଇଥାଏ । ଦ୍ଵିତୀୟ ଉପଚାର ଟି ଛୋଟ ପିଲାମାନଙ୍କ ପାଇଁ ଉଦିଷ୍ଟ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣ ବଜାରରେ ମିଳୁଥିବା ଅସ୍ୱାଗନ୍ଧା ଚୁର୍ଣ୍ଣ ନିଅନ୍ତୁ । ଏହି ଅଶ୍ଵଗନ୍ଧା ଚୁର୍ଣ୍ଣ ରେ ଉଚ୍ଚତା ବୃଦ୍ଧି ପାଇଁ ସବୁ ପ୍ରକାରର ପୋଷକ ତତ୍ୱ ଥାଏ । ଆପଣ ଏକ ଗ୍ଲାସ ଉଷୁମ ଖୀରରେ ପାଖରେ ପାଖି ଏକ ଗ୍ରାମ ଅଶ୍ଵଗନ୍ଧା ଚୁର୍ଣ୍ଣ ମିଶାଇ ଭଲ ଭାବରେ ଗୋଳାଇ ଛୋଟ ପିଲାଙ୍କ ପିଇବାକୁ ଦିଅନ୍ତୁ । ଦେଖିବେ ନିଶ୍ଚିତ ଭାବରେ ଛୋଟ ପିଲା ମାନଙ୍କର ଉଚ୍ଚତା ବୃଦ୍ଧି ହେବ ।

ଏହି ଉପଚାର କରିବା ସହିତ ଆଉ ଗୋଟେ ଆକୁପ୍ରେସୁରେ ମଧ୍ୟ କରିବା ଯାହା ଦ୍ଵାରା ଉଚତା ନିଶ୍ଚିତ ବଢିଥାଏ । ଆମର ଉଚ୍ଚତା ବଢିବାରେ ପିଟ୍ୟୁଟାରି ଗ୍ଲାଣ୍ଟ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଥାଏ । ଏକ ନିର୍ଦିଷ୍ଟ ବୟସ ପରେ ଆପଣଙ୍କର ପିଟ୍ୟୁଟାରୀ ଗ୍ଲାଣ୍ଟ କାମ କରିବା ବନ୍ଦ କରିଦିଏ । ଆପଣଙ୍କର ପିଟ୍ୟୁଟାରି ଗ୍ଲାଣ୍ଟ କାମ କରିଲେ ଆପଣଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ । ପିଟ୍ୟୁଟାରୀ ଗ୍ଲାଣ୍ଟ କାର୍ଯ୍ୟ କ୍ଷମ କରିବା ପାଇଁ ଆପଣ ବୁଢା ଆଙ୍ଗୁଳିର ଆଗ୍ରା ଭାଗକୁ ଧୀରେ ଧୀରେ ଚିପିବା ଦ୍ଵାରା ଆପଣଙ୍କର ପିଟ୍ୟୁଟାରୀ ଗ୍ଲାଣ୍ଟ କାର୍ଯ୍ୟ କରିଥାଏ । ଏହାଦ୍ୱାରା ଉଚ୍ଚତା ବୃଦ୍ଧି ହୋଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button