ବିଚାର

ଘରେ ଯଦି ଝାଡୁ ଲଗାଉଛନ୍ତି ତେବେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ଏହାର ପରିଣାମ ଭୟଙ୍କର ହେବ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଘର ସଫା କରିବା ପାଇଁ ଘର ସଫା କରୁ କିନ୍ତୁ ବନ୍ଧୁଗଣ ଝାଡୁକଲା ବେଳେ ଏହି ଭୁଲ କେବେବି କରନ୍ତୁ ନାହି ଆପଣଙ୍କର ପରିବାରରେ ସମସ୍ଯା ଦେଖା ଦେବ । ଆପଣଙ୍କର ଧନର ସମସ୍ଯା ଲାଗିରହିବ। ଆପଣ ମାନେ ଜାଣିଥିବେ ଝାଡୁକୁ ମାତା ଲକ୍ଷ୍ମୀ କୁହାଯାଏ । ଯଦି ଆପଣଙ୍କର ଘର ସଫାସୁତୁରା ଥିବ ତାହେଲେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ଆପଣଙ୍କ ଘରେ ଧନର ଅଭାବ ହେବ ନାହିଁ । ଯଦି ଆପଣଙ୍କର ଘର ମଇଳା ଥିବା ତାହେଲେ ଆପଣ ଘରେ ଅସାନ୍ତି ଦେଖା ଦେବ ।  ଧନର ଅଭାବ ଦେଖା ଦେବ ।

ତେଣୁ ଆପଣଙ୍କ ଘର ସବୁବେଳେ ସଫା ସୁତୁରା ରଖନ୍ତୁ । ଆସନ୍ତୁ ଜାଣିବା ଘର ସଫା ସମୟରେ କେତୋଟି ନିୟମ ଅବଲମ୍ବନ କରିବେ । ଝାଡୁକୁ ଆମେ ମାତାଲକ୍ଷ୍ମୀଙ୍କ ପ୍ରତୀକ ମାନୁ । ସେଥି ପାଇଁ ଝାଡୁକୁ ଆପଣ କେବେବି ଖୋଲା ଜାଗାରେ ରଖିବେ ନାହିଁ । ଏହାକୁ କୌଣସି ଜାଗାରେ ଲୁଚାଇକି ରଖିବେ । ଏମିତି ଜାଗାରେ ରଖିବେ ଯାହା ଦ୍ଵାରା କାହାର ନଜର ପଡିବ ନାହି। ଯଦି ପାରିବେ ଆପଣ ଘରର ପଶ୍ଚିମ ଦିଗରେ ଥିବା ଘରେ ରଖିବେ ଏହା ରଖିବା ଦ୍ଵାରା ଆପଣଙ୍କର  ଶୁଭ ହୋଇଥାଏ । ଆପଣ ନିଜର ଖାଇବା ଘରେ କେବେବି ରଖିବେ ନାହିଁ । ଏହା କଲେ ଆପଣଙ୍କର ପରିବାରର ସଦସ୍ୟଙ୍କ ଦେହ ଖରାପ ହୋଇଥାଏ । ତେଣୁ ଆପଣ ଖାଇବା ଘରେ ଝାଡୁ ରଖିବେ ନାହିଁ ।

ରାତିରେ ଶୋଇଲା ବେଳେ ଆପଣ ଘରର ମୁଖ୍ୟ ଦ୍ଵାରର କବାଟ ପାଖରେ ଝାଡୁ ରଖନ୍ତୁ ଏହା କରିବା ଦ୍ଵାରା ଅପଣଙ୍କର ଘରକୁ ଆସୁଥିବା ନାକାରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ମନେ ରଖନ୍ତୁ କେବଳ ରାତିରେ ରଖିବେ ସବୁବେଳେ ରଖିବେ ନାହିଁ । ସକାଳୁ ଉଠି ପ୍ରତିଦିନ ଘରର ମୁଖ୍ୟ ଦ୍ଵାରରେ ପାଣି ଢାଳି ଝାଡୁରେ ଓଳାଇବେ ଏହା କରିବା ଦ୍ଵାରା ଆପଣଙ୍କ ପରିବାରରେ ଶୁଭ ହୋଇଥାଏ । ଆପଣ ଯଦି ନୂଆ ଝାଡୁ ନେବାକୁ ଚାହୁଁଛନ୍ତି ତାହାଲେ ଆପଣ ଶନିବାର ଦିନ ପୁରୁଣା ଝାଡୁକୁ ଫୋପାଡି ନୂଆ ନୂଆ ଝାଡୁ ବ୍ୟବହାର କରିବେ । ଏହା କରିବା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହୋଇଥାଏ । ଆପଣ ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ କରିବେ ନାହିଁ । ଏହାକୁ ଅଶୁଭ କୁହାଯାଏ । ଏହା କରିବା ଦ୍ଵାରା ଲକ୍ଷ୍ମୀଙ୍କୁ ବିଦା କରିଦିଅନ୍ତି ।

ଆପଣଙ୍କର ଧନର ସମସ୍ଯା ଦେଖାଯାଏ । କେବେବି ଆପଣ ଝାଡୁ ଉପରେ ଗୋଡ ରଖନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଘରେ ଦାରିଦ୍ରତା ଦେଖାଯାଏ । କେବେବି ଆପଣ କୌଣସି ପଶୁକୁ ଝାଡୁରେ ବାଡାନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଅସାନ୍ତି ଦେଖା ଦେବ ।  ଛିଣ୍ଡି ଯାଇଥିବା ଝାଡୁରେ ଆପଣ କେବେବି ଘର ସଫା କରନ୍ତୁ  ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଧନର ସମସ୍ଯା ଦେଖା ଦେବ । ଘରର ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ସେ ଗଲା ପରେ କେବେବି ଝାଡୁ କରନ୍ତୁ ନାହିଁ । ଏହା କଲେ ସେ ଯେଉଁ କାମରେ ବାହାରକୁ ଯାଇଥିବେ ସେହି କାର୍ଯ୍ୟ ହେବ ନାହିଁ । ତାହେଲେ ବନ୍ଧୁଗଣ ଜାଣିଲେ ତ ଝାଡୁଦ୍ଵାରା ଏହି ଭୁଲ କେବେବି କରନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button