ଓଡିଶା

ହସ୍ପିଟାଲର ଭୁଲ ତଥ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଶିଶୁର ମା’, ଖାଉଟି ଅଦାଲତକୁ ଯାଇ ପାଇଲେ ନ୍ୟାୟ

ନ୍ୟାୟ ପାଇଲେ ମହିଳା । ନିଜ ଶିଶୁ ପାଇଁ ଲଢ଼େଇ କରି ଶେଷରେ ସଫଳତା ପାଇଲେ ।  ନିଜ ପିଲା ପାଇଁ ମା’ ସମସ୍ତଙ୍କ ସହ ଲଢ଼ିପାରେ ଓ ଜିତିପାରେ । ଜଗତସିଂହପୁର ଜିଲ୍ଲାରେ ହସ୍ପିଟାଲର ଭୁଲ ତଥ୍ୟ ଉପରେ ଶିଶୁର ମା’ ଖାଉଟି ଅଦାଲତକୁ ଯାଇ ନ୍ୟାୟ ମାଗିଥିଲେ । ଯାହା ପରେ ଜଗତସିଂହପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ମହିଳାଙ୍କ କଥାକୁ ଗୁରୁତ୍ବ ଦେଇ ସମସ୍ୟାର ସମାଧାନ କରିଛନ୍ତି । ଆଉ ଏବେ […]

ହସ୍ପିଟାଲର ଭୁଲ ତଥ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଶିଶୁର ମା’, ଖାଉଟି ଅଦାଲତକୁ ଯାଇ ପାଇଲେ ନ୍ୟାୟ Read More »

ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି

ଗାଁରେ ମାତ୍ର ଦୁଇଟି ପରିବାରକୁ ଛାଡ଼ିଦେଲେ ଆଜିକୁ ବି ସମସ୍ତ ପରିବାର ପଲିଥିନ୍ ତଳେ ରହିଆସୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ଆଜି ପର୍ଯ୍ୟନ୍ତ ଛାତଘର ଖଣ୍ଡେ ନାହିଁ । ଏ ସବୁ ଘରକୁ ଟିକିଏ ଦେଖନ୍ତୁ କିଭଳି ଭଙ୍ଗା ଦଦରା କାନ୍ଥରୁ ଖସୁଛି ଖଣ୍ଡ ଖଣ୍ଡ ଇଟା । ମୁଣ୍ଡ ଉପରେ ଛାତ ବଦଳରେ ପଡ଼ିଛି ଜାରି ପାଲ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା

ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି Read More »

ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ, ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା

ଭୁବନେଶ୍ୱର : ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ । ଘୂର୍ଣ୍ଣିଝଡ଼ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କେଉଁଠି ଗଛ ଭାଙ୍ଗିଯାଇଛି ତ ଆଉ କେଉଁଠି ଘରର ଆଜବେଷ୍ଟସ ଉଡିଯାଇଛି । କାଲି ରାତିରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଘଡ଼ଘଡ଼ି ଓ ବିଜୁଳି ମଧ୍ଯ ମାରିଥିଲା । ଆନନ୍ଦପୁର ଘଷିପୁରା ବ୍ଲକ ନଟିଆ ଗାଁରେ ଘରଦ୍ବାର ଭାଙ୍ଗିବା ସହ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି । ସେହିପରି

ରାତିରେ ତାଣ୍ଡବ ରଚିଲା କାଳବୈଶାଖୀ, ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା Read More »

୨୫ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର : ୨୫ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଥିବା ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି

୨୫ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ Read More »

ସ୍ଵାଭାବିକ ସ୍ଥିତି ପରେ କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଓଡିଶା ଭିତରେ ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଯେଉଁମାନେ ପାଖାପାଖି ରହିଯାଇଥିଲେ ସେମାନେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଆସି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ନେପାଳ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ୨ଜଣ ପ୍ରତିନିଧିଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । 

ସ୍ଵାଭାବିକ ସ୍ଥିତି ପରେ କିଟକୁ ଫେରିଛନ୍ତି ନେପାଳ ଛାତ୍ରଛାତ୍ରୀ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ Read More »

ଖଣ୍ଡ ସାହିକୁ ନେଇ ଗର୍ବ କରନ୍ତି ପିଲା ଠୁ ବୁଢ଼ା, ଉନ୍ନତି ପାଇଁ ଏବେ ବି ଜାରି ରହିଛି ପ୍ରୟାସ

ଅନେକ ସମୟରେ ନିଜ ଜନ୍ମ ମାଟିକୁ ଅନେକ ଭୁଲି ଯାଆନ୍ତି । କିନ୍ତୁ ଏବେବି ଅନେକ ଗାଁ ଅଛି ଯେଉଁ ଗାଁର ପାଣି ପବନ  ଓ ପରିବେଶରେ ବଢ଼ି ନିଜକୁ ଗର୍ବ ଅନୁଭବ କରନ୍ତି କିଛି  ଲୋକ । ଏହାରି ଭିତରେ ଏଭଳି ଏକ ଗାଁ ଅଛି  ଯେଉଁଠି ଶତକଡା ୮୦ ଭାଗ ଲୋକେ ଉଚ୍ଚଶିକ୍ଷିତ ଓ ଆତ୍ମ ନିର୍ଭରଶୀଳ । ତେବେ ଆସନ୍ତୁ ଏହି ଉଚ୍ଚ ଶିକ୍ଷିତଙ୍କ ଗାଁ ବିଷୟରେ ଟିକେ ଅଧିକ ଜାଣିବା ।

ଖଣ୍ଡ ସାହିକୁ ନେଇ ଗର୍ବ କରନ୍ତି ପିଲା ଠୁ ବୁଢ଼ା, ଉନ୍ନତି ପାଇଁ ଏବେ ବି ଜାରି ରହିଛି ପ୍ରୟାସ Read More »

ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ

ଜଳେଶ୍ବର: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର । ୬୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ଚାଲିଛି ଯାଞ୍ଚ । ୫୦ରୁ ଅଧିକ ବାଲି ବୋଝେଇ ଡମ୍ପର ଜବତ । ପଶ୍ଚିମବଙ୍ଗ କୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର

ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ Read More »

ଆଗପଛ ହୋଇ ଚାଲିଗଲେ ବାପାମା’; ଅନାଥ ହୋଇଗଲେ ଦୁଇ ପିଲା

ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସାମାନ୍ୟ କଥାରେ କ୍ରୋଧ୍ୱାନ୍ୱିତ ହୋଇ ହିତାହିତ ଜ୍ଞାନ ହରାଇ ବସିଲେ ଦମ୍ପତି। ବିଷପାନ କରି ଆଗପଛ ହୋଇ ଚାଲିଗଲେ ସ୍ୱାମୀସ୍ତ୍ରୀ।ବାପାମା’କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଦୁଇ ପିଲା। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଁଶଗଡ ଗାଁରେ। ମୃତ ଦମ୍ପତି ହେଲେ ମୋହନ ହୋ ଓ ତାଙ୍କ ପତ୍ନୀ ରଜନୀ ହୋ। ଗତ ୧୯ ତାରିଖରେ ମୋହନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ

ଆଗପଛ ହୋଇ ଚାଲିଗଲେ ବାପାମା’; ଅନାଥ ହୋଇଗଲେ ଦୁଇ ପିଲା Read More »

ଭରତପୁର ଥାନା କାଣ୍ଡ; ଏନସିଡବ୍ଲ୍ୟୁଙ୍କୁ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସଙ୍ଗୀନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ(NCW) ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଏଥିସହ ମାମଲାର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଥିଲେ। ଏହି ମାମଲାରେ ହୋଇଥିବା ତଦନ୍ତ ରିପୋର୍ଟ ଆଜି ଜାତୀୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି

ଭରତପୁର ଥାନା କାଣ୍ଡ; ଏନସିଡବ୍ଲ୍ୟୁଙ୍କୁ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ Read More »

ଗାଡ଼ି ଚୋରିରେ ମାହିର ପତିପତ୍ନୀ; ବାନ୍ଧିଲା ପୁଲିସ୍‌, ଜବତ ହେଲା ୩୦ ବାଇକ୍‌

ପତିପତ୍ନୀ ମିଶି ଚୋରି କରୁଥିଲେ ଗୋଟିଏ ପରେ ଗୋଟିଏ ବାଇକ୍ । ଏଥିପାଇଁ ସେମାନେ ରାସ୍ତା ପାର୍ଶ୍ୱ, ବ୍ୟାଙ୍କ ତଥା ଦୋକାନ ସମ୍ମୁଖରେ ଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରୁଥିଲେ। ପ୍ରଥମେ ପତ୍ନୀ ନିଜ ପାଖରେ ଥିବା ମାଷ୍ଟର ଚାବିରେ ଗାଡ଼ିଗୁଡ଼ିକୁ ଖୋଲି ଦେଉଥିଲେ। କିଛି ସମୟ ପରେ ଖୋଦ ମହିଳାଜଣକ ନିଜେ କିମ୍ବା ତାଙ୍କ ସ୍ୱାମୀ ତାହାକୁ ଚଳାଇ ଫେରାର ହୋଇ ଯାଉଥିଲେ। ଏହାପରେ ତାହାକୁ ନିକଟବର୍ତ୍ତୀ କନ୍ଧମାଳ ଜିଲ୍ଲାରେ ଶସ୍ତାରେ ବିକ୍ରି କରି ଦେଉଥିଲେ। ଗାଡ଼ି

ଗାଡ଼ି ଚୋରିରେ ମାହିର ପତିପତ୍ନୀ; ବାନ୍ଧିଲା ପୁଲିସ୍‌, ଜବତ ହେଲା ୩୦ ବାଇକ୍‌ Read More »