ଓଡିଶା

ଯଦି ଆପଣ ବୁଲେଟ ଚଲେଇବାକୁ ଭଲପାଆନ୍ତି ତେବେ ଏହି ଦୀପାବଳିରେ କିଣନ୍ତୁ ରୟାଲ ଏନଫିଲ୍ଡ , କମ୍ପାନୀ ଦେଉଛି ଖାସ ଅଫର

ଯଦି ଆପଣ ଜଣେ ବୁଲେଟ ପ୍ରେମୀ, ଯଦି ଆପଣଙ୍କ ରୟାଲ ଏନଫିଲ୍ଡ କିଣିବାକୁ ଇଚ୍ଛା ତେବେ ବିଳମ୍ବ କାହିଁକି ଏହି ଦୀପାବଳି କୁ ନେଇ ଆସନ୍ତୁ ବୁଲେଟ । ଆପଣଙ୍କ ପାଇଁ କମ୍ପାନି ଆଣିଛି ଏକ ଖାସ ଅଫର । ଏହି ଅଫର ବିଷୟରେ ଜାଣିଲେ ଆପଣଙ୍କର ବି ସୋ ରୁମ ବୁଲି ଆସିବାକୁ ଇଚ୍ଛା ହବ । ପ୍ରଥମେ ଆପଣ ଏହି ଅଫର ବିଷୟରେ ଜାଣନ୍ତୁ । ଯଦି ଆପଣ ରୟାଲ ଏନଫିଲ୍ଡ କିଣିବାକୁ ଚାହୁଛନ୍ତି […]

ଯଦି ଆପଣ ବୁଲେଟ ଚଲେଇବାକୁ ଭଲପାଆନ୍ତି ତେବେ ଏହି ଦୀପାବଳିରେ କିଣନ୍ତୁ ରୟାଲ ଏନଫିଲ୍ଡ , କମ୍ପାନୀ ଦେଉଛି ଖାସ ଅଫର Read More »

ଶ୍ରୀମନ୍ଦିରରେ ଘଣ୍ଟା ବାଜେନାହିଁ କାହିଁକି ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟଭରା ତଥ୍ୟ…

ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ଶ୍ରୀ ଜଗନ୍ନାଥ । ପୁରୀ ଜଗନାଥ ମନ୍ଦିର ଯିବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ । କିନ୍ତୁ କଳିଆର ଡୋରୀ ଲାଗିଲେ ହିଁ ତାର ଦର୍ଶନ ମିଳିଥାଏ । ତେବେ ବନ୍ଧୁଗଣ ଶ୍ରୀମନ୍ଦିର ଯଦି ଯାଇଛନ୍ତି । ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ! ଶ୍ରୀମନ୍ଦିରରେ ଘଣ୍ଟି ବଜାଇବାର ବ୍ୟବସ୍ଥା କାହିଁକି କରାଯାଇ ନାହିଁ ? ଯଦିଓ ଅନ୍ୟ ପ୍ରାୟ ସବୁ ମନ୍ଦିରରେ ଘଣ୍ଟି ରହିଥାଏ ।

ଶ୍ରୀମନ୍ଦିରରେ ଘଣ୍ଟା ବାଜେନାହିଁ କାହିଁକି ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟଭରା ତଥ୍ୟ… Read More »

ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍

ଭୁବନେଶ୍ୱର : ବାଣୀବିହାରରୁ ହେରୋଇନ ଜବତ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶିବ ମନ୍ଦିର ନିକଟରୁ ମିଳିଲା ହେରୋଇନ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି । ଛାତ୍ର ଛାତ୍ରୀଙ୍କୁ ବିକ୍ରି କରିବାକୁ ଡ଼ିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ ହୋଇଛି ।

ବାଣୀବିହାର କ୍ୟାମ୍ପସ ମନ୍ଦିର ନିକଟରୁ ୮୦ ଲକ୍ଷ ଟଙ୍କାର ହେରୋଇନ ଜବତ, ବିକ୍ରି ପାଇଁ ଚାଲିଥିଲା ଡ଼ିଲ୍ Read More »

୪ ଦିନ ଯାଏ କାଳବୈଶାଖୀ ଚେତାବନୀ, ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ୪ ଦିନ ଯାଏ କାଳବୈଶାଖୀ ଚେତାବନୀ । ବିଜୁଳି ଓ ଘଡ଼ଘଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ,

୪ ଦିନ ଯାଏ କାଳବୈଶାଖୀ ଚେତାବନୀ, ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି Read More »

ରତ୍ନଭଣ୍ଡାର ମରାମତି କାମ ପ୍ରାୟ ଶେଷ, ରଥଯାତ୍ରା ପୂର୍ବରୁ ସମସ୍ତ କାମ ସଫଳତାର ସହ ସରିବ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ କାମ ଶୀଘ୍ର ସରିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ

ରତ୍ନଭଣ୍ଡାର ମରାମତି କାମ ପ୍ରାୟ ଶେଷ, ରଥଯାତ୍ରା ପୂର୍ବରୁ ସମସ୍ତ କାମ ସଫଳତାର ସହ ସରିବ Read More »

୨୯ ଜଣ OAS ଅଧିକାରୀଙ୍କୁ ମିଳିଲା ପଦୋନ୍ନତି, ଦେଖନ୍ତୁ ପୂରା ତାଲିକା

ଭୁବନେଶ୍ୱରର : ଶୁକ୍ରବାର ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି ଦେଇଛନ୍ତି । ଏକକାଳୀନ ୨୯ ଜଣ ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, “ଓଡ଼ିଶା ଲୋକସେବା ଆୟୋଗର ପରାମର୍ଶ ଅନୁଯାୟୀ ଚୟନ ତାଲିକା ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ, ନିମ୍ନଲିଖିତ OAS (ସୁପିରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍) ଅଧିକାରୀମାନଙ୍କୁ ଅନ୍ୟମାନଙ୍କ ଦାବି ପ୍ରତି କୌଣସି ପ୍ରଭାବ ନ ପକାଇ ଏକ ବର୍ଷରୁ

୨୯ ଜଣ OAS ଅଧିକାରୀଙ୍କୁ ମିଳିଲା ପଦୋନ୍ନତି, ଦେଖନ୍ତୁ ପୂରା ତାଲିକା Read More »

ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର, ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ବିଜେପି ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତକାଲି ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ବିଜେପି ଅଧ୍ୟକ୍ଷ ଭାବେ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ । ପୁରୀ କୋଣାର୍କ ରୋଡ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର, ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା Read More »

ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ,ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ବି ଫଳ ଶୂନ

ପାଣି ଟୋପେ ପାଇଁ ଏଠାରେ ଚାଲିଛି ପ୍ରତିଯୋଗିତା । ସାଲାଇନ ଡ୍ରପ୍ ପରି ପାଣି ଟ୍ୟାପରୁ ପାଣି ଝରୁଛି  । ଅନ୍ୟପଟେ ମାଟି ତଳେ ଯାଇଥିବା ପାଣି ପାଇପ ନିକଟରେ ଗାତ କରି ଟୋପାଏ ଟୋପାଏ ପାଣି ସଂଗ୍ରହ କରୁଛନ୍ତି ମହିଳା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଭିନ୍ନ ଗାଁରେ ଏବେ ଠାରୁ ଆରମ୍ଭ ହେଲାଣି ପାନୀୟ ଜଳର ଘୋର ଅଭାବ ।  ଟାଙ୍ଗୀ ବ୍ଲକର କନ୍ତଳବାଇ ଗ୍ରାମ ପଂଚାୟତର କନ୍ତଳବାଇ ବଙ୍ଗାଳି କଲୋନୀ ୱାର୍ଡ

ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ,ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ବି ଫଳ ଶୂନ Read More »

ଏକା ସହ ୧.୨୬ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇ ରେକର୍ଡ କଲେ ସରକାର

ସୋମବାର ଦିନ ଆନ୍ଧ୍ରା ପ୍ରଦେଶ ସରକାର ୧.୨୬ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିଲେ, କୁହାଯାଉଛି କି ଏହା ପ୍ରଥମ ଥର ପାଇଁ ଆମ ଦେଶ ରେ ହେଲା କି ଥରକେରେ ଏତେ ଲୋକଙ୍କୁ ଚାକିରି ଦିଆଗଲା ।  ଆନ୍ଧ୍ରା ସିଏମ ୱାୟ.ଏସ. ଜଗନ ମୋହନ ରେଡ୍ଡୀ କହିଲେ ସବୁ ବର୍ଷ ଜାନୁଆରୀ ରେ ଏକ ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେଲେ ସରକାରୀ ଚାକିରି ଦିଆଯିବ । ତେବେ ସେପେଟେମ୍ବର ୧ରୁ ୮ମଧ୍ୟରେ ୨୦ ଲକ୍ଷ

ଏକା ସହ ୧.୨୬ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେଇ ରେକର୍ଡ କଲେ ସରକାର Read More »

ଏହି ଆଶ୍ରମରେ କୁକୁରର ସମାଧି ଉପରେ ମୁଣ୍ଡିଆ ମାରନ୍ତି ଲୋକ, ଜାଣନ୍ତୁ କାହିକି

ଝାରଖଣ୍ଡ ଆସ୍ଥା ର ଭୂମି ଅଛି । ଯାହାର କୋଣ କୋଣ ରେ ଶ୍ରଦ୍ଧା ଏବଂ ଆସ୍ଥା ବସି ରହିଛି । ଏମିତି ହିଁ ଲୋକ ଆସ୍ଥାର ଅସାଧାରଣ କାହାଣୀ ରେ ଯୋଡା ହୋଇଛି କୋକର ସ୍ଥିତ ପଗଳା ବାବା ଆଶ୍ରମ । ଏହାକୁ ମୁକ୍ତେସ୍ଵର ଧାମ ବୋଲି ବି କୁହାଯାଇଥାଏ । ଏଠାରେ ଏକ କୁକୁରର ସମାଧି ଅଛି ଯାହାର ଆଶ୍ରିବାଦ ନେଇ ଭକ୍ତ ଆଶ୍ରମକୁ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଆନ୍ତି । କୁହାଯାଏ

ଏହି ଆଶ୍ରମରେ କୁକୁରର ସମାଧି ଉପରେ ମୁଣ୍ଡିଆ ମାରନ୍ତି ଲୋକ, ଜାଣନ୍ତୁ କାହିକି Read More »