କରୋନା ଭାଇରସ ସାରାଦୁନିଆ ପାଇଁ ସାଜିଛି ବିପଦ, ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ସୁରକ୍ଷା ର ଉପାୟ
ଚୀନ୍ ରେ ଆରମ୍ଭ ହୋଇଥିଲା ଏହି ଭୟଙ୍କର ଭାଇରସ୍ କରୋନା , ଏବେ ଧୀରେ ଧୀରେ ସବୁ ଦେଶ କୁ ବ୍ୟାପି ବାରେ ଲାଗିଛି । ଆମ ଭାରତ ରେ ମଧ୍ୟ ଏହାର ବହୁତ ଆଶଙ୍କା ରହିଛି । ଦେଶ ର କେତେକ ସଂସ୍ଥା ଓ ସରକାର ଙ୍କ ଦ୍ଵାରା ସତର୍କ ସୂଚନା ଘୋଷଣା କରାଯାଇଛି ଓ ଏଥିରୁ ବଞ୍ଚିବାର ଉପଦେଶ ମଧ୍ୟ ଦିଆଯାଇଛି । ଏହା ଏମିତି ଏକ ଭାଇରସ୍ ଯାହାର ଏବେ ଯାଏ କିଛି […]
କରୋନା ଭାଇରସ ସାରାଦୁନିଆ ପାଇଁ ସାଜିଛି ବିପଦ, ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ସୁରକ୍ଷା ର ଉପାୟ Read More »