କରୋନା

ଘରେ ଥିଲେ କରୋନା ରୋଗୀ କଣ କରିବେ ?

ବନ୍ଧୁଗଣ, ଏହି ଦ୍ଵିତୀୟ ଲହରୀ ରେ ଏକା ସହିତ ଅନେକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ମାତ୍ର ଅତି ଗୁରୁତ୍ଵର ହେବା ଅଥବା ଆଇସିଉ ଆବଶ୍ୟକ କରିବା ରୋଗୀଙ୍କ ସଂଖ୍ୟା ଆଗ ଅପେକ୍ଷା କମ ଅଛି । ଅନେକ ରୋଗୀ ଆମ୍ଭର ଏକାନ୍ତ ବାସ ଅଥବା ହୋମ-ଆୟୁସୁଲେସନରେ ରହୁଛନ୍ତି । ଏବଂ ଅନେକ ଜାଣି ପାରୁ ନାହାନ୍ତି କଣ କରିବେ କଣ ନ କରିବେ । ବନ୍ଧୁଗଣ ଆପଣ ଏହି ନିୟମ ପାଳନ କରନ୍ତୁ । ଆପଣ […]

ଘରେ ଥିଲେ କରୋନା ରୋଗୀ କଣ କରିବେ ? Read More »

କୋଭିଡ ଦ୍ଵିତୀୟ ଲହରୀ- Corona +Ve ହେଲେ କଣ କରିବେ? Dr. Niroj Kumar Mishra

ବନ୍ଧୁଗଣ, କୋରୋନା ସଂକ୍ରମଣ ରେ ପ୍ରଥମରୁ ଜର, କାଶ, ତଥା ଲୁଜମୋଶନ ଏହିସବୁ ଲକ୍ଷଣ ମାନ ପରିଲକ୍ଷିତ ହେଉଥିଲା । ମାତ୍ର ବର୍ତ୍ତମାନ ଏହି ଭୟାନକ ସଂକ୍ରମଣ ର ଦ୍ଵିତୀୟ ଲହରୀ ଭୟାନକ ରୂପ ନେବାରେ ଲାଗିଛି । ଆସନ୍ତୁ ଜାଣିବା ଚଳିତ ବର୍ଷ ଏହି ସଂକ୍ରମଣ ର ଦ୍ଵିତୀୟ ଲହରୀ ରେ କେଉଁ କେଉଁ ଲକ୍ଷଣ ମାନ ପରିଲକ୍ଷିତ ହେଉଛି । ବନ୍ଧୁଗଣ ଦ୍ଵିତୀୟ ଲହରୀ ରେ ପରିଲକ୍ଷିତ ହେଉଛି ହେଡାକ ଅଥବା ହାଲିଆ ଲାଗିବା,

କୋଭିଡ ଦ୍ଵିତୀୟ ଲହରୀ- Corona +Ve ହେଲେ କଣ କରିବେ? Dr. Niroj Kumar Mishra Read More »

କୋରୋନା ର ନୂଆ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ- Dr Jayanta Kumar Panda

ବନ୍ଧୁଗଣ, ମ-ହା-ମା-ରି ର ଭିନ୍ନ ଭିନ୍ନ ସ୍ଟେଜ ରେ ଭିନ୍ନ ଭିନ୍ନ ଭୂତାଣୁ ର ପ୍ରଭାବ ଦେଖାଯାଇଥାଏ । ବର୍ଷେ ତଳେ ଦେଖାଯାଇଥିବା ମ-ହା-ମା-ରୀ, ଯାହାକୁ କୋରୋନା ର ପ୍ରଥମ ଲହରୀ ବୋଲି କୁହାଯାଉଅଛି । ସେଠାରେ କୋରୋନା ର ଯେଉଁଭଳି ଭାବରେ କହର ଥିଲା । ତାହା ସଂପୂର୍ଣ୍ଣ ଭାବରେ ଏହି ଦ୍ଵିତୀୟ ଲହରୀ ଠାରୁ ଭିନ୍ନ ଥିଲା । ପ୍ରଥମ ଲହରୀ ରେ ରୋଗୀ ଆକ୍ରାନ୍ତ ହେଉଥିଲେ, ଅନେକ ଗୁରୁତ୍ଵର ମଧ୍ୟ ହେଉଥିଲେ, ମାତ୍ର

କୋରୋନା ର ନୂଆ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ- Dr Jayanta Kumar Panda Read More »