ମାଇନସ ଡିଗ୍ରୀ ତାପମାତ୍ରାରେ ସାଧୁ କଲେ କିଛି ଏମିତି, ଦାନ୍ତ ତଳେ ଦବାଇ ଦେବେ ଆପଣ ଆଙ୍ଗୁଠି
କୁହାଯାଏ କି ତାପସ୍ୟାରେ ବହୁତ ତାକତ ଥାଏ । ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ହେଉଛି । ଏହି ଭିଡିଓରେ ଦେଖାଯାଉଛି କି ଜଣେ ସାଧୁ ଯିଏ କିଛି ବି କପଡା ପିନ୍ଧିନାହାଁନ୍ତି ସେ ବରଫ ପାହାଡ ଉପରେ ପୂଜାପାଠ ଏବଂ ତାପସ୍ୟା କରୁଛନ୍ତି । ଏହି ଭିଡିଓକୁ ଜଣେ ଆର୍ମୀ ଲୋକ ସୁଟ କରିଛନ୍ତି । ଭିଡିଓକୁ ଶେୟାର କରିବା ସମୟରେ ଲେଖିଛନ୍ତି ଏହି ଭିଡିଓ ହିମାଳୟରେ -୪୫ଡିଗ୍ରୀ ତାପମାତ୍ରାରେ ଜଣେ ଆର୍ମୀ ଯବାନ […]
ମାଇନସ ଡିଗ୍ରୀ ତାପମାତ୍ରାରେ ସାଧୁ କଲେ କିଛି ଏମିତି, ଦାନ୍ତ ତଳେ ଦବାଇ ଦେବେ ଆପଣ ଆଙ୍ଗୁଠି Read More »