1 ଲକ୍ଷ ଲୋକଙ୍କ ସାମ୍ନାରେ ଏହି ଭୁଲ କରି ବସିଲେ ଟ୍ରମ୍ପ, ବହୁତ ମଜା ନେଉଛି ସୋସିଆଲ ମିଡ଼ିଆ
ଭାରତକୁ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,1 ଲକ୍ଷ ରୁ ଅଧିକ ଲୋକଙ୍କ ସାମ୍ନାରେ ମୋଟେରା ଷ୍ଟାଡିୟମରେ ଭାଷଣ ଦେଇଥିଲେ । କିନ୍ତୁ ସେ କିଛି ଭାରତୀୟ ଶବ୍ଦର ଉଚ୍ଚାରଣ ଠିକରେ କରିପାରିନଥିଲେ । ସେ ସବୁଠୁ ଅଧିକ ଅଜିବୋଗରିବ ଢଙ୍ଗରେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ନାମ ନେଇଥିଲେ କି ଫଳାଫଳ ଏମିତି ହେଲା ଏବେ ସୋସିଆଲ ମିଡିଆରେ ଏହାକୁ ଟ୍ରୋଲ କରାଯାଉଛି । ସେ ମୋଟେରା ଷ୍ଟାଡିୟମରେ ଦେଇଥିବା ଭାଷଣରେ ଭାରତୀୟ ଶବ୍ଦର ଉଚ୍ଚାରଣ […]
1 ଲକ୍ଷ ଲୋକଙ୍କ ସାମ୍ନାରେ ଏହି ଭୁଲ କରି ବସିଲେ ଟ୍ରମ୍ପ, ବହୁତ ମଜା ନେଉଛି ସୋସିଆଲ ମିଡ଼ିଆ Read More »