୩ ମାସ ପର୍ଯ୍ୟନ୍ତ ପାଣିରେ ଫୁଟାଇ ପିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ହାଡରେ ଦୁର୍ବଳତା, ଅନିଦ୍ରା, ଥକାନ ଆଦି 7ଟି ରୋଗରୁ ମିଳିବ ମୁକ୍ତି- Health Tips
ବନ୍ଧୁଗଣ ଆମ ନୀତିଦିନ ଜୀବନରେ ଆମେ ପ୍ରାଏ ସାକାଳୁ ଉଠି ଚାହା ପିଇଥାଉ । କିନ୍ତୁ ଏହା ଆମ୍ଭ ଶରୀର ପାଇଁ ଏହା ସେବନ କରିବା ଆଦୌ ଉଚିତ ନୁହେଁ କାରଣ ରାତି ସାରା ଖାଲି ପେଟରେ ଆମେ ରହିଥାଉ, ଏହାପରେ ସକାଳୁ ଉଠି ଯଦି ଆମ୍ଭେ ଖାଲି ପେଟରେ ପ୍ରଥମକେ ଚାହା ସେବନ କରୁ ତେବେ ତାହା ଏସିଡ ର ପରିମାଣ କୁ ବଢାଇ ଦେଇଥାଏ । ସେହିଭଳି ଅଧିକାଂଶ ଲୋକ ଏଭଳି ଅଛନ୍ତି ଯେଉଁମାନେ […]