ମୁଣ୍ଡରୁ ଉକୁଣିକୁ ଭଗାଇବା ପାଇଁ କରନ୍ତୁ ଏହି ସହଜିଆ ଉପାୟ, ଗୋଟେ ବି ଉକୁଣି ମୁଣ୍ଡରେ ରହିବ ନାହିଁ – 100% effective home remedy
ବନ୍ଧୁଗଣ ଉକୁଣି ଉଭୟ ପୁଅ ଓ ଝିଅଙ୍କ ମୁଣ୍ଡରେ ଦେଖାଯାଇଥାଏ । ହେଲେ ବିଶେଷ କରି ଝିଅ ପିଲାଙ୍କ ମୁଣ୍ଡରେ ଅଧିକ ଦେଖାଯାଇଥାଏ । ଯେହେତୁ ଝିଅ ମାନଙ୍କର ଚୁଟି ଅଧିକ ଥାଏ । ତ ସେମାନଙ୍କୁ ଉକୁଣି ବାହାର କରିବା ବହୁତ କଷ୍ଟ ପଡିଯାଏ । ଉକୁଣି ଏକ ପରଜୀବୀ ଅଟେ, ଯାହା ଆମ ମୁଣ୍ଡ ଚୁଟିରେ ରହି ଆମ ଶରୀରର ରକ୍ତକୁ ଆହାର ରୂପେ ଗ୍ରହଣ କରି ବଞ୍ଚିଥାଏ । ଉକୁଣି ଗୋଟେ ମୁଣ୍ଡରୁ […]