କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ଚିତ୍ର ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ସବୁ ଭଲ ରେ ଥିବେ । ସବୁବେଳେ ମଣିଷ ନିଜର ମନ ର କଥା କୁ ମନ ଖୋଲି କହି ପାରି ନଥାଏ । ଏପରି ରେ ଅନେକ ଥର ଏପରି ଲାଗିଥାଏ ସତେ ଯେପରିରେ ଆଖି ବହୁତ କିଛି କହି ଦେଉଛି । କିନ୍ତୁ ମନ ର କଥା ଅନେକ ଥର କହି ହୋଇ ନଥାଏ, କି କାହାର ଜାଣି ହୋଇ ନ ଥାଏ । ଏପରି ରେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ କାର୍ଡ ରିଡିଂ ଯେଉଁଥିରେ ଆପଣ ଅତି ସହଜ ରେ ଜାଣି ପାରିବେ ସେହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କିଭଳି ଚିନ୍ତା ଧାରା ସବୁ ଲୁଚି କରି ରହିଛି ।

ସର୍ବ ପ୍ରଥମେ ଆପଣ ଉପରୋକ୍ତ ନମ୍ବର ମାନଙ୍କରୁ କୌଣସି ଏକ ନମ୍ବର କୁ କୌଣସି ବ୍ୟକ୍ତି ଙ୍କ ପାଇଁ ଚୟନ କରି ନିଅନ୍ତୁ । ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଆପଣ 1 ନମ୍ବର ଟିକୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଜଣକ ଭାବୁଛନ୍ତି କି ଆପଣ ଏହି ସମୟ ରେ ଯାହା ସବୁ କିଛି ର ସମ୍ମୁଖୀନ ହେଉଛନ୍ତି, ସେ ସବୁ ଆପଣ ନିଜ କର୍ମ ର କାରଣ ରୁ ହିଁ ଭୋଗ କରୁଛନ୍ତି ।

ଏପରି ରେ ସେ କିଛି ଅଧିକ ଭଲ ମଧ୍ୟ ଚିନ୍ତା କରୁ ନାହାନ୍ତି ନା ହିଁ ଅଧିକ କିଛି ଭଲ ଚିନ୍ତା କରୁଛନ୍ତି । ନମ୍ବର 2 ଯାହାକୁ ଚିନ୍ତା କରି ଆପଣ ମାନଙ୍କେ ଚୟନ କରିଛନ୍ତି ସେ ବ୍ୟକ୍ତି ଆପଣଙ୍କୁ ଟିକେ ସାମାନ୍ୟ ଗର୍ବୀ ବା ଅହଙ୍କାରୀ ମଣିଷ ବୋଲି ମଧ୍ୟ ଭାବି ଥାଆନ୍ତି ।

ସେ ଭାବନ୍ତି କି ବୋଧ ହୁଏ, ଈଶ୍ଵର ଆପଣଙ୍କୁ ସବୁ କିଛି ଦେଇ ଦେଇଛନ୍ତି ବୋଲି ଆପଣ ଙ୍କ ମନରେ ଅହଂକାର ହୋଇ ଯାଇଛି । ଦେଖନ୍ତୁ ଏହା ଯଦି ଆପଣଙ୍କ ଜୀବନ ର ସହ କନେକ୍ଟ ହୋଇଥାଏ, ତେବେ ହିଁ ଆପଣ ଏହାକୁ ମାନନ୍ତୁ । ନଚେତ ଆପଣ ଏହାକୁ ନିଜର ମାତ୍ର କୌତୁକ ପାଇଁ ମଧ୍ୟ ପଢି ପାରନ୍ତି । 3 ନମ୍ବର ଟି କୁ ଆପଣ ଯାହାକୁ ଚିନ୍ତା କରିଛନ୍ତି ସେ ବ୍ୟକ୍ତି ଜଣକ ମନରେ ଆପଣ ଙ୍କ ପାଇଁ ଅନେକ ଭଲ ପାଇବା ଲୁଚି ଅଛି । ସେ ଆପଣଙ୍କୁ ଖୁବ ସମ୍ମାନ ମଧ୍ୟ କରିଥାନ୍ତି ।

ଆପଣ ସବୁବେଳେ ନିଜ ଠାରୁ ଅଧିକ ଅନ୍ୟର ବିଷୟ ରେ ଚିନ୍ତା କରନ୍ତି, ଆପଣ ଙ୍କର ଏହି ଗୁଣ ହିଁ ତାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ । ନମ୍ବର 4 ଟିକୁ ଆପଣ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କୁ ଏକ ପଜେଟିଭ ବ୍ୟକ୍ତିତ୍ବ ର ମଣିଷ ବୋଲି ଭାବନ୍ତି ।

କିନ୍ତୁ ବେଳେବେଳେ ଆପଣ ଙ୍କର ନିରାଶ ଭାବ ଦେଖି ସେ ଭାବନ୍ତି କି ବୋଧ ହୁଏ, ଈଶ୍ଵର ଆପଣ ଙ୍କୁ ଯାହା କିଛି ଦେଇଛି ତାହର ଆପଣ ସମ୍ମାନ କରନ୍ତି ନାହିଁ । କିନ୍ତୁ ସେ ସବୁବେଳେ ଆପଣ ଙ୍କ ସହ ଯୋଡି ହୋଇ ରହିବାକୁ ମଧ୍ୟ ଚାହାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

utkalmailtv

Leave a Comment

Your email address will not be published. Required fields are marked *