ଓଡିଆ ସିରିଏଲ ‘Jhilli’ ର ଅଭିନେତ୍ରୀ Nikita Mishra ଙ୍କ ଜୀବନୀ ଓ ପରିବାର, ଆଗରୁ କେବେ ବି ଦେଖି ନଥିବେ

ଓଲିଉଡ ଟେଲିଭିଜନ ଦୁନିଆରେ ଆଜି କାଲୀ ଆପଣ ଅନେକ ଚେହେରା ଦେଖିବା ପାଇଁ ପାଉ ଛନ୍ତି ତାଙ୍କକା ମଧ୍ୟରୁ ଆପଣ କିଛି ଜଣଙ୍କୁ ଭଲ ମଧ୍ୟ ପାଉ ଥିବେ ଏହା ସହ ଆପଣ ନିଜ ପରିବାର ରେ ଥିବା କିଛି ଲୋକଙ୍କ ସହ ଆପଣଙ୍କ ମତ ଭେଦ ମଧ୍ୟ ରହୁ ଥିବ ଏହି କଥାକୁ ନେଇକି । ଆପଣ ଏହା ମଧ୍ୟ ଜାଣି ଥିବା ଦରକାର କି ଆମେ ଯେଉଁ ସିରିୟାଲ ଦେଖୁଛେ ଏହା ପାଇଁ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ଓ ଅଭିନେତା ମାନେ ଅନେକ ପରିଶ୍ରମ କରୁଛନ୍ତି ।

ଏହା ସହ ସେମାନେ ବହୁତ ଚେଷ୍ଟା କରୁଛନ୍ତି କି ଆମେ ଯାହାଭି ଦେଖିବା ଏହା ଆମ ମନକୁ ଛୁଇଁ ଜୀବ ମାତ୍ର କିଛି ଏହି ଭଳି ଚେହେରା ଏହି ଭଳି ଛନ୍ତି ଯାହାକୁ ଆମେ ପିଲା ବେଳୁ ଦେଖିବାର ଅଭ୍ଯାସ ମାନ ଅଛି । ଏବେ ତ ଚଳଚିତ୍ର ସହ ସିରିୟାଲ ଦୁନିଆ ଭି ସବୁ ଠାରୁ ନିଜକୁ ଅଲଗା ଦେଇ ଖାଇବା ପାଇଁ ଅଭୁତ ଚେଷ୍ଟା କରୁଛି ।

ଏହା ସହ ସେମାନେ ନିଜ ଡ୍ରେସ ଓ ସବୁ ଚରିତ୍ର ରେ ଅଲଗା ଅଲଗା ପ୍ରକାର ଦେଖା ଯାଇଛି । ଝିଲ୍ଲୀ ସିରିୟାଲ ରେ ଥିବା ନିକଟା ଙ୍କୁ କିଏ ବା ନ ଜାଣେ । ତେବେ ଆଜି ଆମେ ଆଖିବା ତାଙ୍କ ପରିବାର କଥା । ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପ୍ରକୃତ ଘର ହେଉଛି କଟକ ।

ସେ ନିଜ ପରିବାର ସହ ସେହି ଜାଗାରେ ରହିବା ପାଇଁ ଭଲ ପାନ୍ତି ତାଙ୍କ ଅଭିନୟ ଆରମ୍ଭ ହୋଇଥିଲା ସିଂହ ଦ୍ଵାରା ଠାରୁ । ସେ ନିଜ ଚମତ୍କାର ଅଭିନୟ ଦ୍ଵାରା ସବୁଙ୍କ ମନକୁ ଜିତ୍ୟ ପାରିଛନ୍ତି । ସେ ପାଠ ଭଲ ପଢିବା ସହ ଭଲ ଅଭିନୟ କରିଛନ୍ତି । ତାଙ୍କ ପରିବାର ରେ ବାପା ମା ଓ ଛୋଟ ଭାଇ ଅଛି ।

ସେ ଇନ୍ଦିରା ଗାନ୍ଧୀ କଲେଜ ରେ ପାଠ ପଢୁଥିଲେ । ସେ କଲେଜ ରେ ଟପର ହୋଇଥିଲେ । ନିକିତା ନୀଜ କୁ ଏବେ ଭି ଏକା ରାଖୀ ଛନ୍ତି ସେ କାହାକୁ ଭି ଭଲ ପାଉ ନାହାଁନ୍ତି କି ଡେଟ କରୁ ନାହାଁନ୍ତି ।

ମାତ୍ର ନିକିତା ପ୍ରଥମେ ଏତେ ସଫଳତା ପାଇ ପାରୁ ନଥିଲେ ଏବେ ସେ ବହୁତ ଭଲ ପରିଣାମ ପାଉଛନ୍ତି । ନିଜକୁ ଏକ ଲିଡ କ୍ୟାରେକ୍ଟର ରେ ପାଇକି । ଝିଲ୍ଲୀ ସିରିୟାଲ ରେ ଅଭିନୟ କରିବା ପାଇଁ ଆଉ ମଧ୍ୟ ଅଭିନେତ୍ରୀ ଙ୍କୁ ବଛା ଯାଇ ଥିଲା ମାତ୍ର ନିକତା ଙ୍କୁ ହି ବଛା ଯାଇ ଥିଲା ।

ନିକିତା ନିଜ ଆଗାମୀ ଦିନରେ କେଉଁ ନୂଆ ପ୍ରକାର ର ସିରିୟାଲ ରେ କାମ କରିବେ ଏହା ଆମେ ଜାଣିନେ । ତେବେ ଆମେ ତାଙ୍କ ଆଉ ଏକ ଚରିତ୍ର ଦେଖିବା ପାଇଁ ଅପେକ୍ଷା ରେ ରହିଛୁ । ଏହା ଥିଲା ନିକିତା ଙ୍କ ବିଷୟ ଓ ପରିବାରର ଏକ ଛୋଟ ଟିପ୍ପଣୀ ।

utkalmailtv

Leave a Comment

Your email address will not be published. Required fields are marked *