ଭିକାରି- ଜାନୁ କଣ ଖବର?, ଝିଅଟି କହିଲା ତୋର ଏତେ ସହ ମତେ ଜାନୁ କଣ ଡାକିଲୁ? ଭିକାରି କହିଲା…

ଜୀବନରେ ବହୁତ ପ୍ରକାର ଚିନ୍ତା ଏବଂ ଦୁଃଖ ଭାରି ରହିଛି କିନ୍ତୁ ଏହା ମଝିରେ ସୁଖ ଏବଂ ଖୁସି ମଧ୍ୟ ସବୁ ସମାନ ରୂପରେ ଆବଶ୍ୟକ ଅଟେ, କେହି ନିଜ ସମ୍ପୂର୍ଣ ଜୀବନ କେବଳ ଦୁଃଖରେ ବ୍ଯତୀତ କରନ୍ତି ନାହିଁ, ଏବଂ କେହି ନିଜ ସମ୍ପୂର୍ଣ ଜୀବନ ସୁଖରେ ମଧ୍ୟ ବ୍ଯତୀତ କରି ପାରିବେ ନାହିଁ ଏହା ଅସମ୍ଭବ ଅଟେ ସମସ୍ତଙ୍କ ଜୀବନରେ ସୁଖ ଦୁଃଖ ଆସିଥାଏ ତେବେ କାହା ଜୀବନରେ ସୁଖ ଅଧିକ ଥାଏ ଏବଂ କାହା ଜୀବନରେ ଦୁଃଖ ଅଧିକ ଥାଏ କିନ୍ତୁ ଦୁଇଟି ଥାଏ । ତେବେ ଆଜି ଆମେ ଆପଣଙ୍କ ମନ ଭଲ କରିବା ପାଇଁ ଏବଂ ଆପଣଙ୍କ ମୁଖରେ ହସ ଆଣିବା ପାଇଁ କିଛି ଯୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

Image Courtesy: Google

୧. ଗରମ ବହୁତ ବଢିବା ଦ୍ଵାରା ଗୋଟେ ସ୍ତ୍ରୀ ରେଗିସ୍ତାନରେ ଗୋଟେ କବ୍ର ଉପରେ ବସିଥିଲେ

ଗୋଟେ ଲୋକ ସେହି ରାସ୍ତାରେ ଯାଉଥିଲା ମହିଳାକୁ ଦେଖି କହିଲା ଡର ଲାଗୁନି ମସାଣିରେ ବସିଚ ?

ମହିଳା : କଣ ପାଇଁ ଡର ଲାଗିବ କବ୍ର ଭିତରେ ଗରମ ଲାଗୁଥିଲା ପବନ ଖାଇବା ପାଇଁ ବାହାରକୁ ଆସିଛି ।

ସେହି ଲୋକ ଏବେ କୋମାରେ ଅଛି ।

୨. ଗୋଟେ ମହାକଞ୍ଜୁସ ନିଜ ପୁଅକୁ ବାଡଉଥିଲା,

ପଡୋଶି : ନିଜ ପୁଅକୁ କଣ ପାଇଁ ବାଡଉଚ ?

କଞ୍ଜୁସ : ବହୁତ ବଦମାସ ମୋ ପୁଅ ଜାଣିନ ତାକୁ କହିଲି ଗୋଟେ ଗୋଟେ ସିଢି ଛାଡି ଚଢିବୁ ଚପଲ କମ ଘୋରି ହବ ମାଡୁଆ ଦୁଇ ଦୁଇଟି ସିଢି ଚଢି ଆସିଛି ପେଣ୍ଟ ଫାଟି ଯାଇଛି ।

୩. ଅଜୟ : ଆପଣଙ୍କ ପୁଅ ପ୍ରସ୍ତାବ ସୁନିଶ୍ଚିତ ହୋଇଯାଇଥିଲା ଫୁଣି ଭାଙ୍ଗିଲା କେମିତି ?

ବିଜଯ : କଣ ଆଉ କହିବି ପୁଅ ଇଞ୍ଜିନିଅର ଅଛି କିନ୍ତୁ ସେ ନିଜ ଫେସବୁକରେ ପକେଇଥିଲା ମୁ ଗୋଟେ ଦ୍ଵାରପାଳ ।

Image Courtesy: Google

୪. ଯେତେବେଳେ ଛୁଆ ତଳେ ପଡି କାନ୍ଦିଥାଏ, ସେତେବେଳେ ଘର ଲୋକଙ୍କ ଋଏକସନ

ବିଦେଶରେ : ବେବି ଡୋଣ୍ଟ କ୍ରାୟ କହି ଚକଲେଟ ଦିଅନ୍ତି ।

ଭାରତ ରେ : ତଳେ ଦୁଇ ଥର ମାରି, ନେ ତାକୁ ମାଇଲି ଏବେ ଚୁପ ହେଇଜା ।

୫. ଯାହା ଖରାରେ ବି ସୁଖେ ନାହିଁ ତାହା ଝାଳ

ଆଉ ଯିଏ ଆଧାର କାର୍ଡରେ ବି ସୁନ୍ଦର ଦେଖା ଯାଏ

ତାକୁ ସୁନ୍ଦରୀ କୁହାଯାଏ

୬. ସ୍ମାର୍ଟ ଝିଅ ସ୍ମାର୍ଟ ଉତ୍ତର.

ଚମ୍ପୁ (ପ୍ରେମିକାକୁ) – ବାହାଘର ପରେ ତମେ ଅଲଗା ଘର ମାଗିବନି ତ ।

ପ୍ରେମିକା – ନାହିଁ, ମୁଁ ଏମିତିକା ଝିଅ ନୁହ, ତମେ ବାହାଘର ପରେ ନିଜ ମାକୁ ଅଲଗା ଘର ଦେଇ ଦବ ।

Image Courtesy: Google

୭. ଗୋଟିଏ ଝିଅ ବଗିଚାରେ ବେଞ୍ଚ ଉପରେ ବସିଥିଲା ।

ଭିକାରି- ଆଉ …. ଜାନୁ କିପରି ଅଛ?

ଝିଅ- ତୁମର ସାହସ କେମିତି ହେଲା ମୋତେ ଜାନୁ ହିବାକୁ?

ଭିକାରି- ମାଡାମ ଆପଣ ମୋର ବେଡରେ ବସିଛନ୍ତି, ଏବେ ଜାନୁ ନକହିବି ତ ଆଉ କଣ କହିବି? ମୁଁ ଏହି ବେଡରେ ଶୋଉଛି ।

utkalmailtv

Leave a Comment

Your email address will not be published. Required fields are marked *