ଉପର ବାଲା ଯେତବେଳେ ଦେଇଥାଏ ତ ଛପର ଫାଡି ଦେଇଥାଏ- ଏହି କ୍ରିକେଟରଙ୍କ ଉପରେ ଏହି ଲାଇନ ଏକଦମ ଠିକ ବସିଛି

ଆମେ ଆପଣଙ୍କୁ ଏପରି ପାଞ୍ଚ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ବହୁତ ଗରିବ ପରିବାର ରୁ ଆସିଛନ୍ତି କିନ୍ତୁ ସେମାନେ ତାଙ୍କ ପରିଶ୍ରମରେ ବହୁତ କିଛି ହାସଲ କରିଛନ୍ତି । ବଡ ଖେଳାଳି ହେବା ପରେ ଏହି ଖେଳାଳିମାନଙ୍କ ଉପରେ ଏହି ଲାଇନ ସଂପୂର୍ଣ୍ଣ ଭାବରେ ଫିଟ ହୋଇଛି କି ଉପର ବାଲା ଯେତବେଳେ ଦେଇଥାଏ ଛପର ଫାଡି କି ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି କ୍ରିକେଟ ଷ୍ଟାରଙ୍କ ସ୍ତ୍ରୀ ମାନଙ୍କ ଫୋଟୋ ଦେଖାଇବାକୁ ଯାଉଛୁ ।

୧ -ଭୁବନେଶ୍ଵର କୁମାର

ଭୁବନେଶ୍ଵର କୁମାର ବହୁତ ଗରିବ ପରିବାରର ଥିଲେ ଏବଂ ତାଙ୍କୁ କ୍ରିକେଟର ହେବା ପାଇଁ ତାଙ୍କ ପୁରା ଘର ବହୁତ ପରିଶ୍ରମ କରିଛନ୍ତି । ଭୁବନେଶ୍ଵରଙ୍କ ପାଖରେ ଆଜି ସେ ସବୁକିଛି ଅଛି ଯାହା ଜଣେ ଧନୀ ଲୋକ ପାଖରେ ଥାଏ । ସେ ଭାରତୀୟ କ୍ରିକେଟ ଟିମରେ ମୁଖ୍ୟ ଖେଳାଳି ହୋଇ ସାରିଛନ୍ତି ।

୨ -ଉମେଶ ଯାଦବ

ଉମେଶ ଯାଦବ ଙ୍କ ବାପା କୋୟଲେ ଖାନା ରେ କାମ କରୁଥିଲେ ଏବଂ ଉମେଶ ଯାଦବ ଆଜି ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଖେଳାଳି ହୋଇ ସାରିଛନ୍ତି । ଉମେଶ ଯାଦବ ଙ୍କର ଭାଗ୍ୟ ଏମିତି ଚମକିଲା କି ଆଜି ସେ ଭାରତର ଭଲ ଖେଳାଳି ହୋଇଛନ୍ତି ଏବଂ ତାଙ୍କ ପାଖରେ ବହୁତ ସମ୍ପତି ବି ଅଛି ।

୩ -ଇରଫାନ ପଠାନ

ଇରଫାନ ପଠାନ ବହୁତ ଗରିବ ପରିବାରରୁ ଆସିଛନ୍ତି । ଇରଫାନ କ୍ରିକେଟର ହେବା ପାଇଁ ବହୁତ ସାରା ଖ୍ୟାତି ହାସଲ କରି ସାରିଛନ୍ତି କିନ୍ତୁ କ୍ରିକେଟର ହେବା ପୂର୍ବରୁ ତାଙ୍କ ଜୀବନ ବହୁତ ଦିନ କଷ୍ଟରେ କଟିଛି ।

୪ -ରବିନ୍ଦ୍ର ଜଡେଜା

ରବିନ୍ଦ୍ର ଜଡେଜାଙ୍କ ଆରମ୍ଭ ଜୀବନ ବହୁତ କଷ୍ଟରେ ଭାରି ରହିଥିଲା । ସେ ବହୁତ କଷ୍ଟର ସାମ୍ନା କରିବା ପରେ କ୍ରିକେଟର ହୋଇ ସେ ସବୁକିଛି ହାସଲ କରିଛନ୍ତି ଯାହା ଜଣେ ଧନୀ ଲୋକ ପାଖରେ ଅଛି ।

୫ -ହାର୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡ୍ୟା ସବୁବେଳେ ଭାରତୀୟ କ୍ରିକେଟ ପାଇଁ ସାନଦାର ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମେ ଗାଁ ଗାଁ ଯାଇ କ୍ରିକେଟ ଖେଳୁଥିଲେ କିନ୍ତୁ ତାଙ୍କ ଭାଗ୍ୟ ଏମିତି ବଦଳିଲା କି ସେ ଆଜି ଧନୀ ଖେଳାଳି ମାନଙ୍କ ଭିତରେ ସାମିଲ ହୋଇଛନ୍ତି ।

ଏମାନେ ହେଉଛନ୍ତି ସେହି କ୍ରିକେଟର ଯେଉମାନଙ୍କୁ ମିଳିଛି ପରି ଭଳି ସୁନ୍ଦର ସ୍ତ୍ରୀ ।

utkalmailtv

Leave a Comment

Your email address will not be published. Required fields are marked *