ଡିଗ୍ରୀ ଥାଇ ମଧ୍ୟ ଚାକିରି ମିଳୁ ନାହିଁ ତ ନିଜ ସହରରେ ଖୋଲନ୍ତୁ Indian Oil ର ପେଟ୍ରୋଲ୍ ପମ୍ପ, ୩ ଲକ୍ଷରୁ ଅଧିକ ହେବ ରୋଜଗାର ସବୁ ମାସରେ
ଆଜିକାଲି ବେକାରି ସମସ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଏକ ବଡ ଚିନ୍ତାର ବିଷୟ ହୋଇଗଲାଣି। କେତେ କେତେ ପିଲା ଭଲ ଭଲ ଡିଗ୍ରୀ ଥାଇ ମଧ୍ୟ ଚାକିରି ଟିଏ ପାଉ ନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯଦି ବି ଆପଣଙ୍କ ପାଖରେ କିଛି ଡିଗ୍ରୀ ନାହି କି ଆପଣ ବିଶେଷ ପାଠ ପଢି ନାହାନ୍ତି ତଥାପି ଆପଣ ମାସକୁ ୩ ଲକ୍ଷରୁ ଅଧିକା ଟଙ୍କା କେମିତି ରୋଜଗାର କରିବେ। ଏଭଳି ଏକ […]