ଶରୀରରେ ହୋଇଥିବା ଷ୍ଟ୍ରେଚ ମାର୍କକୁ ଦୂର କେମିତି କରିବେ ? Dr Kumar Abhishek
ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ଷ୍ଟ୍ରେଚମାର୍କ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟ୍ରେଚମାର୍କ ଏକ ଏଭଳି ସମସ୍ୟା ଯାହା ପୁରୁଷ ନାରୀ ଉଭୟଙ୍କୁ ହୋଇପାରେ । ବିଶେଷ କରି ଏହି ସମସ୍ୟା ପିଲା ମାନଙ୍କର ବଢିବା ବୟସରେ ଦେଖା ଦେଇଥାଏ ଓ ଦ୍ଵିତୀୟରେ ହେଉଛି ଗର୍ଭବତୀ ମହିଳାଙ୍କର ଠାରେ ଏହି ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଲୋକମାନେ ନିଜର ଷ୍ଟ୍ରେଚମାର୍କକୁ ଦୂର କରିବା ପାଇଁ ବଜାରରୁ ମିଳୁଥିବା ଅନେକ ପ୍ରକାରର ମେଡ଼ିସିନ କିଣି ଖାଇ […]
ଶରୀରରେ ହୋଇଥିବା ଷ୍ଟ୍ରେଚ ମାର୍କକୁ ଦୂର କେମିତି କରିବେ ? Dr Kumar Abhishek Read More »