ବାହାଘର ପରେ କାହିଁକି ସେକ୍ସ ପ୍ରତି ଆଗ୍ରହ କମିଯାଏ? ଜାଣନ୍ତୁ ଏହା ପଛର ୩ ସବୁଠାରୁ ବଡ଼ କାରଣ

ବିବାହ ପରେ କିଛି ଏପରି ହୋଇଥାଏ , ଯେଉଁଥି ପାଇଁ କମି ଯାଇଥାଏ ସେକ୍ସ୍ ଇଚ୍ଛା ! କଣ ଆପଣ ଜାଣନ୍ତି କି ବିଶେଷଜ୍ଞ ମାନେ ଏ ନେଇ କଣ କହିଛନ୍ତି ବା କଣ ମତ ଦେଇଛନ୍ତି ? ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ , ବିବାହ ପରେ ସେକ୍ସ୍ ଲାଇଫ କିଛି ଏପରି ହୋଇଥାଏ…..

ସାଧାରଣତଃ ବିବାହ ପରେ କିମ୍ବା ବିବାହର କିଛି ବର୍ଷ ପରେ ପରେ ଧୀରେ ଧୀରେ ମନରୁ ସେକ୍ସ୍ ଇଚ୍ଛା ଶକ୍ତି କମି ଯାଇଥାଏ । କିଛି କିଛି ଦମ୍ପତିଙ୍କ କ୍ଷେତ୍ରରେ ତ ବାହାଘରର କିଛି ବର୍ଷ ପରେ ସେକ୍ସ୍ କୁ ନେଇ ସମ୍ପୂର୍ଣ୍ଣ ଆଗ୍ରହ କମି ଯିବାର ଦେଖା ଦେଇଥାଏ ।

Ay

ତେବେ ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ , ଏହାର କାରଣ ଅନେକ ହୋଇପାରେ । ତେବେ ଜାଣନ୍ତୁ ଏହାର ସମସ୍ତ କାରଣ …….

* ବିବାହର କିଛି ବର୍ଷ ବା କିଛି ଦିନ ପରେ ସାଧାରଣତଃ ଉଭୟ ପତି ଏବଂ ପତ୍ନିଙ୍କର ଉଭୟଙ୍କ ପ୍ରତି ଆଗ୍ରହ କମିଯାଏ । କାରଣ ସେମାନେ ନିଜ ନିଜ ପ୍ରତି ବେଶ୍ ପରିଚିତ ହୋଇ ଯାଇଥାନ୍ତି।

* ବିବାହ ପରେ ଦାୟିତ୍ଵ ଏବଂ କାର୍ଯ୍ୟର ଭାରସାମ୍ୟ ବଢ଼ି ଯାଇଥାଏ । ଯେଉଁଥି ପାଇଁ ଉଭୟ ସେକ୍ସ୍ ଲାଇଫ ଠାରୁ ନିଜକୁ ଦୂରେଇ ନିଅନ୍ତି ।

* ପାରିବାରିକ କଳହ , ମତାମତବାଦ , ସ୍ଵାମି ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆଦି ପତି ପତ୍ନୀଙ୍କ ସମ୍ପର୍କକୁ ଖରାପ କରିଥାଏ । ଏବଂ ସେକ୍ସ୍ ଲାଇଫ୍ କୁ ମଧ୍ୟ ଖରାପ କରିବାରେ ସହାୟକ ହୋଇଥାଏ ।

Leave a Comment

Your email address will not be published. Required fields are marked *