କାହିଁକି ପର ସ୍ତ୍ରୀ ବେଶି ଆକର୍ଷିତ କରନ୍ତି? ନିଜ ସ୍ତ୍ରୀ ଥାଉ ଥାଉ ପର ମହିଳା ସହ ସମ୍ପର୍କ ରଖିଲେ ଏହି ପରିଣାମ ହେବ

କଣ ଆପଣ ଜାଣନ୍ତି କି ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଲେ କଣ ଘଟିବ ? ହିନ୍ଦୁ ଶାସ୍ତ୍ର ଅନୁସାରେ, ଏପରି କୁକର୍ମ କରୁଥିବା ବ୍ୟକ୍ତିତ୍ଵଙ୍କ ସହିତ କିଛି ଏପରି ଘଟିଥାଏ । ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।କଥାରେ ଅଛି ବାମ ହାତ ପାପ ଡାହାଣ ହାତ ନିଏ ନାହିଁ । ଅର୍ଥାତ୍ କର୍ମର ଫଳ ନିଶ୍ଚିତ ମିଳିବ । ଯାହାକୁ କି ଏଡ଼ାଇ ପାରିବା ସମ୍ଭବ ନୁହେଁ । ସେ କୁକର୍ମ ହେଉ କି ସୁକର୍ମ , ସମସ୍ତ କର୍ମର ଫଳ ମିଳିବା ସୁନିଶ୍ଚିତ ।

Ay

ତେବେ ଯଦି ବର୍ତ୍ତମାନ ସମୟକୁ ଦେଖାଯାଏ ପରକିୟା ପ୍ରୀତିର ଉଦାହରଣ କିଛି କମ୍ ନାହିଁ । ନିଜର ସ୍ତ୍ରୀ କିମ୍ବା ସ୍ଵାମୀ ଥାଉ ଥାଉ ଅନ୍ୟତ୍ର ସମ୍ପର୍କ ରଖୁଛନ୍ତି ମହିଳା ଏବଂ ପୁରୁଷ । ଯାହାକି କଳିଯୁଗର ଏକ ବିଶେଷ ଲକ୍ଷଣ ଅଟେ ।

ହେଲେ ଯେଉଁ ମାନେ ନିଜ କାମ ଭାବନା ପାଇଁ ଏପରି କରିଥାନ୍ତି ସେମାନଙ୍କୁ ତଦନୁଯାୟୀ ଦଣ୍ଡ ମିଳିଥାଏ । କୁହାଯାଏ ଏପରି କାମ କରୁଥିବା ବ୍ୟକ୍ତିତ୍ଵ ମାନଙ୍କୁ ମୃତ୍ୟୁ ସମୟରେ ନର୍କ ଯନ୍ତ୍ରଣା ମିଳିଥାଏ । ଏପରିକି ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

Leave a Comment

Your email address will not be published. Required fields are marked *