ଶାରୀରିକ ସମ୍ୱନ୍ଧ ପରେ ପରିସ୍ରା ଯିବା କଣ ଉଚିତ? ହୁଅନ୍ତୁ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରି ଶାରୀରିକ ସମ୍ୱନ୍ଧ ମଧ୍ୟ ମଣିଷ ଜୀବନର ଏକ ଅଙ୍ଗ ଅଟେ। ପ୍ରଜନନ ଏବଂ ଯୌନ ସୁଖଃ ପାଇବା ପାଇଁ ପୁରୁଷ ଏବଂ ନାରୀଙ୍କ ମଧ୍ୟରେ ଯୌନକ୍ରିୟା ନିତ୍ୟାନ୍ତ ଜରୁରୀ ଅଟେ। ତେବେ ଯୌନ ସମ୍ପର୍କ ରଖିବା ସମୟରେ ଉଭୟ ପୁରୁଷ ଏବଂ ମହିଳାମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ ଅଟେ।

Sex

ଶାରୀରିକ ସମ୍ୱନ୍ଧ କରିବା ସମୟରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ ଅଟେ। ଯୌନ ସଂକ୍ରମଣ ଏବଂ ଅନ୍ୟ କିଛି ରୋଗ ମାନଙ୍କ ଠାରୁ ବର୍ତ୍ତିବା ପାଇଁ କଣ୍ଡୋମ ବ୍ୟବହାର କରିବା ଏବଂ ଅନ୍ୟ କିଛି ଅଭ୍ୟାସ ଉପରେ ଧ୍ୟାନ ରଖିବା ଜରୁରୀ ଅଟେ। ଶାରୀରିକ ସମ୍ୱନ୍ଧ କରିବା ପରେ ଜାଣତ ହେଉ ଅଥବା ଅଜାଣତରେ ଆପଣ କିଛି ଅଭ୍ୟାସ ଦ୍ୱାରା ସଂକ୍ରମଣ ରୋକିବାରେ ସଫଳ ହୋଇଥାନ୍ତି।

Toilet

ଖାସ୍ କରି ମହିଳା ମାନଙ୍କ କ୍ଷେତ୍ରରେ ସେକ୍ସ କରିବା ପରେ ପରିଶ୍ରା କରିବା ଏକ ଭଲ ଅଭ୍ୟାସ ଅଟେ। ପ୍ରକୃତରେ ମହିଳା ମାନଙ୍କ ଶରୀର ପୁରୁଷ ତୁଳନାରେ ଖୁବ କୋମଳ ହେଇଥାଏ ଆଉ ବହୁତ ସମୟରେ ତାଙ୍କ ୟୁଟ୍ରେସ ଇନଫେକସନ ହେଇଥାଏ। ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ ମୂତ୍ରାଶୟ ବହୁତ ଛୋଟ ଅଟେ।

Toilet

ଯାହାଫଳରେ ମହିଳାମାନଙ୍କ ଠାରେ ଇଂଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁଥିପାଇଁ ଶାରୀରିକ ସମ୍ୱନ୍ଧ କରିବାର ୩୦ ମିନିଟ ମଧ୍ୟରେ ସେମାନେ ପରିସ୍ରା ଯିବା ଭଲ। ଏହା କରିବା ଦ୍ୱାରା ବ୍ୟାକ୍ଟେରିଆ ପରିସ୍ରା ଦ୍ୱାରା ବାହାରି ଯାଇଥାନ୍ତି ଏବଂ ସଂକ୍ରମଣର ଭୟ କମିଯାଇଥାଏ।

Leave a Comment

Your email address will not be published. Required fields are marked *