ପେଟର ଚର୍ବି କମ କରିବାର ସବୁଠୁ ସହଜ ଉପାୟ-

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କ ଠାରେ ଚର୍ବି ସମସ୍ଯା ବହୁଳ ମାତ୍ରାରେ ଦେଖା ଯାଉଛି । ଜରୁରୀ ନୁହେଁ କି ଚର୍ବି ଖାଲି ପେଟ ବାହାରେ ରହିବ । ଏହା ଶରୀରରେ ଥିବା ଅର୍ଗାନ ରେ ମଧ୍ୟ ଜମା ହୋଇପାରେ । ଶରୀରରେ ଚର୍ବି ଜମା ହେବା ହରମୋନ ଇନ ବାଲାନ୍ସ କାରଣରୁ ହୋଇପାରେ । ହରମୋନ ଇନବାଲାନ୍ସ କରିବାକୁ ହେଲେ ଏହି ଡ୍ରିଙ୍କ ବହୁତ ଫାଇଦା ପହଞ୍ଚାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରତିଦିନ ସକାଳୁ ସେବନ କରିଲେ ଚର୍ବି କମିଯିବ । ଆସନ୍ତୁ ଜାଣିବା ସେହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ଉଷୁମ ପାଣି । ଏହା ମେଟାବୋଲିଜିୟମ କୁ କମ କରିଥାଏ । ନରଭର ସିଷ୍ଟମ କୁ ଆକ୍ଟିଭ କରିଥାଏ ଉଷୁମ ପାଣି । ଉଷୁମ ପାଣି ସେବନ କରିଲେ କୋଷ୍ଠ କାଠିନ୍ଯ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଲେମ୍ବୁ । ଲେମ୍ବୁ ଭିଟାମିନ ସି ରେ ଭରପୁର ଅଟେ । ଏଥିରେ ବହୁ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏହା ଲିଭର ଓ ରକ୍ତ କୁ ଡିଟକ୍ସି କରିଥାଏ ।

ଲେମ୍ବୁ ମେଟାବୋଲିୟମ କୁ ବୁଷ୍ଟ କରିବ ଓ ଫ୍ୟାଟ କୁ କମ କରିବ । ତୃତୀୟ ସାମଗ୍ରୀ ହେଉଛି ଆପଲ ସାଇଡର ଭିନେଗାର । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମଫ୍ଲାମେଟରୀ ଗୁଣ ରହିଥାଏ । ଡାଇଜେଷ୍ଟିଭ ସିଷ୍ଟମ ରେ ଯାହା ବି ଆଣ୍ଟି ଇମଫ୍ଲାମେତରୀ କ୍ୟାମିକାଲ ଥିବ ତାହା କମ କରିବ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମଫ୍ଲାମେଟରୀ । ଆପଲ ସାଇଡର ଭିନେଗାରର ସେବନ କରିଲେ ଉଚ୍ଚ ରକ୍ତଚାପ କୁ କମ ହୋଇଥାଏ ।

Leave a Comment

Your email address will not be published. Required fields are marked *