ବନ୍ଧୁଗଣ ଆମ ଜୀବନ ପାଇଁ ପାଣି ବହୁତ ଆବଶ୍ୟକ ହୋଇଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ପ୍ରତି ଦିନ ସକାଳୁ ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଆମ ପାଟି ରେ ଥିବା ଲାଳ ପେଟକୁ ଯାଇ ତାହା ବହୁତ ପ୍ରକାରର ରୋଗରୁ ରକ୍ଷା କରିଥାଏ । ମୁହଁ ରେ ତିଆରି ହୋଇଥିବା ଲାଳ ଏପରି ଏକ ତରଳ ପଦାର୍ଥ ଅଟେ ଯାହା ଆଣ୍ଟି ସେପ୍ଟିକ ପରି ଆମ କରିଥାଏ । ଓ ଅନେକ ପ୍ରକାରର ରୋଗରୁ ବଞ୍ଚାଇ ଥାଏ ପାଟି ର ଲାଳ । ସକାଳୁ ବାସୀ ମୁହଁ ରେ ପାଣି ପିଇଲେ ଶରୀରରୁ ବହୁତ ପ୍ରକାରର ରୋଗ ଦୂର ହୋଇଯାଏ । ଆଜି ଆମେ ଜାଣିବା ଏହାର ଫାଇଦା ବିଷୟରେ ।
1- ସକାଳୁ ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଶରୀର ର ଭିତର ଭାଗରେ ଥିବା ଅଙ୍ଗ ଅଧିକ ଆକ୍ଟିଭ ରହିଥାଏ । ଏହା ସହ ମୁହଁ ମଧ୍ୟ ଗ୍ଲୋ ଅଧିକ ଦେଖା ଯାଇଥାଏ । ଏହା ସହ ସକାଳୁ ବାଇଶ ମୁହଁ ରେ ପଣି ପିଇବା ଦ୍ଵାରା ଶରୀର ରେ ଥିବା ଅପରିଷ୍କାର ବସ୍ତୁ ସଫା ହୋଇ ଯାଇଥାଏ । ଓ ଆମ ଶରୀର ସୁସ୍ଥ ରହିଥାଏ ।
3- ଗାଧୋଇବା ପୂର୍ବରୁ ଯଦି ଏକ ଗ୍ଳାସ ପାଣି ପିଆଯାଏ ତେବେ ଏହାଦ୍ଵାରା ବ୍ଲଡ଼ ପ୍ରେସର କମ ରହିଥାଏ । ଏଣୁ ଯେଉଁ ମାନଙ୍କର ହାଇ ବ୍ଲଡ଼ ପ୍ରେସର ସମସ୍ଯା ଥାଏ ସେମାନେ ଗାଧୋଇବା ପୂର୍ବରୁ ପାଣି ପିଇବା ଉଚିତ ।
4- ସନ୍ଧ୍ୟା ସମୟରେ ଜଳଖିଆ କରିବା ପୂର୍ବରୁ ପାଣି ପିଇବା ଦ୍ଵାରା ଲାଭ ମିଳିଥାଏ । ସନ୍ଧ୍ୟା ପୂର୍ବରୁ କିଛି ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଦ୍ଵାରା ପେଟ ପୂର୍ଣ୍ଣ ରହିଥାଏ । ଓ ଅଧିକ ଜଳଖିଆ ଖାଇ ହୁଏ ନାହିଁ । ଏହା ଦ୍ଵାରା ଶରୀର ରେ ହେଉଥିବା ମୋଟାପଣ କମ ହୋଇଥାଏ ।
5- କୌଣସି ବ୍ୟକ୍ତି ନିଜର କାମ କୁ ନେଇ ଅଧୀନ ଟେନସନ ଅଛନ୍ତି ବା ଚିନ୍ତାରେ ଅଛନ୍ତି ସେହି ସମୟରେ ପାଣି ପିଇବା ଦ୍ଵାରା ଫାଇଦା ମିଳିଥାଏ । ଅଫିସ ବା ଘରର କୌଣୟ ସମସ୍ଯା କୁ ନେଇ ଚିନ୍ତା ରେ ଥିଲେ ଏକ ଗ୍ଳାସ ପାଣି ପିଇବା ଉଚିତ । ଏହା ଦ୍ଵାରା ମୁଣ୍ଡ ସାନ୍ତ ରହିଥାଏ । ଟେନସନ ମଧ୍ୟ କମ ହୋଇ ଯାଇଥାଏ । ପାଣି ପିଇବାର ଏହି ସବୁ କଥା ପ୍ରତି ବିଶେଷ ଭଏ ଧ୍ୟାନ ଦେଲେ ନିଶ୍ଚୟ ଫାଇଦା ମିଳିଥାଏ ।