ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ରିଡିଂ ଯାହା ଆପଣ ସମସ୍ତଙ୍କୁ ଖୁବ ଅଧିକ ଅସନ୍ଦ ଆସିବ । ପ୍ରତ୍ଯେକ ବ୍ୟକ୍ତି ର ଏହା ଜାଣିବାକୁ ଇଛା ରହିଥାଏ କି ତାଙ୍କର ବିବାହ କିପରି ହେବ, କାହା ସହ ହେବ କେଉଁ ଭଳି ବିବାହ ହେବ । ଏହିଭଳି ସମସ୍ତ ପ୍ରଶ୍ନ ର ଉତ୍ତର ରୂପରେ ଆଜି ଆପଣ ମାନଙ୍କ ପାଇଁ ଏହି ବିଷୟ ଟିକୁ ନେଇ ଆସିଛୁ । ନିମ୍ନୋକ୍ତ ଦୁଇଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ବନ୍ଧୁଗଣ ଆରମ୍ଭ କରିବା ପୂର୍ବରୁ କହି ରଖୁଛୁ କି ଏହା ଏକ ଜେନେରାଲ ରିଡିଂ ଅଟେ । କିଛି ଲୋକଙ୍କ ଜୀବନ ଶୈଳୀ ଅନ୍ୟ ସମସ୍ତଙ୍କ ଠାରୁ ଅନେକ ଭିନ୍ନ ହୋଇଥାଏ । ଏପରି ରେ ସେମାନଙ୍କ ସହ ଏହି ରିଡିଂ କନେକ୍ଟ ହୋଇ ନଥାଏ ।
ତେଣୁ ଏହି କ୍ଷେତ୍ରରେ ସେହି ମାନଙ୍କୁ ଅନୁରୋଧ ଅଟେ କି, ସେମାନେ ଏହି ପୋଷ୍ଟ ଟିକୁ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି । ବନ୍ଧୁଗଣ ଆପଣ ମାନେ ଯଦି ପ୍ରଥମ କାର ଯୁକ୍ତ 1 ନମ୍ବର ଟିକୁ ଚୟନ କରିଥାନ୍ତି, ତେବେ ଜାଣି ନିଅନ୍ତୁ ଆପଣଙ୍କ ଜୀବନରେ ଆପଣଙ୍କ ଜୀବନ ସାଥି ଙ୍କର ସ୍ଵଭାବ ପ୍ରାୟତଃ ଆପଣ ଙ୍କ ଭଳି ହିଁ ରହିବ ।
ଏହା ଖୁବ ଭଲ ଅଟେ, କିନ୍ତୁ ବେଳେବେଳେ ଏହା ପାଇଁ ଦୁହିଁଙ୍କ ମଧ୍ୟରୁ କେହି ଜଣଙ୍କୁ କିଛି ସାକ୍ରିଫୀଏସ ମଧ୍ୟ କରିବାକୁ ପଡିପାରେ । ଆପଣ ଙ୍କର ପ୍ରେମ ବିବାହ ହୋଇପାରେ । ସେହି ବ୍ୟକ୍ତି ଙ୍କର ଘର ପରିବାର ମଧ୍ୟ ଖୁବ ଭଲ ଥିବ । ଏକ ଧନୀ ପରିବାର ରୁ ସେ ଥିବେ । ଆପଣ ଯଦି ନିଜ ସମ୍ପର୍କ କୁ ଟିକେ ଧ୍ୟାନ ଦେଇ ଚାଲିବେ, ତେବେ ଆପଣ ଙ୍କର ଏହି ସମ୍ପର୍କ ଟି ପ୍ରେମ ଓ ମଧୁରତା ରେ ଭରି ଯିବ ।
2 ନମ୍ବର ଟିକୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ବିବାହ ରେ ଆଉ ଅଧିକ ସମୟ ନାହିଁ । ଆପଣ ଯେଉଁ ବ୍ୟକ୍ତି ଙ୍କୁ ପସନ୍ଦ କରଣଟି ତାକୁ ମନେଇବା ପାଇଁ ଖୁବ ଚେଷ୍ଟା କରୁଛନ୍ତି ବା ଘର ଲୋକଙ୍କୁ ମଧ୍ୟ ଆପଣ ମନେଇବା ପାଇଁ ଚେଷ୍ଟା କରୁଛନ୍ତି ।
ଆପଣ ଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି । ଯେଉଁ ବ୍ୟକ୍ତିଙ୍କ ସହ ଆପଣ ଙ୍କର ବିବାହ ହେବାକୁ ଯାଉଛି ସେହି ବ୍ୟକ୍ତି ଙ୍କର ସ୍ଵଭାବ ଖୁବ ଭଲ ଥିବ । ଯେପରି ଆପଣ ଚିନ୍ତା କରିଥିବେ, ସେହି ବ୍ୟକ୍ତି ଙ୍କର ସ୍ଵଭାବ ସଂପୂର୍ଣ୍ଣ ରୂପରେ ଆପଣ ଙ୍କ ସ୍ଵପ୍ନ ଭଳି ହିଁ ହୋଇଥିବ । କିଛି ଲୋକଙ୍କ ସହ ଏପରି ମଧ୍ୟ ହୋଇ ପାରେ କି, ସେ ସେହି ବ୍ୟକ୍ତି ଙ୍କୁ ପୂର୍ବରୁ ଚିହ୍ନି ଥାଇ ପାରନ୍ତି ।
ଏପରି ମଧ୍ୟ ହୋଇ ପାରେ କି ଯେଉଁ ବ୍ୟକ୍ତି ଙ୍କ ସହ ଆପଣ ଙ୍କର ବିବାହ ହେବ ସେ ବ୍ୟକ୍ତି ଆପଣ ଙ୍କ ଜାତି ର ହୋଇ ନ ପାରେ, ବା କୌଣସି ଅନ୍ୟ ଜାତିର ମଧ୍ୟ ହୋଇ ପାରନ୍ତି । ଏପରି ରେ ବିବାହ ସମୟ ରେ କିଛି ସମସ୍ଯା ମଧ୍ୟ ଦେଖା ଦେବାର ସମ୍ଭାବନା ଅଛି । କିନ୍ତୁ ଆପଣ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ବିବାହ ସେହି ବ୍ୟକ୍ତିଙ୍କ ସହ ହିଁ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।