ଜଣେ ସ୍ତ୍ରୀ 1935 ରେ ଜନ୍ମ ହେଲା ଓ ସେ 1935 ରେ ହିଁ ମରିଗଲା, କିନ୍ତୁ ମରିବା ସମୟରେ ତାର ବୟସ 70 ବର୍ଷ କେମିତି ଥିଲା ? 15+ GK Quiz
ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।
1- ଏମିତି କଣ ଅଛି ଯାହା ସବୁବେଳେ ବଜାଇବା ପାଇଁ ତିଆରି ହୋଇଛି ?
ଉତ୍ତର- ଢୋଲ ।
2- ଏମିତି କିଏ ସେ ଯିଏ ସବୁବେଳେ ଆସିଥାଏ କିନ୍ତୁ ପହଞ୍ଚି ନ ଥାଏ ?
ଉତ୍ତର- ଆସନ୍ତା କାଲି ।
3- ଅରୁଣ ଟିନାଙ୍କର ବାପା ଅଛନ୍ତି ତେବେ ଅରୁଣ ଟିନା ବାପାଙ୍କର କଣ ହେବେ ?
ଉତ୍ତର- ନାମ ।
4- ଏମିତି କେଉଁ ଜିନିଷ ଅଛି ଯାହା ସମୁଦ୍ରରେ ଜନ୍ମ ହୋଇଥାଏ ଓ ଆପଣଙ୍କ ଘରେ ଆସି ରହିଥାଏ ?
ଉତ୍ତର- ଲୁଣ ।
5- ଏମିତି କିଏ ସେ ଯିଏ ଉପର ତଳ ହୋଇଥାଏ କିନ୍ତୁ ହଲି ନ ଥାଏ ?
ଉତ୍ତର- ତାପମାତ୍ରା ।
6- ଉତ୍ତର କଣ ଅଟେ ?
ଉତ୍ତର- ଉତ୍ତର ଏକ ଦିଗ ଅଟେ ।
7- କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ବଦଳିଥାଏ ?
ଉତ୍ତର- ଟାଇମ କେତେ ହୋଇଛି ।
8- ଜଣେ ବ୍ୟକ୍ତି ନ ସୋଇ 30 ଦିନ କେମିତି ବଞ୍ଚିପାରିବ ?
ଉତ୍ତର- ରାତିରେ ସୋଇକି ।
9- ସୁନାର ଏମିତି ଏକ ଜିନିଷର ନାଁ କୁହ ଯାହା ସୁନା ଦୋକାନରେ ମିଳେ ନାହିଁ ?
ଉତ୍ତର- ତକିଆ ଓ ଚଦର ।
10- ଏମିତି କଣ ଯାହା ବାହାରେ ଫ୍ରି ରେ ଓ ମେଡିକାଲରେ ପଇସା ରେ ମିଳିଥାଏ ?
ଉତ୍ତର- ମେଡିକାଲ ।
11- ଏମିତି ଜିନିଷର ନାଁ କୁହ ଯାହା ତୁମର କିନ୍ତୁ ତାହାକୁ ଅନ୍ୟ କେହି ବ୍ୟବାହାର କରିଥାନ୍ତି ?
ଉତ୍ତର- ତୁମ ନାମ ।
12- ବିଶ୍ଵ ପ୍ରସିଦ୍ଧ ଚାରମିନାର କେଉଁ ଠାରେ ଅଛି ?
ଉତ୍ତର- ହାଇଦ୍ରାବାଦ ।
16- ବିଶ୍ଵର ସବୁଠାରୁ ଅଧିକ ଆସମାନୀ ବିଜୁଳି ପଡିଥାଏ ?
ଉତ୍ତର- ଆଫ୍ରିକା ।
17- ଜଣେ ସ୍ତ୍ରୀ 1935 ରେ ଜନ୍ମ ହେଲା ଓ ସେ 1935 ରେ ହିଁ ମରିଗଲା । କିନ୍ତୁ ମରିବା ସମୟରେ ତାର ବୟସ 70 ବର୍ଷ କେମିତି ଥିଲା ?
ଉତ୍ତର- ସ୍ତ୍ରୀ ଜଣକ 1935 ରେ ଜନ୍ମ ହୋଇଥିଲା ଓ ଯେଉଁ ମେଡିକାଲରେ ଜନ୍ମ ହୋଇଥିଲା ତାର ରୁମ ନମ୍ବର ଥିଲା 1935 । ସେହି ସମୟରେ ତାର ବୟସ 70 ବର୍ଷ ଥିଲା ।