ଦେଶ ବିଦେଶ
-
ଏୟାର ଫୋର୍ସ ଓ ସେନାକୁ ଦିଆଗଲା ହାଇ ଏଲର୍ଟରେ ରହିବାକୁ ଆଦେଶ, ମୁତୟନ କରାଗଲା 10 ହଜାର ସୈନିକଙ୍କୁ, ଜାଣନ୍ତୁ କାହିଁକି
ଦେଶରେ ବହୁତ ଏମିତି ଜିନିଷ ଅଛି ଯେଉଁଥିପାଇଁ ଏକ ଶକ୍ତ ଆଇନ ହେବା ବହୁତ ଜରୁରୀ ଅଟେ । ଯେତେବେଳେ ନିର୍ବାଚନ ହେଉଥିଲା ତେବେ ମୋଦୀ ସରକାର…
Read More » -
ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବୁ ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ଆପଣଙ୍କୁ କଣ ଜଣା ଅଛି କି ଆପଣଙ୍କ ଲଭରଙ୍କ ମଧ୍ୟରେ କେଉଁ କେଉଁ ରାଜ ଲୁଚି ରହିଛି । ଯଦି ନୁହେଁ ଆପଣ ନିଜ ଲଭରଙ୍କ ବିଷୟରେ ସବୁ ରାଜ ଜାଣିବାକୁ ଚାହାଁନ୍ତି ନା ତେବେ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ ତେବେ ଆପଣ ଜାଣି ପାରିବେ କି ଆପଣଙ୍କ ଲଭରଙ୍କ ମଧ୍ୟରେ କେଉଁ କେଉଁ ରାଜ ଅଛି । ଆମେ ଆପଣଙ୍କୁ ଏହା 3 ଟି ଷ୍ଟେପ ରେ କହିବୁ । ଧ୍ୟାନର ସହିତ ଏହି ଷ୍ଟେପ କୁ ଫଲୋ କରନ୍ତୁ । Formerly Conjoined Twins Now Living Apart? See Their New Lives Buzz Day Beckham Image Was Perfect… Until The Truth Leaked Out Zestradar Woman’s Snake Stops Eating—Vets Uncover Its Chilling Plan Buzz Day Stay Updated With The Latest Entertainment News & Celebrity Buzz Times Of India Step 1. ଉପରେ ଦିଆଯାଇଥିବା ଚିତ୍ରରେ ଆପଣଙ୍କୁ ଯେଉଁ କଲର ପସନ୍ଦ ତାହାକୁ ବାଛନ୍ତୁ ଓ ଆପଣ ଯେଉଁ କଲର ବାଛିଲେ ତା’ର ତଳେ ଦିଆଯାଇଥିବା ନମ୍ବର କୁ ଲେଖି ନିଅନ୍ତୁ । For Ex. ଅରେଞ୍ଜ କଲର ଓ ତା’ର ନମ୍ବର ଅଟେ ୧୧୦ । अन्य जबरदस्त कंटेंट The Vampire Diaries Moments Fans Still Can’t Get Over Herbeauty Twilight Bloopers Fans Wish They Could Forget Brainberries The Surprising Details Behind Criminal Minds You Never Knew Herbeauty Twilight Moments That Make Fans Cringe Brainberries Step 2. ଆପଣ ଯେଉଁ ନମ୍ବର ବାଛିଲେ ସେଥିରେ ୫ ମିଶାନ୍ତୁ । For Ex. ଆମର ଥିଲା ୧୧୦ ୧୧୦ + ୫ = ୧୧୫ Step 3. ୫ ମିଶାଇବା ପରେ ଆପଣଙ୍କ ପାଖରେ ଯାହା ଥିବ ସେଥିରୁ ୨୫ ଫେଡନ୍ତୁ । For Ex. ୧୧୫ – ୨୫ = ୯୦ ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ କେୟାରିଙ୍ଗ ଅଟନ୍ତି, ଖୁସିରେ ସାଥିରେ ଥାଆନ୍ତୁ ବା ନ ଥାଆନ୍ତୁ କିନ୍ତୁ ଦୁଃଖରେ ସାଥିରେ ଥାଆନ୍ତି । ସେ ଜୀବନରେ ସବୁବେଳେ ଖୁସି ବାଣ୍ଟିଥାନ୍ତି । Image courtesy: Google ଯଦି ଆପଣ କଳା ରଙ୍ଗ ବାଛିଲେ ତେବେ ଆପଣଙ୍କ ପାର୍ଟନର ରହସ୍ୟମୟୀ ସ୍ଵଭାବର ବ୍ୟକ୍ତି ଅଟନ୍ତି । ତାଙ୍କୁ ନିଜ ଲାଇଫରେ ଅନ୍ୟ କେହି ଦଖଲ ଦେବା ପସନ୍ଦ ନୁହେଁ । ସେ ନିଜର ସିଦ୍ଧାନ୍ତରେ ଚାଲିବାକୁ ପସନ୍ଦ କରନ୍ତି । ସେ ନିଜର ସବୁ କାମକୁ ପୁରା ନିଷ୍ଠାର ସହିତ କରିଥାନ୍ତି । ଯଦି ଆପଣ ଧଳା ରଙ୍ଗ ବାଛିଲେ ତେବେ ଆପଣଙ୍କ ପାର୍ଟନରଙ୍କୁ ସାଧାରଣ ଓ ସ୍ଵତନ୍ତ୍ର ଜୀବନ ବଞ୍ଚିବାକୁ ପସନ୍ଦ ଅଟେ । ତାଙ୍କୁ ମିଛ କହୁଥିବା ଲୋକ ବିଲକୁଲ ପସନ୍ଦ ନୁହଁନ୍ତି । ସେ ଆତ୍ମନିର୍ଭରଶୀଳ ରହିବାକୁ ପସନ୍ଦ କରନ୍ତି । ଯଦି ଆପଣ ବ୍ରାଉନ କଲର ବାଛିଲେ ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ ଲଭିଙ୍ଗ ଓ ଦୟାଳୁ ହୋଇଥାନ୍ତି । ଲୋକଙ୍କ ସହିତ ମିଳାମିଶା କରିବା ତାଙ୍କୁ ପସନ୍ଦ ଅଟେ । ସେ ଟିକେ ଭାବୁକ ସ୍ଵଭାବର ଅଟନ୍ତି ଯେଉଁ କାରଣରୁ ସେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ ଓ ତାହାକୁ ଦୂର କରିବାକୁ ପ୍ରୟାସ କରିଥାନ୍ତି । Image courtesy: Google ଯଦି ଆପଣ ଅରେଞ୍ଜ କଲର ବାଛିଲେ ତେବେ ଏହି କଲର ଆପଣଙ୍କ ପାର୍ଟନର ର ଆଧୁନିକ ଚିନ୍ତାଧାରା, ଖୁସମିଞ୍ଜାସ, ଉତ୍ସାହ ଓ ତାଙ୍କର ଆକର୍ଷକ ବ୍ୟକ୍ତିତ୍ତ୍ଵକୁ ଦର୍ଶାଇ ଥାଏ । ତାଙ୍କର ଜିଜ୍ଞାସା ଓ ସାହସ ପ୍ରବୃତି ତାଙ୍କୁ ନୂଆ କିଛି ଆବିଷ୍କାର କରିବାକୁ ପ୍ରେରଣା ଦେଇଥାଏ । ଯଦି ଆପଣ ପର୍ପଲ କଲର ବାଛିଲେ ତେବେ ଆପଣଙ୍କ ପାର୍ଟନର ସବୁବେଳେ ସେନ୍ସିଟିଭ ଓ ଊର୍ଜାବାନ ରହିଥାନ୍ତି । ଯେଉଁ କାରଣରୁ ସେ ସବୁ କାମକୁ ମନ ଦେଇ ପୂର୍ଣ୍ଣ କରିଥାନ୍ତି । ସେ ସବୁବେଳେ ଅନ୍ୟର ଖରାପ ସମୟରେ ତାକୁ ସାହାର୍ଯ୍ୟ କରିଥାନ୍ତି । ଯଦି ଆପଣ ହଳଦିଆ ରଙ୍ଗ ବାଛିଚନ୍ତି ତେବେ ଏହି କଲର ଆପଣଙ୍କ ପାର୍ଟନର ର ଉଲ୍ଲାସ କୁ ଦର୍ଶାଇ ଥାଏ । ତାଙ୍କର ସ୍ଵଭାବ ଖୁସମିଞ୍ଜାସ ଓ ଆଶାବାଦି ଅଟେ । ସେ ପରିବର୍ତ୍ତନକୁ ସ୍ଵୀକାର କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ସବୁ କାମକୁ ପୁରା ଜୋସ ଓ ହୋସ ର ସହିତ କରିଥାନ୍ତି । Image courtesy: Google ଯଦି ଆପଣ ପିଂକ କଲର ବାଛିଚନ୍ତି ତେବେ ଏହି କଲର ଆପଣଙ୍କ ଲଭର ର ଆପଣଙ୍କ ପ୍ରତି ପ୍ରେମକୁ ଦର୍ଶାଇ ଥାଏ । ସେ ଆପଣଙ୍କ ଭାବନାର ବହୁତ ରେସପେକ୍ଟ କରିଥାନ୍ତି । ସେ ଟିକେ ଲାଜୁଆ ସ୍ଵଭାବର ଅଟନ୍ତି । ତାଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ ଭରି ରହିଥାଏ । ଯଦି ଆପଣ ବ୍ଲୁ କଲର ବାଛିଚନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ବୁଦ୍ଧିମାନ ଅଟନ୍ତି । ସେ ସବୁ ସମସ୍ୟାକୁ ଶାନ୍ତିର ସହିତ ସମାଧାନ କରିଥାନ୍ତି । ସେ ନିଜ ପାର୍ଟନରଙ୍କ ପ୍ରତି ସଚ୍ଚୋଟ ଅଟନ୍ତି । ସେ ବହୁତ କ୍ରିଏଟିଭ ଅଟନ୍ତି ତେଣୁ ସେ ସବୁ କାମକୁ ଅଲଗା ପ୍ରକାରରେ କରିଥାନ୍ତି । ଯଦି ଆପଣ ରେଡ କଲର ବାଛିଚନ୍ତି ତେବେ ଆପଣଙ୍କ ପାର୍ଟନର ସ୍ଵଭାବରେ କେୟାରିଙ୍ଗ ଓ ରୋମାଣ୍ଟିକ ଅଟନ୍ତି । ଯଦି ସେ ଆପଣଙ୍କୁ ନିଜର ଜୀବନସାଥୀ ରୂପରେ ମିଳିଯାଉଛନ୍ତି ତେବେ ଆପଣଙ୍କ ଠାରୁ ଆଉ କେହି ଅଧିକ ଭାଗ୍ୟଶାଳୀ ନୁହେଁ କାରଣ ସେ ନିଜର ଦାୟିତ୍ତ୍ଵକୁ ଭଲ ଭାବେ ଜାଣିଥାନ୍ତି ଓ ଜୀବନରେ କେବେ ବି ଆପଣଙ୍କ ହାତ ଛାଡିବେ ନାହିଁ ।
କୁହନ୍ତି କି ସମୁଦ୍ର ନିଜ ମଧ୍ୟରେ ହିଁ ଏକ ରହସ୍ୟମୟୀ ଦୁନିଆ ଅଟେ । ଯାହା ମଧ୍ୟରେ ବହୁତ ଜୀବ ବାସ କରିଥାନ୍ତି । ଆପଣ ଜାଣି…
Read More » -
କାଶ୍ମୀର କୁ ନେଇ ସରକାରଙ୍କର ନିଷ୍ପତି ଉପରେ ଗଦଗଦ ହେଲେ ଅନୁପମ ଖେର, କହିଲେ – ‘୩୭୦ ଏକ କ୍ୟାନ୍ସର ଥିଲା, ଯାହାର ଚିକିସ୍ଛା ମୋଦୀ…’
ରାଷ୍ଟ୍ରପତିଙ୍କ ଆଦେଶ ପରେ କେନ୍ଦ୍ର ସରକାର ଜାମ୍ମୁ – କାଶ୍ମୀରରେ ଲାଗୁଥିବା ଧାରା ୩୭୦କୁ ଉଠାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ନିଷ୍ପତି ପରେ ଜାମ୍ମୁ –…
Read More » -
ବାପା ଲୁଚେଇକି ଘରେ ଲଗାଇଲା କ୍ୟାମେରା, ତ ସାମ୍ନାକୁ ଆସିଲା ରୁମ ଟାଙ୍କୁରି ଉଠିଲା ଭଳି ଭିଡିଓ
ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବୁ, ଯାହାକୁ ଜାଣିବା ପରେ ଆପଣଙ୍କର ହୋସ ଉଡିଯିବ । ଆପଣ ସମସ୍ତେ ଜାଣିଛନ୍ତି କି ସିସିଟିଭି…
Read More » -
ନଦୀରେ ପହଁରିବାକୁ ଲାଗିଲା ପାଞ୍ଚ ମହଲା ଘର, ଭିଡିଓ ଦେଖି ଆଖିକୁ ବିଶ୍ଵାସ ହେବ ନାହିଁ
ଆପଣମାନେ ସମସ୍ତେ ରାସ୍ତା ନିକଟରେ ଛିଡା ହୋଇଥିବା ବଡ ବଡ ଘରକୁ ଦେଖିଥିବେ କିନ୍ତୁ କେବେ କୌଣସି ବଡ ବିଲଡିଙ୍ଗକୁ ପାଣି ଉପରେ ପହଁରିଥିବାର ଦେଖିଛନ୍ତି ?…
Read More » -
ସତରେ ସ୍ତ୍ରୀ କେତେ ମହାନ, ଏହି କଥାଟି ଶୁଣିଲେ ନ କାନ୍ଦି ରହି ପାରିବେନି ଆପଣ
ତଳେ ଦିଆଯାଇଥିବା ଚିତ୍ରଟିକୁ ଦେଖିବା ପରେ ହୁଏତ ଆପଣଙ୍କ ମନରେ କିଛି ଅଲଗା ଭାବନା ଆସିପାରେ । କିନ୍ତୁ ଏହି ଚିତ୍ରଟିର ରହସ୍ୟ ଆପଣ ଜାଣିଲେ ଆପଣଙ୍କ…
Read More » -
୧୬ ବର୍ଷର ଝିଅ ହେଇଗଲା ଗାୟବ, ୬ ମାସ ପରେ ତାର ବନ୍ଧୁ ଖୋଲିଲା ଏମିତି ରାଜ୍ କି ଉଡିଗଲା ପୁଲିସର ହୋସ
ସ୍କାଇଲାୟର ନେସେ, ଶେଲିୟା ଏଡ଼ୀ ଓ ରାହେଲ ଶାଫ ଏହି ତିନି ଜଣ ୱେସ୍ଟ ବର୍ଜୀନିୟାର ନିବାସୀ ଅଟନ୍ତି । ଏମାନଙ୍କର ବନ୍ଧୁତାର ଚର୍ଚ୍ଚା ପୁରା ସହରରେ…
Read More » -
ଇସ୍ରାଇଲ ପୁଣି ଦେଲା ସାଥ, ଇସ୍ରାଇଲ ଦ୍ଵାରା ଦିଆଯାଇଥିବା SDR ଟେକନିକ ଦ୍ଵାରା ଏବେ ସହଜରେ ହେବ ବାଲାକୋଟ ଭଳି ଅପରେଶନ, ଜାଣନ୍ତୁ
ଦେଶର ସୁରକ୍ଷାକୁ ଧ୍ୟାନରେ ଦେଖି ବାୟୁସେନା ଇସ୍ରାଇଲ ଠାରୁ ସଫ୍ଟୱେୟର ଡିଫାଇଂଡ ରେଡିୟୋ ମାନେ SDR କ୍ରୟ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଦ୍ଵାରା ସହଜରେ…
Read More » -
‘ପାକିସ୍ତାନୀ ସେନା ଧଳା ପତକା ଧରି ଆସନ୍ତୁ ଓ ନିଜର BAT ଅନୁପ୍ରବେଶକାରୀମାନଙ୍କର ଶବ ନେଇ ଯାଆନ୍ତୁ’: ଭାରତୀୟ ସେନା
ଭାରତୀୟ ସେନା ଶନିବାରକୁ ପାକିସ୍ତାନୀର ମୁହଁ ତୋଡ ଜବାବ ଦେଇ BAT ସୈନିକର ୫ରୁ ୭ ଜଣ ସଦସ୍ୟଙ୍କୁ ମାରି ଦେଇଛନ୍ତି । ଏହା ପରେ ପାକିସ୍ତାନୀ…
Read More » -
ସମୁଦ୍ର ଭିତରେ ମିଳିଲା ୧୨୦୦ ବର୍ଷ ପୁରୁଣା ମନ୍ଦିର, ଲୁଚି ରହିଥିଲା ପ୍ରବଳ ମାତ୍ରାରେ ଖଜାନା, ଦେଖନ୍ତୁ
ଏହି ଦୁନିଆର ଇତିହାସ ବହୁତ ବଡ ଅଟେ । ପ୍ରାଚୀନ ସମୟରେ ଏଠି ଏମିତି ଏମିତି ଜିନିଷ ଓ ସଂସ୍କୃତି ଅଛି ଯାହାକୁ ବର୍ତ୍ତମାନର ଜମାନାରେ କଳ୍ପନା…
Read More »