ଦେଶ ବିଦେଶ
-
WeddingWire India ତରଫରୁ ଆସିଲା ନୂଆ ତଥ୍ୟ, ମହଙ୍ଗା ହେଉଛି ବାହାଘର… କାରଣ ଜାଣି ହେବେ ଆଶ୍ଚର୍ଯ୍ୟ
ନମସ୍କାର ବନ୍ଧୁଗଣ, ମହଙ୍ଗା ହେଉଛି ବାହାଘର । ଦେଶରେ ବଢିବାରେ ଲାଗିଛି ବାହାଘର ଖର୍ଚ୍ଚ । କୋରୋନା ମହାମାରୀ ଜନିତ କଟକଣା ପାଇଁ 2020 ଓ 2021…
Read More » -
ପାକିସ୍ତାନ ପାଖରେ ବିଶାଳ ଗୁପ୍ତଧନ ଭଣ୍ଡାର, ତଥାପି ଗରିବ କାହିଁକି ? ଦେଖନ୍ତୁ Special Report
ବନ୍ଧୁଗଣ ପାକିସ୍ତାନର ଫୋରଏକ୍ସ ରିଜର୍ଭ ହ୍ରାସ ପାଇ ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି । ଦେଶରେ ଏବେ ଏକ ପ୍ରକାରର ହାହାକାର ଦେଖା ଦେଲାଣି । ଖାଦ୍ଯ…
Read More » -
ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ 26 ତାରିଖ ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା ଦିନ ଗ୍ରହ ମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ଗ୍ରହ ମାନଙ୍କରେ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ରାଶିଙ୍କ ଉପରେ ନୂତନ ପ୍ରଭାବ ପକାଇବାକୁ ଯାଉଛି । by TaboolaSponsored Links You May Like Special Offer: Save Big On Premium Watches Luxury Watches ଯାହା ଫଳରେ ରାଶି ଚକ୍ରର ଏହି 3ଟି ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ । ଯାହା ଫଳରେ ଏମାନଙ୍କୁ ଅଧିକ ଧନ ଅର୍ଜନ କରିବାର ନୂଆ ବାଟ ଖୋଲିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କ ପାଇଁ ରାଜଯୋଗ ସୃଷ୍ଟି ହେବ ପବିତ୍ର ଶ୍ରୀପଞ୍ଚମୀ ଠାରୁ । ଆପଣ ସମସ୍ୟାର ସମଧାନ କରିବେ । ମା ସରସ୍ଵତୀଙ୍କ କୃପାରୁ ଧନ ଲାଭ ହେବ । ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ । ଏମାନେ ନିଜର ସବୁ ଅସୁବିଧା କୁ ସଫଳତାର ସହ ସମାଧାନ କରି ପାରିବେ । ପ୍ରେମ ଜୀବନର ନୂଆ ଆରମ୍ଭ ହେବ । ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇ ଖୁସି ହେବେ । ପରିବାର ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ମାତା ପିତା ଙ୍କ ଆଶୀର୍ବାଦ ରୁ କ୍ୟାରିୟରରେ ସଫଳତା ହାସଲ କରିବେ । ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ଆଡକୁ ଆଗେଇ ଯିବେ । ଜୀବନରେ ସବୁ ଅସୁବିଧାକୁ ସହଜ ଓ ସରଳ ଭାବେ ସମାଧାନ କରି ପାରିବେ । ନିଜ ଜୀବନରେ ଏବେ ସବୁବେଳେ ସୁଖରେ ରହିବେ । ଧନର ଲାଭ ହେବ । ବ୍ୟବସାୟରେ ଉନ୍ନତି ଓ ପ୍ରଗତି ଘଟିବ । ଚାକିରି କ୍ଷେତ୍ରରେ ବି ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା କାରଣରୁ ଆପଣଙ୍କ ଜୀବନରେ ଉନ୍ନତି ଦେଖାଯିବ । ଯାହା ବି କାମ କରିବେ ସେଥିରେ ସଫଳ ହେବେ । ଆତ୍ମବିଶ୍ଵାସ ରେବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଲୋକେ ଆପଣଙ୍କର ରାୟ ମାଗି କାମ କରିବେ । କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନ ପ୍ରାପ୍ତ ହେବ । ଜୀବନରେ ଥିବା ସବୁ ସମସ୍ୟାକୁ ଦୂର କରିବେ । ପରିବାରରେ ସମସ୍ତେ ଖୁସି ରେ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭବାନ ହେବେ । ଏଥି ସହ ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଲାଭ ପ୍ରାପ୍ତ ହେବ । ଯାହା ଫଳରେ ଅଧିକରୁ ଅଧିକ ଧନ ଅର୍ଜନ ହେବ । ଦାଂପତ୍ଯ ଜୀବନ ବି ସୁଖମୟ ହେବ । ସମାଜରେ ପ୍ରସିଦ୍ଧି ଓ ସମ୍ମାନ ଆପଣଙ୍କୁ ମିଳିବ । ଆପଣ ମାନେ ଖୁସି ରେ ରହିବେ ।
ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ରୋଷେଇ ଘର କେମିତି, କେଉଁଠି ଓ କିପରି ହେବା ଉଚିତ । ରୋଷେଇ ଘରର ଘରର କେଉଁ କୋଣରେ…
Read More » -
ବିଲରେ ଓହ୍ଳାଇଲା Baijayantଙ୍କ ଚପର, କିଛି ଏଭଳି ସ୍ଵାଗତ କଲେ ଲୋକେ… ଦେଖନ୍ତୁ Video
ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ବୈଜୟନ୍ତ ପଣ୍ଡା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ବୈଜୟନ୍ତ ପଣ୍ଡା ହେଉଛନ୍ତି ବିଜେପି ର ସାଂସଦ ।…
Read More » -
ବିବାହିତ ଦମ୍ପତି ଏହି ଯୋଜନାରେ ମାତ୍ର ଥରେ କରନ୍ତୁ ଆବେଦନ, ବର୍ଷକୁ ମିଳିବ 51 ହଜାର
ନମସ୍କାର ବନ୍ଧୁଗଣ, ମୋଦୀ ବିବାହିତ ଲୋକଙ୍କ ପାଇଁ ପେନସନ ର ଏକ ଭଲ ପ୍ଳାନ ଆଣିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବିବାହିତା ଦମ୍ପତି କୁ ବର୍ଷକୁ…
Read More » -
ଶ୍ୱଶୁର ଘର ଯାଇଥିଲି, ରାତିରେ ଖାଇ ଖଟରେ ଶୋଇଥିଲି, “ମୋ ସ୍ତ୍ରୀ, ତା ପ୍ରେମିକ ମିଶି ମତେ….” ଦେଖନ୍ତୁ ସ୍ତ୍ରୀ ନାଁରେ ସ୍ଵାମୀ ଆଣିଲେ ସାଂଘାତିକ ଅଭିଯୋଗ
ସ୍ତ୍ରୀ ସାଙ୍ଗରେ ଯାଇଥିଲି ଶ୍ଵଶୁର ଘର ଭାବିଥିଲି ଜ୍ଵାଇଁ କୂଣିଆର ସମ୍ମାନ ପାଇବି । ଆଉ ମିଳିଥିଲା ମଧ୍ୟ । ଦିନରେ ଖାଇଲି ରାତିରେ ବି ଖାଇଲି…
Read More » -
ବାହା ହେବାକୁ ଆସିଥିଲା ବର, ବାହା ହେବ କଣ ହଠାତ ବାଇକରେ କିଲ ବିଲ ହେଇ ପଳେଇଗଲା… କାରଣ ଜାଣି ଆଶ୍ଚର୍ଯ୍ୟ ହେବେ
ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତେ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁ…
Read More » -
ଆପଣ ବାହାରୁ ଯେଉଁ ମେଡ଼ିସିନ 200ଟଙ୍କାରେ କିଣିବେ, ଆମ ମେଡିସିନ ଆପଣଙ୍କୁ ମିଳିବ ମାତ୍ର 25 ଟଙ୍କାରେ
ନମସ୍କାର ବନ୍ଧୁଗଣ, ଆମ ଓଡିଶାରେ ବିଭିନ୍ନ ପ୍ରକାରର ମେଡ଼ିସିନ ଅନେକ ସ୍ଥାନରେ ମିଳୁଛି । କିଛି ମେଡ଼ିସିନ ଦୋକାନ ରେ ରିହାତି ମଧ୍ୟ ଦିଆ ଯାଉଛି ।…
Read More » -
ବୟଫ୍ରେଣ୍ଡ ନ ଥିଲେ ଝିଅଙ୍କୁ କଲେଜ ମନା! ଏଭଳି କିଛି Notice ମରାହୋଇଛି College କ୍ୟାମ୍ପସରେ…. ଦେଖନ୍ତୁ କଣ କହୁଛନ୍ତି ଛାତ୍ରୀ
ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟ ଫର୍ମ ହୋଇ ଗଲାଣି ଯେଉଁଠି ନାନା ପ୍ରକାରର ଫେକ ନିୟୁଜ ଭାଇରାଲ ହେଉଛି । ଯାହାକୁ…
Read More » -
ମହିଳାଙ୍କୁ ଦୁଷ୍କର୍ମ କରି, ସେମାନଙ୍କ ମାଂସରେ ତିଆରି କରୁଥିଲେ ପିଜ୍ଜା ଓ ବର୍ଗର… ସତ ସାମ୍ନାକୁ ଆସିବା ପରେ ଯାହା ହେଲା ନା…
ଦର୍ଶକ ବନ୍ଧୁ ଲୋକେ ହୋଟେଲକୁ ଆସୁଥିଲେ ଆଉ ଶାନ୍ତି ରେ ଖାଉଥିଲେ । କିନ୍ତୁ ବେଳେବେଳେ ଚିକେନ ମଟନ ଜାଗାରେ ବାହାରୁଥିଲା ମଣିଷ ମାନ-ସ । ସହଜରେ…
Read More »