ଦେଶ ବିଦେଶ
-
ଡ୍ରାଏ ସ୍କିନରୁ ମୁକ୍ତି ଦେବ କଦଳୀ ଓ ମହୁ ଫେସପ୍ୟାକ୍, ଏମିତି କରନ୍ତୁ ବ୍ୟବହାର
ଗରମ ଦିନରେ ଶରୀରରେ ଜଳୀୟ ଅଂଶ ଅଭାବ ଦେଖାଯାଏ। ଏଥିପାଇଁ ତ୍ୱଚା ଡ୍ରାଏ ହେବାକୁ ଲାଗିଥାଏ। ଏଥିପାଇଁ ମୁହଁରେ ଜ୍ୱଳନ, କୁଣ୍ଡାଇ ହେବା ଏବଂ ରେଡନେସ ସମସ୍ୟା…
Read More » -
କେବେ ଓ କେଉଁଠି ମହିଳାମାନେ ଆରମ୍ଭ କରିଥିଲେ ବିକିନୀ ପିନ୍ଧିବା, ଜାଣିଛନ୍ତି କି ଆପଣ ?
ଆଜିକାଲିର ଆଧୁନିକ ଯୁଗରେ ବିକିନୀ ପିନ୍ଧିବା ମହିଳାମାନଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଯାଇଛି। ଅଭିନେତ୍ରୀ ହୁଅନ୍ତୁ ଅବା ମଡେଲ ବିକିନୀ ରେ ସବୁବେଳେ ହଟ୍ ଫଟୋଶୁଟ…
Read More » -
ବର୍ଷାଦିନରେ ଇମ୍ୟୁନିଟ ସିଷ୍ଟମ ହେବ ଷ୍ଟ୍ରଙ୍ଗ, ନିଶ୍ଚିତ ଖାଆନ୍ତୁ ଏହି ଫଳ ଏବଂ ପରିବା
ବର୍ଷାଦିନ ସମସ୍ତଙ୍କୁ ଭଲ ଲାଗିଥାଏ। ବର୍ଷାଦିନ ଆସିଲେ ଗରମରୁ ରକ୍ଷା ମିଳିଥାଏ। କିନ୍ତୁ ବର୍ଷା ଦିନ ଆସିବା ମାତ୍ରେ ଅନେକ ରୋଗ ସାଥିରେ ନେଇ ଆସିଥାଏ। ଏହି…
Read More » -
ପିଲାଙ୍କୁ ଜୋର ଜବରଦସ୍ତ ଖୁଆଉଛନ୍ତି କି! ଉପୁଜିପାରେ ଏସବୁ ଗମ୍ଭୀର ସମସ୍ୟା
ପିଲାଙ୍କୁ ପୋଷଣ ଯୋଗାଇବା ପାଇଁ ପ୍ରାୟତଃ ବାପା ମା’ ସେମାନଙ୍କୁ ଜବରଦସ୍ତି ଖୁଆଇଥାନ୍ତି। ଛୋଟ ଥିବା ବେଳେ ପିଲା କେତେ ପରିମାଣର ଖାଦ୍ୟ ଖାଇବ ତାହାର ନିଷ୍ପତ୍ତି…
Read More » -
କମ୍ ବୟସରୁ ଚୁଟି ପାଚୁଥିଲେ, ରସୁଣ ସହ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ
ଖରାପ ଖାଦ୍ୟପେୟ, ପ୍ରଦୂଷଣ ଓ ବର୍ତ୍ତମାନର ଜୀବନଶୈଳୀ ଯୋଗୁ ଶରୀରରେ ଭିଟାମିନ୍ର ଅଭାବ ପରିଲକ୍ଷିତ ହୋଇଥାଏ। ଏହି କାରଣରୁ କେଶ ମଧ୍ୟ ଧଳା ହେବା ଭଳି ସସମ୍ୟା…
Read More » -
ରାତିରେ ଶୋଇଲା ପୂର୍ବରୁ କ୍ଷୀର ପିଇଲେ ନିଦ ହୁଏ କି ? ଶରୀର ପାଇଁ ଏହା କେତେ ଉପକାରୀ, ଜାଣନ୍ତୁ ଏହାର ସତ୍ୟତା
ଅଧିକାଂଶ ସମୟରେ ଆମେ ଖାଉଥିବା ଜିନିଷ ସବୁ କିପରି ଓ କେତେବେଳେ ଖାଇଲେ ଏହା ଆମ ଶରୀର ପାଇଁ ଉପକାରୀ ହେବ ତାହା ଆମେ ଜାଣୁନା ।…
Read More » -
ଯଦି ଅର୍ଥାଭାବ ରହିଛି, ତେବେ ଏହି ୧୦ ଉପାୟ ଦ୍ୱାରା ହେବ ଆପଣଙ୍କ ଉପରେ ହେବ ଧନ ବର୍ଷା
ଧନ କମାଇବା ପାଇଁ ଅନେକ ଉପାୟ ପ୍ରଚଳିତ ରହିଛି। ସମସ୍ତେ ଚାହାନ୍ତି କୌଣସି ଏକ ଭଲ ଏବଂ ସହଜ ଉପାୟ ମିଳିଯାନ୍ତା ଯାହାଦ୍ୱାରା ଧନ ଉପାର୍ଜନ କରାଯାଇପାରିବ।…
Read More » -
ଆପଣ ଅଧିକ ସୋଡା ପିଉଛନ୍ତି କି ? ହିପ୍ପୋକ୍ୟାମ୍ପସ୍ ହୋଇଯିବ ଛୋଟ, ମାଡିଆସିବ ଏହିସବୁ ରୋଗ
ଖରାଦିନେ ସାଧାରଣ ଲୋକେ ଖରାରେ ହାଲିଆ ହୋଇପଡିଥିଲେ କିମ୍ବା ଘରକୁ ଅତିଥି ଆସିଲେ ମିଠା ପାନୀୟ ପିଇବାକୁ ଦିଆଯାଇଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ…
Read More » -
ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ୍ କିମ୍ବା ଔଷଧ ନୁହେଁ, ଏହି ଦେଶୀ ଉପାୟ ଆପଣାନ୍ତୁ
ବର୍ତ୍ତମାନର ଯୁବପିଢ଼ି ଜୀବନକୁ ଭଲ ଭାବେ ଜୀଇଁବାକୁ ପସନ୍ଦ କରୁଛନ୍ତି। ଏଣୁ ଚାକିରି ସହ ବ୍ୟକ୍ତିଗତ ଜୀବନକୁ ବି ସମାନ ସମୟ ଦେଉଛନ୍ତି। କେବଳ ଏତିକି ନୁହେଁ…
Read More » -
ଚେହେରାରେ ଚମକ ଆଣିଥାଏ ବିରିଡାଲି ଫେସପ୍ୟାକ୍, ଜାଣନ୍ତୁ କେମିତି କରିବେ ବ୍ୟବହାର
ଭାରତୀୟ ଭୋଜନରେ ଡାଲିର ବେଶ ମହତ୍ତ୍ୱ ରହିଥାଏ। ଏଥିରେ ଥିବା ଭିଟାମିନ ଏବଂ ପ୍ରୋଟିନ ଶରୀର ପାଇଁ ବେଶ ଲାଭକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି…
Read More »