ନୀତି

ହଜି ଯାଇଥିବା ଆତ୍ମବିଶ୍ବାସକୁ ବଢ଼ାଇବ ଏହି ଗଣେଷ ମୁଦ୍ରା

ଆତ୍ମବିଶ୍ବାସର ଅଭାବ ମଣିଷକୁ ସରଳ କାମକୁ ମଧ୍ୟ ଜଟିଳ କରିଦେଇଥାଏ। ଗଣେଷ ମୁଦ୍ରାରେ ଯେତେବେଳେ ହାତର ମୁଠି କରି ହାତକୁ ବାମ-ଡାହାଣ, ଉପର-ତଳ କରିବେ ତେବେ ଛାତି ଚଉଡା ହୋଇଥାଏ ଏବଂ ଫୁସଫୁସର ବିସ୍ତାର ହୋଇଥାଏ। ଏହି ମୁଦ୍ରାକୁ କରିବା ଦ୍ବାରା ଏହା ଜଟିଳ କାମକୁ ସରଳ କରିବାର ଆତ୍ମବିଶ୍ବାସ ଜନ୍ମାଇଥାଏ।

ganesha mudra ଏହି ମୁଦ୍ରାକୁ କରିବା ଦ୍ବାରା ବ୍ୟକ୍ତିଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହୋଇଯାଏ। ଗଣେଷ ମୁଦ୍ରା ସେହି ଲୋକଙ୍କ ପାଇଁ ଲାଭଦାୟକକ ହୋଇଥାଏ ଯେଉଁ ମାନଙ୍କର ଆତ୍ମବିଶ୍ବାସ ଦୁର୍ବଳ ଥାଏ। ଏହି ମୁଦ୍ରା ତାଙ୍କର ଆତ୍ମବିଶ୍ବାସକୁ ମଜବୁତ କରିଥାଏ ଏବଂ ସେମାନ୍କୁ ଏକ ନୁଆ ଶକ୍ତି ଏବଂ ସ୍ଫୁର୍ତ୍ତି ପ୍ରଦାନ କରିଥାଏ।

ganesh mudraଡାହାଣ ହାତକୁ ଛାତ ପାଖରେ ରଖିବା ଭଳି ଦୁଇ ହାତକୁ ଆଙ୍ଗୁଳି ସାହାଯ୍ୟରେ ମୁଠି ବନାନ୍ତୁ। ସାମାନ୍ୟ-ଲମ୍ବା-ଗଭୀର ନିଶ୍ବାସ ସହିତ ଦୁଇଟି ହାତକୁ ଟାଣନ୍ତୁ ଏବଂ ନିଶ୍ବାସ ଛାଡିବ ସମୟରେ ଡିଲା କରନ୍ତୁ । ଏହାପରେ ଡାହାଣ ହାତକୁ ବାହାରେ ଏବଂ ବାମ ହାତକୁ ହୃଦୟ ପାଖରେ ରଖିବା ଭଳି ହାତକୁ ଟାଣନ୍ତୁ। ଯେପରି ଆଙ୍ଗୁଠି- ଆଙ୍ଗୁଠି ଏକା ସାଥିରେ ଯୋଡି ହୋଇ ରହିଥିବ। ଏହି ମୁଦ୍ରା ଦୁଇ ପାର୍ଶ୍ବକୁ ୫-୬ଥର କରିବା ପରେ ଏହି ମୁଦ୍ରାରେ ହାତକୁ ଛାତି ରେ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button