ସ୍ୱାସ୍ଥ୍ୟ

ମ-ଦ୍ୟ-ପା-ନ କରିଥିବା ବ୍ୟକ୍ତିର ମ-ଦ ନି-ଶା ଛଡାଇବା ପାଇଁ କେଉଁ ଉପାୟ କରିବା ଉଚିତ ?

ଆଜିକାଲି ଲୋକ ମାନେ ନୀତି ଦିନିଆ ଜୀବନରେ ଏତେ ବ୍ୟସ୍ତ ବିବ୍ରତ ରହୁଛନ୍ତି ଯାହା ପାଇଁ ସେମାନଙ୍କର ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ବିଶେ କରି କିଛି ଲୋକ ମାନେ ମ-ଦ୍ୟ-ପା-ନ କରି ନିଜ ଜୀବନ ନଷ୍ଟ କରିବା ସହ ଅନ୍ୟ ମାନଙ୍କର ମଧ୍ୟ ଜୀବନ ନଷ୍ଟ କରୁଛନ୍ତି । ଏହା ବ୍ଯତୀତ ମ-ଦ୍ୟ-ପା-ନ କରିବା ଦ୍ଵାରା ବ୍ୟକ୍ତି ନିଜର ହୋସ ହାରିବା ସହ ଏମିତି କିଛି କାଣ୍ଡ କରିଥାଏ ଯାହା ପାଇଁ ତାକୁ ପଛରେ ଅନୁତାପ କରିବାକୁ ପଡିଥାଏ । ଏମିତି କି କିଛି ଲୋକ ମାନେ ମ-ଦ୍ୟ-ପା-ନ କରି ଗାଡି ଚଳାଇବା ସମୟରେ ଦୁର୍ଘଟଣା ମଧ୍ୟ ହେଉଛି ।

ଯାହା ପାଇଁ ସେମାନେ ନିଜର ପ୍ରା-ଣ ହ-ରା-ଉ-ଛ-ନ୍ତି । ମ-ଦ୍ୟ-ପା-ନ ଶରୀର ପାଇଁ କେତେ କ୍ଷତିକାରକ ଜାଣି ମଧ୍ୟ ଲୋକ ମାନେ ଏହାର ସେବନ କରୁଛନ୍ତି । ଏମିତି କି ମଦ ସେବନ ଦ୍ଵାରା କ୍ୟାନସର ଭଳି ମା-ରା-ତ୍ମ-କ ରୋଗର ଶିକାର ହେବାକୁ ପଡୁଛି । ଏହା ସହ ଅନେକ ରୋଗ ମଧ୍ୟ ଶରୀର ରେ ସୃଷ୍ଟି ହେଉଛି । ତେବେ ଏଥିପାଇଁ କିଛି ଲୋକ ମାନେ ପ୍ରୟାସ କରୁଛନ୍ତି କି ମ-ଦ ଛାଡିବା ପାଇଁ କିନ୍ତୁ ତାହା ସମ୍ଭବ ହେଉ ନାହି । କାରଣ ମ-ଦ ଏମିତି ଏକ ନି-ଶା ଯାହା ଥରେ ଆରମ୍ଭ ହୋଇଗଲେ ଜୀବନ ସାରା ଏହା ଅଭ୍ୟାସ ରେ ପଡିଯାଏ ।

ଆଜିର ଆମର ବିଷୟ ବସ୍ତୁ ମ-ଦ ସେବନ କରିଥିବା ବ୍ୟକ୍ତିର ନି-ଶା କେମିତି ଛାଡିବ ତାହା ପାଇଁ କଣ ଉପାୟ ରହିଛି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଯଦି ଆପଣଙ୍କ ଘରେ ଆପଣଙ୍କ ସ୍ଵାମୀ, ବାପା ବା ଭାଇ ମ-ଦ ପିଇକି ଆସି ଆପଣଙ୍କୁ ମା-ର-ଧ-ର କରୁଛନ୍ତି ତେବେ ତାଙ୍କର ନି-ଶା ଛଡାଇବା ପାଇଁ ଆଜି ଆମେ ଏକ ସହଜ ଓ ସରଳ ଉପାୟ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ଦେଶୀ ଘିଅ । ଅଧ ଚାମଚ ଦେଶୀ ଘିଅ ସହ ଅଧ ଚାମଚ ଚିନୀ ମିଶାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଯେଉଁ ବ୍ୟକ୍ତି ମ-ଦ୍ୟ-ପା-ନ କରିଛନ୍ତି ତାଙ୍କୁ ଏହି ମିଶ୍ରଣ ର ସେବନ କରାନ୍ତୁ । ଦେଖିବେ ତୁରନ୍ତ ମଦ ପିଇଥିବା ବ୍ୟକ୍ତି ର ନିଶା ଦୂର ହୋଇଯିବ । ଯଦି ବ୍ୟକ୍ତି ନି-ଶା ରେ ଆପଣଙ୍କୁ ଗା-ଳି ଗୁ-ଲ-ଜ କରୁଥିବା ବା କୌଣସି ଭୁଲ କାମ କରୁଥିବା ତେବେ ଆପଣ ଏହି ଉପାୟ ନିହାତି ପ୍ରୟୋଗ କରନ୍ତୁ । ଏହା ସହ ପାଣି ରେ ମହୁ ଓ ଲେମ୍ବୁ ରସ ଓ ଆମ୍ବିଳା ତୋରାଣି ନି-ଶା ରେ ଥିବା ବ୍ୟକ୍ତି ଙ୍କୁ ସେବନ କରିବାକୁ ଦିଅନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ମ-ଦ୍ୟ-ପା-ନ କରିଥିବା ବ୍ୟକ୍ତିର ମ-ଦ ନି-ଶା ତୁରନ୍ତ ବନ୍ଦ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button