ଜୀବନଶୈଳୀ
-
ଜାତକ ଏବଂ ମୁହଁ ଦେଖାଇବା ଛାଡନ୍ତୁ, ଏବେ ହସ୍ତାକ୍ଷର ଦେଖି ବାଛି ପାରିବେ ନିଜର ଜୀବନସାଥୀ
ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ପୁଅ କିମ୍ବା ଝିଅଙ୍କର ଜାତକ ମିଶାଇଥାନ୍ତି। କାରଣ ଏହାଦ୍ୱାରା ଜଣା ପଡିବ ଉଭୟ ପରସ୍ପରଙ୍କ ପାଇଁ ପରଫେକ୍ଟ ଅଛନ୍ତି କି ନାହିଁ?…
Read More » -
କ’ଣ ଆପଣ ପ୍ରେମରେ ପଡିଯାଇନାହାନ୍ତି ତ? ଏହି ଇସାରାରେ ଜାଣନ୍ତୁ ମନର କଥା
ଅନେକଥର ଏଭଳି ହୋଇଥାଏ ଲୋକମାନେ କିଛି ଖାସ୍ ଲୋକଙ୍କ ପ୍ରତି ଇମୋସନ୍ସ ଫିଲ୍ କରିଥାନ୍ତି ଏବଂ ସେ ଜାଣିପାରି ନଥାନ୍ତି କାହିଁକି ତାଙ୍କୁ ଏଭଳି ଅନୁଭବ ହେଉଛି।…
Read More » -
ମାତ୍ର ୧୦ ଦିନ ଫଲୋ କରନ୍ତୁ ମୁଗ ଡାଲିର ଏହି ଡାଏଟ୍ ପ୍ରୋଗ୍ରାମ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ
ସାଧାରଣତଃ କୌଣସି ରୋଗ ହୋଇଥିବା ବେଳେ ଡାକ୍ତର ମୁଗ ଡାଲି ଖାଇବାକୁ ପରାମର୍ଶ ଦେଇଥାନ୍ତି। ମୁଗକୁ ଡାଲି ଭାବେ ବା ଖେଚୁଡ଼ିରେ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକାରକ ହୋଇଥାଏ।…
Read More » -
କଣ ଆପଣଙ୍କ ପିଲାବି ଖେଳୁଛି ଭିଡିଓଗେମ ? ତାହେଲେ ଦେଖନ୍ତୁ କଣ କହୁଛି ଏହି ଆଶ୍ଚର୍ଯ୍ୟକର ସର୍ଭେ
ଯେତେବେଳେ ବି କୌଣସି ପିଲା ଭିଡିଓ ଗେମ ଖେଳିଥାଏ ସେତେବେଳେ ତାର ସମସ୍ତ ଧ୍ୟାନ ସେହି ଭିଡିଓଗେମ ଉପରକୁ ହିଁ ଯାଇଥାଏ । ଯେଉଁ କାରଣରୁ ଅନେକ…
Read More » -
କ’ଣ ଆପଣଙ୍କୁ କମ୍ ନିଦ ହେଉଛି କି ? ସାବଧାନ ହୋଇପାରେ ଡାଇବେଟିଜ
ଆଜିକାଲି ଡାଇବେଟିଜ ସାଧାରଣ ରୋଗ ଭାବେ ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ବର୍ତ୍ତମାନର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ପ୍ରତ୍ୟେକ ବ୍ୟକ୍ତି ଏହାର ଶିକାର ବହୁତ…
Read More » -
ଯଦି ଆପଣଙ୍କ ରୁମ୍ମେଟଙ୍କ ଦେହ ଅସୁସ୍ଥ ଅଛି, ତା’ହେଲେ ଏମିତି ଉପାୟରେ ରଖନ୍ତୁ ଧ୍ୟାନ
କେତେବେଳେ ପାଠପଢ଼ା ତ କେତେବେଳେ ଚାକିରି ଯୋଗୁ ଆଜିକାଲି ଝିଅମାନେ ନିଜ ସହର ଏବଂ ପରିବାରଠାରୁ ଦୂରରେ ରହୁଛନ୍ତି। ବାହାର ଜାଗାରେ ରହିବା ପାଇଁ ସେମାନେ ଅନ୍ୟ…
Read More » -
ବୈବାହିକ ଜୀବନରେ ହେଉଛି କି ସମସ୍ୟା, ତେବେ ଆପଣାନ୍ତୁ ଏହି ଉପାୟ
ଶିବଶଙ୍କରଙ୍କ ପୂଜା କରିବା ଦ୍ବାରା ସମସ୍ତ କଷ୍ଟର ନିବାରଣ ଜଲଦି ହୋଇଥାଏ ଏବଂ ଏମିତି ମଧ୍ୟ କୁହାଯାଏ ଯେ ଭଗବାନ ଶିବଙ୍କୁ ମନଧ୍ୟାନ ଦେଇ ପୂଜା କରିବା…
Read More » -
ସାଥୀଙ୍କ ଚାକିରି ହଠାତ୍ ଚାଲିଗଲେ କ’ଣ କରିବେ ଆପଣ? ଜାଣନ୍ତୁ ୪ଟି କଥା
ପ୍ରାଇଭେଟ୍ ଜବ୍ରେ ସିକ୍ୟୁରିଟି ନ ରହିବା କାରଣରୁ ଅନେକ ସମୟରେ ହଠାତ୍ ଚାକିରି ଚାଲିଯାଇଥାଏ। ଯଦି ଆପଣ ବିବାହିତ ଏବଂ ଆପଣଙ୍କ ସାଥୀଙ୍କ ସହିତ ଏପରି ଘଟେ,…
Read More » -
ଆଜି ନିଜ ସାଥୀଙ୍କୁ ବନାଇ ଖୁଆନ୍ତୁ ଟେଡି ବିୟର କୁକିଜ୍, ପ୍ରେମରେ ବଢିବ ମଧୁରତା
ଆଜି ଭାଲେଣ୍ଟାଇନ ଓ୍ଵିକର ଚତୁର୍ଥ ଦିନ। ଆଉ ଏହି ଚତୁର୍ଥ ଦିନରେ ପଡୁଛି ଟେଡି ବିୟର ଡେ। ଆଜି ସମସ୍ତେ ଏହି ଟେଡି ବିୟର ଡେ ପାଳନ…
Read More » -
ବଦଭ୍ୟାସ ଯୋଗୁ ମଧ୍ୟ ନଷ୍ଟ ହୁଏ ସୌନ୍ଦର୍ଯ୍ୟ, ଜାଣନ୍ତୁ ମୁହଁରେ ବ୍ରଣ ଉଠିବାର ପ୍ରକୃତ କାରଣ କ’ଣ
ସାଧାରଣତଃ ଲୋକଙ୍କ ଧାରଣା ରହିଛି ଯେ କେବଳ ତେଲିଆ ତ୍ୱଚାରେ ବ୍ରଣ ହୋଇଥାଏ। କିନ୍ତୁ ପ୍ରକୃତରେ ଏହା ସତ ନୁହେଁ। ଯେକୌଣସି ସ୍କିନ୍ରେ ମଧ୍ୟ ବ୍ରଣ ହୋଇପାରିବ।…
Read More »