ଜୀବନଶୈଳୀ
-
ବ୍ୟାୟାମ କରିବା ପୂର୍ବରୁ ସେବନ କରନ୍ତୁ ଏସବୁ ଖାଦ୍ୟ, ଆଶ୍ଚର୍ଯ୍ୟଜନକ ଭାବେ କମ୍ ହେବ ଓଜନ
ପୁଷ୍ଟିକର ଖାଦ୍ୟ ଓ ରୁଟିନ୍ ବ୍ୟାୟାମ ଓଜନ କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିଛି ଲୋକ ପୁଷ୍ଟିକର ଆହାର ସେବନ କରୁଥିଲେ ମଧ୍ୟ ଠିକ୍ ଉପାୟରେ…
Read More » -
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ାଇବା ପାଇଁ ବେଡ୍ରୁମ୍ରେ ଲଗାନ୍ତୁ ଏହି ଫଟୋ, ଦାମ୍ପତ୍ୟ ଜୀବନରେ ଭରିଯିବ ମଧୁରତା
ଶୋଇବା କକ୍ଷରେ କେଉଁ ଫଟୋ ଲଗାଇବା କଥା ଓ କ’ଣ ନ ଲଗାଇବା କଥା ସେ ନେଇ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ବେଳେବେଳେ ଶୋଇବା ଘରେ ଲୋକମାନେ…
Read More » -
କ୍ଲିନ୍ ସେଭ୍ ନା ଦାଢି ଥିବା ବ୍ୟକ୍ତି ? ଜାଣନ୍ତୁ କିଭଳି ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି ମହିଳା
ଆଜିକାଲି ପୁରୁଷଙ୍କମାନଙ୍କ ମଧ୍ୟରେ ଦାଢି ରଖିବାକୁ ନେଇ ଫ୍ୟାସନ୍ ବଢିବାରେ ଲାଗିଛି। ଏପରିକି କ୍ରିକେଟ୍ ଫିଲ୍ଡ ଠାରୁ ଆରମ୍ଭ କରି ବଲିଉଡ୍ର ବଡ ବଡ ସେଲିବ୍ରିଟିମାନେ ମଧ୍ୟ…
Read More » -
ପୁରୁଷଙ୍କ ଠାରେ ବାଞ୍ଝପଣର ଆଶଙ୍କା ବଢ଼ାଇଥାଏ ଏହି ରୋଗ, ଏବେଠୁ ହୁଅନ୍ତୁ ସଚେତନ
ଆଜିକାର ଯୁବପିଢ଼ି ନିଜ କ୍ୟାରିୟର ଓ ଚାକିରି ପାଇଁ ଏତେ ଚିନ୍ତାରେ ରହୁଛନ୍ତି ଯେ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି। ଏଣୁ ଖୁବ୍ କମ୍ ବୟସରୁ ହିଁ ସେମାନେ…
Read More » -
ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏହି ୧୦ଟି କାମ
ଗର୍ଭାବସ୍ଥା ଏକ ସୁନ୍ଦର ଅନୁଭବ, ଯାହା ମହିଳାମାନଙ୍କୁ ଆନନ୍ଦ ଏବଂ ତୃପ୍ତି ଦେଇଥାଏ। ଆପଣ ଏକ ନୂଆ ଜୀବନକୁ ଦୁନିଆକୁ ଆଣିଥାଆନ୍ତି। ତେବେ ଜଣେ ଗର୍ଭବତୀଙ୍କୁ ଏହି…
Read More » -
ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ, ଚୁଟ୍କିରେ ଦୂର ହୋଇଯିବ କୋଷ୍ଠକାଠିନ୍ୟ ସମସ୍ୟା
ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା। ଆଉ ଆପଣ ଏ ବିଷୟରେ କହିବା ପାଇଁ ଆଦୌ ଲାଜ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ…
Read More » -
ମାର୍ଚ୍ଚ-ଏପ୍ରିଲ ମାସରେ କରନ୍ତୁ ନାହିଁ ବେବି ପ୍ଲାନ, ଜାଣନ୍ତୁ କାହିଁକି
ଆଜିକାଲି ଅଧିକାଂଶ ପ୍ୟାରେଣ୍ଟସ୍ମାନେ ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ବେବି ପ୍ଲାନ କରିଥାନ୍ତି। ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ଏ ଭଳି ନିଷ୍ପତି ନେବା…
Read More » -
ଜୀବନ ପାଇଁ ବିପଦ ହୋଇପାରେ ଦାଗ ଥିବା ଛତୁ, ଭାବି-ଚିନ୍ତି କରନ୍ତୁ ସେବନ
ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ଛତୁ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କେବେ କେବେ ଏହି ଛତୁ ପାଇଁ ଜୀବନ ମଧ୍ୟ…
Read More » -
ଝୁଣ୍ଟିଆ ସହ କଣ ରହିଛି ସ୍ୱାସ୍ଥ୍ୟର ସମ୍ବନ୍ଧ, ଜାଣନ୍ତୁ ଏହି ରିପୋର୍ଟରୁ
ବିବାହିତ ମହିଳାଙ୍କ ପାଇଁ ଶୃଙ୍ଗାରର ଖାସ୍ ମହତ୍ତ୍ୱ ରହିଛି। ବିଶେଷ ରୂପେ ହିନ୍ଦୁ ଧର୍ମର ବିବାହିତ ମହିଳା ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ୧୬ ଶୃଙ୍ଗାରକୁ ପତିଙ୍କ…
Read More » -
ଅଧିକାଂଶ ଲୋକମାନେ ଚା ପିଇବା ସମୟ ବିସ୍କୁଟ ଖାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଲୋକମାନେ ବଜାରରେ ମିଳୁଥିବା ବିସ୍କୁଟ ହିଁ ଖାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇନଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ଟେଷ୍ଟି ଏବଂ ଚିଜ୍ ବିସ୍କୁଟ ତିଆରି କରିପାରିବେ। ତେବେ ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଜ୍ ବିସ୍କୁଟ୍। biscutsଆବଶ୍ୟକୀୟ ସାମଗ୍ରୀ: ମଇଦା- ୧କପ ବେକିଂ ପାଉଡର- ୧ଟିସ୍ପୁନ୍ ଲୁଣ- ୧ଟିସ୍ପୁନ୍ ଲହୁଣି- ୧ କପ୍ ଚୀଜ୍- ୧ କପ୍ କ୍ଷୀର-୨/୩ କପ୍ biscuits-ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ମଇଦା, ଲୁଣ ଏବଂ ବେକିଂ ପାଉଡର ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏକ ବାଉଲରେ ଲହୁଣି ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଲହୁଣିରେ ଚିଜ୍ ଏବଂ କ୍ଷୀର ମିକ୍ସ କରନ୍ତୁ। ଏହି ସମସ୍ତ ଜିନିଷକୁ ଭଲଭାବେ ମିଶ୍ରଣ କରିବା ପରେ ଏକ ଏକ ଇଞ୍ଚର ପତଳା ଏବଂ ୪ ରୁ ୫ ଇଞ୍ଚ ଚଉଡାର ବିସ୍କୁଟ ଆକାରର ଲାଇନ୍ କରନ୍ତୁ। ଲାଇନ୍ କରିବା ପରେ ଏହାକୁ ୪୫୦ ଡିଗ୍ରୀ ପ୍ରୀହିଟ୍ ଓଭାନରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇସାରିଛି ଆପଣଙ୍କ ଚିଜ୍ ବିସ୍କୁଟ୍।
ବ୍ୟସ୍ତ ବହୁଳ ଜୀବନ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବର୍ତ୍ତମାନ ଚିନ୍ତା କିମ୍ବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଦେଖାଯାଇଥାଏ। ସମସ୍ୟା ହେଉଛି କୌଣସି ବ୍ୟକ୍ତିଙ୍କ ପାଖରେ ଏତିକି…
Read More »