ବିଚାର

କେହି ମାଗି ମାଗି ମରିଗଲେ ବି ନିଜ ଘରର ଏହି 1 ଜିନିଷ କାହାକୁ ବି ଦେବେ ନହିଁ

ଆପଣ ଜାଣିଥିବେ କି ଚାଣକ୍ୟ ହେଉଛନ୍ତି ଜଣେ ବୁଦ୍ଧି ମାନ ବ୍ୟକ୍ତି ସେ ନିଜ ର ଜ୍ଞାନ କୁ ସବୁ ଲୋକଙ୍କ ସହ ବାଣ୍ଟିଛନ୍ତି । ଯଦି କହିବା ପାଇଁ ଯିବା ତାହେଲେ ସେ ନିଜ ଜ୍ଞାନ ବଦଳରେ ଚନ୍ଦ୍ର ଗୁପ୍ତା ଙ୍କୁ ରାଜା କରିଥିଲେ । ସେ କିଛି ଜିନିଷ ବିଷୟରେ ନିଜର ମତ ଦେଇଛନ୍ତି କି କେଉଁ ଜିନିଷ ଗୁଡିକ କୁ ଦେବା କିମ୍ବା ନେବା ଉଚ୍ଚିତ ଅଟେ ।

କେଉଁ କେଉଁ ଜିନିଷ ନ ନେବା ଉଚ୍ଚିତ ଅଟେ । ଆମେ ଆଜି ଆପଣଙ୍କୁ ସେହି ଜିନିଷ ବିଷୟରେ କହିବା ପାଇଁ ଯାଉଛୁ । ପ୍ରଥମ ଜିନିଷ ହେଉଛି ପଇସା ଆପଣ କାହାକୁ ଭି ପଇସା ଦିଅନ୍ତୁ ନି କି କାହା ଠାରୁ ଏହାକୁ ଗ୍ରହଣ କରନ୍ତୁ ନି । ଏହାର କାରଣ ହେଉଛି କି ଶାସ୍ତ୍ର ଅନୁସାରେ ପଇସା କୁ ଶତ୍ରୁ ବୋଲି କୁହା ଯାଇଛି ମଣିଷର । ମଣିଷ ନିଜ ଜିନିଷ ର କିଛି ଦେବା ଉଚ୍ଚିତ ନୁହେଁ ।

କାରଣ ଅର୍ଥ ହେଉଛି ଅନର୍ଥ ର ମୂଳ ଯିଏ ଭି ଏହା କୁ ଦିଆ ନିଆ କରେ ସେ ନିଜ ସମ୍ପର୍କ କୁ ଖରାପ କରିଥାଏ । ଦ୍ଵିତୀୟ ଜିନିଷ ହେଉଛି ଘଣ୍ଟା ଏହା ଆମକୁ ସମୟ ବିଷୟରେ କହିଥାଏ । ଯଦି ଆମେ ପିନ୍ଧିଥିବା ଘଣ୍ଟା ଆମେ କାହକୁ ଦେଉଛେ କିମ୍ବା ଆମେ କାହା ଘଣ୍ଟା କୁ ପିନ୍ଧୁଛେ ତେବେ ଏହା ଖରାପ ପ୍ରଭାବ ପକାଇ ଥାଏ । ଏହା ଆପଣଙ୍କ ପାଈଁ ଭଲ ହେବ କି ଆପଣ କିଣିକି ଦେଇଦେବେ କିନ୍ତୁ ନିଜ ବ୍ୟବହାରର ଜିନିଷ ଦେବା ଆଦ୍ୟୋ ଭଲ କଥା ନୁହେଁ ।

ଆପଣ ଜାଣି ନେବେ କି ଏହା ସହ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଗଲା । ଆଉ ଏକ ଜିନିଶ ହେଉଛି କଲମ କୁହାଯାଏ କି ଜମା ଙ୍କ ପାଖରେ ଚିତ୍ର ଗୁପ୍ତ ଆମ ବିଷୟରେ ଲେଖିଥାନ୍ତି । ଆପଣ ଯଦି କାହାକୁ ଏହା ଦେବେ ତାହେଲେ ଏହା ଆପଣଙ୍କ ପାଇଁ ଖରାପ ପ୍ରଭାବ ପକାଇ ଥାଏ । କାରଣ ଆମେ କାହା ର ଭାଗ୍ୟ ବିଷୟରେ କହିବା ଠିକ ନୁହେଁ ତେଣୁ କରି ଆମେ କାହାକୁ ପେନ ଦେବା ଠିକ ନୁହେଁ ତେଣୁ ,

ଆପଣ କାହା ଠାରୁ ଏହା କୁ ଗ୍ରହଣ କରିବା ପାଇଁ ମଧ୍ୟ ମନା କରନ୍ତୁ । ଆଉ ଏକ ଜିନିଷ ହେଉଛି । ନିର୍ବନ୍ଧ ମୁଦି ଆପଣ ଯେତିକି ଦେଇକି ମୁଦି କିଣି ପାରିବେ ସେତିକି ଦେଇକି କିଣନ୍ତୁ । ପ୍ରତେକ ବ୍ୟକ୍ତି ଓ ମହିଳା ମାନଙ୍କ ପାଇଁ ଏହି ଦିନ ଖୁବ ମହତ୍ଵ ପୂର୍ଣ ଥାଏ ।

ତେଣୁ ଯଦି ଆପଣ ଧାର କରିକି ମୁଦି କିଣିବେ ଆପଣ ଖରାପ ସମୟ ଓ ଖରାପ ମୂହୁର୍ତ୍ତ ମଧ୍ୟ ଆରମ୍ଭ ହୋଇ ଯାଇଥାଏ । ଆପଣ ନିଜ ସାମର୍ଥ୍ୟ ଅନୁସାରେ ମୁଦି କିଣନ୍ତୁ । ଏହି କିଛି ଥିଲା ଚାଣକ୍ୟ ଙ୍କ ନୀତି ଯାହା ଅନୁସାରେ ଆପଣ ଏହି ସବବୁ ଜିନିଷ କାହାକୁ ଦେବା କିମ୍ବା ଏଭଳି ଜିନିଷ କାହାଠୁ ନେବା ବନ୍ଦ କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button