ନୀତି
-
କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ ଭୋକ ମଧ୍ୟ ଲାଗୁନାହିଁ ଓ କମ ସମୟ ଭିତରେ ହାଲିଆ ଲଗୁଛି | କଣ ଏହା ପଛର ପ୍ରକୃତ କାରଣ କଣ ଆପଣ ଜାଣିଛନ୍ତି ? ଏହା ପଛର ପ୍ରକୃତ କାରଣ ହେଉଛି ଆପଣଙ୍କ ଶରୀରର ଷ୍ଟାମିନା କମିବା । ଏହି ଷ୍ଟାମିନାର ପରିମାଣ ଶରୀରରେ କମ ହେଲେ ବ୍ୟକ୍ତିଙ୍କୁ ଶୀଘ୍ର ଥକ୍କା ଲାଗିଥାଏ । କିନ୍ତୁ ହୁଏତ ଏହି ଷ୍ଟାମିନା ମାନେ କଣ ଆପଣ ଜାଣି ନ ଥିବେ । ଏହା ହେଉଛି ଆପଣଙ୍କ ଶରୀରର ଅନ୍ତରୀଣ ଶକ୍ତି । ଯାହାକି ମନୁଷ୍ୟକୁ ବିଭିନ୍ନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହାର ଅଭାବ ହେଲେ ମଣିଷ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇପଡେ । ବହୁ ଲୋକ ଷ୍ଟାମିନା ମାନେ କେବଳ ଶାରୀରିକ ଶକ୍ତି ବୋଲି ଭାବୁଥିବା ବେଳେ ମାନସିକ ଶକ୍ତି ବୃଦ୍ଧିରେ ମଧ୍ୟ ଏହାର ଆବଶ୍ୟକତା ପଡିଥାଏ । ବିଭିନ୍ନ ପୋଷାକ ତତ୍ତ୍ୱ ଭରା ଖାଦ୍ୟ ଖାଇଲେ ମଣିଷ ଶରୀରର ଷ୍ଟାମିନା ବୃଦ୍ଧି ହୋଇପାରିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଶରୀରର ଷ୍ଟାମିନା କମ ଅଛି ବୋଲି: -ଶିଢ଼ି ଚଢିବା ସମୟରେ ହାଲିଆ ଲାଗିବା -ଅଳ୍ପ କିଛି ବାଟ ଚାଲିକି ଗଲେ ହାଲିଆ ଲାଗିବା -ଅଧିକ ସମୟ ଧରି କୌଣସି କାମ ଲଗାତାର କରି ନ ପାରିବା -ଶରୀରରୁ ଅଧିକ ଝାଳ ବୋହିବା -ଭୋକ ନ ଲାଗିବା ଓ ଶୀଘ୍ର ନିଦ ଆସିବା -ସମୟ ସମୟରେ ମୁଣ୍ଡ ବୁଲାଇବା -ହାତ ପାଦରେ ଦରଜ ଅନୁଭବ କରିବା -ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବିଶେଷ କାରଣ ଯୋଗୁଁ ଶରୀରରେ ଏପରି ଲକ୍ଷଣ ମାନ ଦେଖାଯାଇଥାଏ । stamina ଏହା ସହ ପଢନ୍ତୁ: ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା ୧. କମ ଶୋଇବା: ଦିନ କୁ ଯେଉଁ ବ୍ୟକ୍ତି ଅତି କମରେ ୭ ରୁ ୮ ଘଣ୍ଟା ସୋଇନଥାନ୍ତି । ସେମାନଙ୍କ ଶରୀରର ଷ୍ଟାମିନା ସମୟ କ୍ରମେ କମିଯାଇଥାଏ । ୨. କମ ପାଣି ପିଇବା: ଗୋଟେ ଦିନରେ ଆବଶ୍ୟକ ମୁତାବକ ପାଣି ନ ପିଇଲେ ମଧ୍ୟ ଶରୀରର ଷ୍ଟାମିନା କମିଯାଇଥାଏ । କାରଣ ଆମେ ଖାଉଥିବା ଖାଦ୍ୟ ଭଲରେ ହଜମ ହୋଇପାରିନ ଥାଏ । ୩.କାର୍ବୋହାଇଡ୍ରେଟ କମିବା: କାର୍ବୋହାଇଡ୍ରେଟ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ଭୂମିକା ନିଭେଇ ଥାଏ । ତେଣୁ ନିଜ ଖାଦ୍ୟ ପ୍ରତି ସବୁବେଳେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ୪.ଶରୀରରେ ଯଦି ଆଇରନ, ପ୍ରୋଟିନ ପରି ଜରୁରୀ ତତ୍ତ୍ୱ ଗୁଡିକ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ।
ଆମ୍ଭେମାନେ ଘର ସଜାଇବା ପାଇଁ ବେଳେ ବେଳେ କାନ୍ଥରେ ଫଟୋ ଲଗାଇଥାଉ। ଯାହା ଘରକୁ ଆକର୍ଷଣୀୟ ଲୁକ୍ ଦେଇଥାଏ। ଅନେକ ଫଟୋ ଏପରି ରହିଥାଏ ଯେ ଯାହା…
Read More » -
ଧନର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି ୪ଟି ଜିନିଷ
ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଏବଂ କେବେବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା…
Read More » -
ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ
ଆପଣ ଜାଣିଛନ୍ତି କି, ଯେଉଁ ତାଲା, ଚାବି ଆମେ ଘରର ସୁରକ୍ଷା ପାଇଁ ବ୍ୟବହାର କରିଥାଉ, ସେହି ତାଲା, ଚାବି ଆମ ଭାଗ୍ୟର ବନ୍ଦ ତାଲାକୁ ବି…
Read More » -
ଫିଟିକିରି ଦୂର କରିବ ଆପଣଙ୍କର ଅନେକ ସମସ୍ୟା, ଏପରି କରନ୍ତୁ ବ୍ୟବହାର
ଆପଣମାନେ ଫିଟିକିରି ନିଶ୍ଚୟ ଭାବେ ଜାଣିଥିବେ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରପୂର ରହିଥାଏ। ପୂର୍ବରୁ ପୁଅମାନଙ୍କୁ ସେଲୁନରେ ସେଭିଂ କରିବା ପରେ ତ୍ୱଚାକୁ ସୁରକ୍ଷିତ ରଖିବା…
Read More » -
ବିଦୁର ନୀତି:ଅନ୍ୟମାନଙ୍କ ଏହି ଜିନିଷକୁ ନେଇ ଈର୍ଷା କରୁଥିବା ବ୍ୟକ୍ତି କେବେ ବି ରହିପାରନ୍ତିନି ସୁଖୀ
ମହାଭାରତ ଯୁଗର ମହାନ ଦାର୍ଶନିକ ଏବଂ ନୀତିଜ୍ଞ ବିଦୁରଙ୍କୁ ଧର୍ମରାଜର ମାନ୍ୟତା ଦିଆଯାଇଛି। ସେ ଉଭୟ କୌରବ ଓ ପାଣ୍ଡବଙ୍କ ମହାମନ୍ତ୍ରୀ ଥିଲେ। ସେ ରାଜନୈତିକ ଜ୍ଞାନ…
Read More » -
ଚାଣକ୍ୟ ନୀତି: ଏହି ୪ଟି ଜିନିଷ ଛଡ଼ା ଦୁନିଆରେ ଆଉ କିଛି ବଡ଼ ନୁହେଁ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ପ୍ରଚଳିତ। ଚାଣକ୍ୟଙ୍କ କଥିତ ବାଣୀକୁ ଯଦି ମନୁଷ୍ୟ ଠିକ ଭାବେ ପାଳନ କରିବ ତେବେ ଜୀବନ ସୁଚାରୁରୂପେ ପରିଚାଳିତ ହେବ।…
Read More » -
ନୂଆ ବର୍ଷ ପୂର୍ବରୁ ମନେ ପକାଇ କରନ୍ତୁ ଏହି ୫ଟି କାମ, ଦୁର୍ଭାଗ୍ୟ ବଦଳିବ ସୌଭାଗ୍ୟରେ
ଆଉ ମାତ୍ର ଦିନ କେଇଟା ପରେ ଆସିବ ନବବର୍ଷ। ଏହାର ଆଗମନର ଆରମ୍ଭ ଏବେ ଠାରୁ ହିଁ ଆପଣ କରିଦିଅନ୍ତୁ। କାରଣ ନୂଆ ବର୍ଷ ଆପଣଙ୍କୁ ନୂଆ…
Read More » -
ଯାହାଙ୍କ ଘରେ ନାହିଁ ଏହି ୪ଟି ଜିନିଷ, ତାଙ୍କ ଘରକୁ କଦାପି ଯାଆନ୍ତୁ ନାହିଁ ଅତିଥି ହୋଇ
ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଦେବତା ବୋଲି ଗଣାଯାଏ। ଅତିଥିଙ୍କ ଆସିବାର କୌଣସି ତିଥି ବା ସମୟ ନିଶ୍ଚିତ ନ ଥାଏ, ଏଥିପାଇଁ ସେମାନଙ୍କୁ ଅତିଥି ବୋଲି କୁହାଯାଏ।…
Read More » -
ଗରୁଡ଼ ପୁରାଣ ଅନୁଯାୟୀ ଏହି ଛଅଟି କାରଣ ଯୋଗୁଁ ଶରୀର ହୋଇଥାଏ ରୋଗଗ୍ରସ୍ତ
ବେଦ ପୁରାଣରୁ ଆମକୁ ଅନେକ ଶିକ୍ଷା ମିଳିଥାଏ । କେବଳ ପୌରାଣିକ କଥା ନୁହେଁ ବରଂ ରୋଗ ବ୍ୟାଧିକୁ ଆମେ ଶରୀରଠାରୁ କିପରି ଦୂରେଇ ରଖିବା ସେ…
Read More » -
ଘରର ଡାହାଣ ପଟେ ଲଗାନ୍ତୁ ଲାଜକୁଳି ଲତା: ଲାଗି ରହିବ ସୁଖଶାନ୍ତି, ଫେରିଆସିବ ଉନ୍ନତି
ଘରର ସୁନ୍ଦରତା ବଢାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ। କିଏ ବାସ୍ତୁଦୋଷ ଦୂର କରିବା ପାଇଁ ହେଉ ଅବା ଷ୍ଟାଇଲିସ୍ କରିବା ପାଇଁ ଅନେକ…
Read More »