ସ୍ୱାସ୍ଥ୍ୟ

ନାଭିରେ ଲଗାନ୍ତୁ ଏହି 1 ଜିନିଷ, ଯଦି ବାଳ ଧଳା ହେଇ ଯାଉଛି ତ ହେଇଯିବ ମୂଳରୁ କଳା, 50 ବର୍ଷରେ ବି ଲାଗିବେ 25 ବର୍ଷ ପରି ଯବାନ… ( Healthy Tips )

ବନ୍ଧୁଗଣ ଆମ ଶରୀରରେ ନାଭି ଏକ ସୂକ୍ଷ୍ମ ଅଙ୍ଗ ଅଟେ । ନାଭିକୁ ଶରୀରର କେନ୍ଦ୍ର ବୋଲି ମଧ୍ୟ କୁହାଯାଇଥାଏ । ଶରୀରରେ ଥିବା ସମସ୍ତ ଶୀର ଗୁଡ଼ିକ ନାଭିରେ ଯୋଡ଼ି ହୋଇ ରହିଥାଏ । ତେବେ ଗୋଟେ ଶିଶୁ ଯେତେବେଳେ ମା ର ଗର୍ଭରେ ରହିଥାଏ ସେତେବେଳେ ସେ ନାଭି ଦ୍ଵାରା ପୋଷକ ତତ୍ତ୍ଵ ଗ୍ରହଣ କରିଥାଏ ।  ଯଦି ଆପଣ ନିଜର ନଭିର ଯତ୍ନ ସଠିକ ଭାବେ ନେଇଥାନ୍ତି ତେବେ ଆପଣଙ୍କ ଶରୀର ବିଭିନ୍ନ ପ୍ରକାରର ରୋଗ ଠାରୁ ଦୂରେଇ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ନାଭିର ଯତ୍ନ କେଉଁଭାବରେ ନେବେ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ନିଜ ନାଭିରେ ନଡ଼ିଆ ତେଲ ର ବ୍ୟବହାର କରନ୍ତୁ । ଏହା ଦ୍ବାରା ଆପଣଙ୍କ ତ୍ଵଚାର ଗ୍ଲୋ ବଢ଼ିଥାଏ । ମୁହଁରେ ଦାଗ ଥିଲେ ମଧ୍ୟ ଦୂର ହୋଇଥାଏ । ଏବଂ ଆପଣ ସୁନ୍ଦର ଦେଖାଯାଇଥାନ୍ତି । ମାତ୍ର ସପ୍ତାହରେ ୩ ଦିନ ଏହାର ବ୍ୟବହାର କରନ୍ତୁ ।

ରାତିରେ ଶୋଇବା ପୁର୍ବରୁ ନାଭିରେ ସୋରିଷ ତେଲର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଓଠ ଗୋଲାପି ରଙ୍ଗର ହୋଇଥାଏ । ଯଦି ଆପଣଙ୍କ ଓଠ କଳା ପଡୁଛି ଏବଂ ଆପଣ ଏଥି ପାଇଁ ଚିନ୍ତିତ ରହୁଛନ୍ତି ତେବେ ସପ୍ତାହରେ ୨ ଥର ନାଭିରେ ସୋରିଷ ତେଲ ଲଗାନ୍ତୁ ଦେଖିବେ ଆପଣଙ୍କ ଓଠ କୋମଳ ହେବା ସହ ଗୋଲାପି ମଧ୍ୟ ହେବ ।

ନାଭିରେ ଶୁଦ୍ଧ ଦେଶୀ ଘିଅ ର ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କ ଚୁଟି ଝଡୁଛି ବା ଆପଣଙ୍କ ଚୁଟି ଧଳା ହେଇଯାଉଛି ତେବେ ଆପଣ ମାତ୍ର ଗୋଟେ ସପ୍ତାହ ନିଜ ନାଭିରେ ଦେଶୀ ଘିଅ ଲଗାନ୍ତୁ ଦେଖିବେ ଆପଣଙ୍କ କେଶ ସମ୍ପୂର୍ଣ୍ଣ ଭାବେ କଳା ହୋଇଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button