ଦେଶ ବିଦେଶ

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା – Utkal Mail


ନୂଆଦିଲ୍ଲୀ: ୨୦୨୩ ପଦାର୍ଥ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୋୟାଲ ସ୍ୱିଡିଶ ଆକାଡେମୀ ତରଫରୁ କରାଯାଇଥିବା ଘୋଷଣା ମୁତାବକ, ପଦାର୍ଥ ବିଜ୍ଞାନରେ ପିଏରେ ଅଗସ୍ତିନୀ, ଫେରେଙ୍କ କ୍ରାଉଜ ଓ ଆନେ ହୁଲିଏରଙ୍କୁ ନୋବେଲ ପୁରସ୍କାର ମିଳିବ । ଏହି ଆୱାର୍ଡ ସେହି ପରୀକ୍ଷାମୂଳକ ପଦ୍ଧତି ପାଇଁ ଦିଆଯାଇଛି ଯାହାକି ପଦାର୍ଥରେ ଇଲେକଟ୍ରୋନ୍ ଗତିଶୀଳତା ଅନୁଧ୍ୟାନ ପାଇଁ ପ୍ରକାଶର ଏଟୋସେକେଣ୍ଡ ପଲ୍ସ ଉତ୍ପନ୍ନ କରିଥାଏ ।


Related Articles

Leave a Reply

Your email address will not be published. Required fields are marked *

Back to top button