ଜୀବନଶୈଳୀ

କେଶ ଝଡ଼ିବା, କେଶ ଧଳା ହେବା ସମସ୍ୟା ଏକଦମ ଗାୟବ ହେଇଯିବ, ୧୦୦ ବର୍ଷ ଯାଏ କେଶ ଧଳା ହେବନି, କେବଳ କରନ୍ତୁ ଏହି ଉପା

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ପ୍ରାୟତଃ ସବୁ ମହିଳାଙ୍କର କେଶ ଝଡିବା ଏବଂ ପତଳା ହୋଇଯିବା ଏକ ବଡ ସମସ୍ୟା । ଏହି କେଶ ଝଡିବା ଏବଂ କେଶ ପତଳା ହେବାର ବହୁତ କାରଣ ରହିଥାଏ । ଏହାର ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଥାଉ ଓ କେବେକେଵ ଏହା କାର୍ଯ୍ୟକାରୀ ହୋଇଥାଏ ତ କେବେକେବେ ଆମେ ନିରାଶ ମଧ୍ୟ ହୋଇଥାଉ । ତେବେ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ କିଛି ସହଜ ଉପାୟ ଯାହା ଆପଣଙ୍କ କେଶ ଝଡ଼ିବାକୁ କମ କରିବା ସହ କେଶ କୁ ଘନ,ମଜଭୁତ ଏବଂ ଲମ୍ବା କରିବାରେ ସାହାଯ୍ୟ କରିବ ।

ଏହା ହେଉଛି ଏକ ସରଳ ଏବଂ ସହଜ ଘୋରାଇ ଉପାୟ ଯାହା ଆପଣଙ୍କ କେଶ ଜନିତ ଅସୁବିଧା କୁ ସମାଧାନ କରିବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିନେବା ସେହି ଘରୋଇ ଉପଚାର ବିଷୟ ରେ । ତେବେ ପ୍ରଥମେ ଆପଣ ନିଅନ୍ତୁ କଳା ଜିରା । କଳା ଜିରା ରେ ଏପରି ପୋଷକ ତତ୍ତ୍ୱ ରହିଛି ଯାହା ଆମ କେଶ କୁ ଘନ ଏବଂ ମଜବୁତ କରିବାରେ ସାହାର୍ୟ୍ଯ କରିଥାଏ । ତେଣୁ ଦୁଇ ଚାମଚ କଳା ଜିରା ଏବଂ କିଛି ଲବଙ୍ଗ ନିଅନ୍ତୁ ।

ଏହା ପରେ ଏହାକୁ ଲୋ ଫେମ ରେ ଭାଜନ୍ତୁ ନହେଲେ ଏହା ପୋଡି ଯିବ । ତେବେ ଏହା ପରେ ତାକୁ ଥଂଡା ହେବାକୁ ଛାଡ଼ି ଦେବା ଏବଂ ପରେ ଗ୍ରାଇଣ୍ଡି କରି ଦେବା ତେବେ ଏହା ପରେ ଆମକୁ ଆବଶ୍ୟକ କର୍ପୂର । ଯାହା ଆମେ ଠାକୁର ପୂଜାରେ ବ୍ୟବହାର କରିଥାଉ । ଏହା କେଶ ର ପିଏଚ ବାଲାନ୍ସ କୁ ମେଂଟେନ ରଖେ । ତେବେ କର୍ପୂର କୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।


ଏହା ପରେ ଆପଣ ଏକ କଢେଇ ବସାନ୍ତୁ ଏବଂ ସେଥିରେ କିଛି ନଡ଼ିଆ ତେଲ ନେଇ ଗରମ କରନ୍ତୁ ହାଲକା ଗରମ ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ତେବେ କିଛି ସମୟ ପରେ ସେଥିରେ ସେହି କଳା ଜିରା ଏବଂ ଲବଙ୍ଗ ଗୁଣ୍ଡ କୁ ପକାନ୍ତୁ ଏବଂ ସେଥିରେ କର୍ପୁର ଗୁଣ୍ଡ କୁ ମଧ୍ୟ ମିଶାନ୍ତୁ ।


ତେବେ ରାତି ଯାକ କପଡା ରେ ଘୋଡାଇ ଛାଡି ଦିଅନ୍ତୁ ତେବେ ସକାଳେ ଏଥିରେ ଶ ଭିଟାମିନ ଇ ର ୪ଟି କ୍ୟାପ୍ସୁଲ ମିଶାନ୍ତୁ ଏବଂ ନିଜ କେଶ ରେ ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ କେଶ ଝଡ଼ିବା ଏବଂ ଧଳା ହେବା ସମସ୍ୟା ଆଉ ଦେଖା ଯିବ ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button