କେନାଲରେ ବିଡା ବିଡା ନୋଟ୍ ଭାସିବା ଦେଖି ଡିଆଁ ମାରିଲେ ଲୋକେ, ପଙ୍କ କାଦୁଅରେ ସାଉଁଟିଲେ ଟଙ୍କା, ଦେଖନ୍ତୁ video

କେନାଲରେ ଭାସିଲା ବିଡାବିଡା ଟଙ୍କା, ଲୋକେ ହେଲେ ମାଲାମାଲ । କେନାଲରେ ଭାସିଲା ନୋଟ୍ ତାହା ଦେଖିଥିବା ସ୍ଥାନୀୟ ଲୋକମାନେ କିଛି ନା ଭାବି କେନାଲ ଭିତରକୁ ପଶିଯାଇଥିଲେ । ସ୍ଥାନୀୟ ଲୋକମାନେ ଭାବିନଥିଲେ କି ତାହା ଅପରିଷ୍କାର ପାଣି କ୍ଷଣକ ଚିନ୍ତା ନ କରି ପଶିଯାଇଥିଲା ସେଠାକାର ଲୋକେ । ଅଣ୍ଟା ପାଣି ଭିତରକୁ ଯାଇ ଗୋଠାଉ ଥିଲେ ଟଙ୍କା ସେଠାକାର ଲୋକେ ପାଲଟି ଗଲେ କୋଟିପତି ।

ଏହା ଅସତ୍ୟ ହୋଇଥିବ ବୋଲି ଭାବିପାରନ୍ତି ଆପଣ ପରନ୍ତୁ ଏହା ସତ୍ୟ ଅଟେ । ସୋସିଆଲ ମିଡିଆରେ ବେସ୍ ଚର୍ଚାରେ ଅଛି ଖବର ଟିଏ । ଅନେକ ସଂଖ୍ୟାରେ ଲୋକମାନଙ୍କ ଟଙ୍କା ନେବାର କିଛି ଦୃଶ୍ୟ ମଧ୍ୟ ଆପଣଙ୍କ ଆଗରେ ଦେଖିବାକୁ ମିଳୁଛି । ପଇସା କାହାକୁ ପିତା ଲାଗିନଥାଏ ତାହାର ମୂଲ୍ୟ କାଦୁଅରେ ବି ବେସ୍ ଅଧିକ ରହିଥାଏ । ଏହାକୁ ସତ୍ୟ ବୋଲି ପ୍ରମାଣ କରିଛନ୍ତି କେନାଲ ପଶିଥିବା ଲୋକମାନେ ।

ତେବେ ଏହି ଘଟଣା ବିଷୟରେ ଜାଣିଥିବା ପୋଲିସ ଘଟଣା ସ୍ଥଳକୁ ଆସି ତଦାରକ କରି କିଛି ନ ପାଇଁ ଚାଲିଯାଇଥିବା ସୂଚନା ମିଳିଛି । ତେବେ କେନାଲରେ ଭାସିଥିଲା ଟଙ୍କା ଅସଲି ନା ନକଲି ଏହାର କୋଣସି ସ୍ପଷ୍ଟ ଧାରଣ ମିଳୁନଥିବା ବେଳେ ସେଠାକାର ଲୋକମାନେ ତାହା ଅସଲି କହୁଛନ୍ତି ।



