ଜୀବନଶୈଳୀ

( କନ୍ୟା ରାଶି ) ଆଗରୁ ଜାଣିନଥିବା କିଛି ଗୁପ୍ତ ରହସ୍ୟ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ସମୁଦାୟ 12 ଗୋଟି ରାଶି ଅଛି । ତେବେ ଏହି ରାଶି ଗୁଡିକ ମଧ୍ୟରୁ କନ୍ୟା ରାଶି ଅନ୍ଯତମ । ତେବେ ଏହି ରାଶିର ଚରିତ୍ର, ସ୍ଵଭାବ, ଖାଦ୍ଯରୂଚି, କର୍ମକ୍ଷେତ୍ର, ଶିକ୍ଷା, କ୍ଯାରିଅର, ପ୍ରେମ ଜୀବନ ଏହିପରି ଅନେକ କିଛି ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବାକୁ ଯାଉଛୁ । ତେବେ ଯେଉଁ ମାନଙ୍କର ରାଶି କନ୍ୟା ରାଶି ହୋଇଥିବ । ଏଠାରେ ସେମାନେ ନିଜର ସଂପୂର୍ଣ୍ଣ ଜୀବନ ଉପରେ ଜାଣିପାରିବେ ।

ଏମାନେ ହେଉଛନ୍ତି ସୌନ୍ଦର୍ଜ୍ୟ ଓ ପ୍ରକୃତୀ ପ୍ରେମୀ । ନ୍ୟାୟ ଓ ଧର୍ମ ଉପରେ ଏମାନଙ୍କର ବହୁ ବିଶ୍ବାସ ରହିଥାଏ । ଏମାନେ ନିଜ ଜୀବନରେ ପରିଶ୍ରମ ବଳରେ ଟଙ୍କା ରୋଜଗାର କରି ଜୀବନରେ ବହୁତ କିଛି ଉନ୍ନତି କରିପାରିଥାନ୍ତି । ଏହି ରାଶିର ସ୍ଵାମୀ ହେଉଛନ୍ତି ବୁଧ । ଶୁଭ ରଙ୍ଗ ହେଉଛି ସବୁଜ ଓ ଧଳା । ଅଶୁଭ ରଙ୍ଗ ହେଉଛି ନାଲି ରଙ୍ଗ । ଶୁଭ ବାର ହେଉଛି ବୁଧବାର ଏବଂ ଘାତବାର ହେଉଛି ଶନିବାର । ଏମାନଙ୍କର ସ୍ମୃତି ଶକ୍ତି ପ୍ରଖର ରହିଥାଏ ।

ଏମାନେ କର୍ମରେ କେଖକ, କବି, ବ୍ଯାଙ୍କ କର୍ମଚାରୀ, ସ୍ଵାସ୍ଥ ବିଭାଗ କର୍ମଚାରୀ, ଇଞ୍ଜିନିୟର, କିରାଣୀ ଓ ସମ୍ପାଦକ, ଲୁହା, କୋଇଲା, କାଗଜ ଏହିଭଳି ସବୁ କ୍ଷେତ୍ରରେ ଏମାନେ ପାରଦର୍ଶିତା ଲାଭ କରିଥାନ୍ତି । ଏହି କନ୍ୟା ରାଶିର ଲୋକ ମାନ ସମ୍ମାନ ନିଜ କାର୍ଯ୍ୟ ପାଇଁ ବହୁତ ଲାଭ କରିପାରିଥାନ୍ତି । 18 ରୁ 26 ବର୍ଷ ବୟସ ମଧ୍ୟରେ କନ୍ୟା ରାଶିର ଲୋକଙ୍କର ବିବାହର ଯୋଗ ରହିଥାଏ ।

21 ବର୍ଷ ବୟସରୁ 36 ବର୍ଷ ବୟସ ମଧ୍ୟରେ ଏମାନେ ଜୀବନରେ ବହୁତ କିଛି କରିଦେଖାଇଥାନ୍ତି । ତାହା ପାଠ, ବ୍ୟବସାୟ, ଚାକିରୀ, ବିବାହ ବା ଅନ୍ୟ କୌଣସି କ୍ଷେତ୍ରରେ ଏହି ବୟସରେ କିନ୍ତୁ ଏମାନଙ୍କ ମଧ୍ୟରେ ଅନେକ କିଛି ଉତ୍ସାହ ଓ ଆଗ୍ରହ ଭରି ରହିଥାଏ । ଏମାନେ ସୁନ୍ଦର ଘର ନିର୍ମାଣ କରିଥାନ୍ତି ।

କନ୍ୟା ରାଶିର ଲୋକମାନେ ଅନ୍ୟକୁ ଷଜ୍ୟ କରିବାରେ ଇଛା ରଖିଥାନ୍ତି । 36 ବର୍ଷ ବୟସରୁ 48 ବର୍ଷର ବୟସ ମଧ୍ୟରେ ଜୀବନର ସବୁଠାରୁ ବଡ ତଥା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଏମାନେ କରିଦେଖାଇଥାନ୍ତି ବା ସେହି କାର୍ଯ୍ୟରେ ତାଙ୍କୁ ସଫଳତା ମିଳିପାରିଥାଏ ।କାରଣ 50 ବର୍ଷ ବୟସ ପରେ ଅନେକ ସଫଳତା କରିଲେ ମଧ୍ୟ ସେଥିରେ ପୂର୍ଣ୍ଣ ରୂପେ ସଫଳତା ମିଳିପାରିନଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button