ଦେଶ ବିଦେଶ

ସାମ୍ନାକୁ ଆସିଲା ପୋଲିସ ର ଆଉ ଏକ ଦାଦାଗିରି, ଦେଖନ୍ତୁ କଣ କହୁଛନ୍ତି ଏହି ମହିଳା, ଶୁଣିଲେ ଆପଣଙ୍କ ରକ୍ତ ବି ଗରମ ହେଇଯିବ

ନମସ୍କାର ବନ୍ଧୁଗଣ ଏହି କରୋନା ସମୟରେ ରାଜ୍ୟ ସରକାର ଙ୍କ ଦ୍ୱାରା ଲକଡାଉନ ଏବଂ ସଟ ଡାଉନ ଆଦି ହେବା ଯୋଗୁଁ ଲୋକମାନେ ଅଧିକ ସମୟ ଗାଡି ଧରି ବାହାରକୁ ଯାଉ ନାହାଁନ୍ତି ।

ଏହା ଛଡା ଯେଉଁମାନେ ବି ବାହାରକୁ ଯାଉଛନ୍ତି ପୋ-ଲି-ସ କର୍ମଚାରୀ ମାନେ ସେମାନଙ୍କୁ ଅଟକାଇ ଯିବାର କାରଣ ତଥା ଅନ୍ୟ କାଗଜ ପତ୍ର ଜାଞ୍ଚ କରି ଯଦି କିଛି ଭୁଲ ଥାଏ ତେବେ ଫାଇନ ପକାଇ ସେମାନଂକୁ ଯିବାକୁ ଦେଇଥାଏ । ତେବେ କିଛି ପୋ-ଲି-ସ ଲା-ଞ୍ଚ ନେଇ ଛାଡ଼ନ୍ତି ତ କିଛି ପୋ-ଲି-ସ ମି-ଛ ରେ ଫାଇନ ପକାଇ ଦିଅନ୍ତି ସେ ଫୁଣି ବିନା ଭୁଲ ରେ ।

ଏହା ଛଡା କିଛି ପୋ-ଲି-ସ କର୍ମଚାରୀ ଙ୍କ ବର୍ବରତା ମଧ୍ୟ ଦେଖିବାକୁ ମିଳିଥାଏ କିଛି ସ୍ଥାନରେ । ତେବେ ସେହି ଭଳି ଜଣେ ପୋ-ଲି-ସ କର୍ମଚାରୀ ଙ୍କ ଗୁ-ଣ୍ଡା-ଗର୍ଦି ଦେଖିବାକି ମିଳିଛି । ତେବେ ଆସନ୍ତୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ଘଟଣା ଟି ଏହି ଭଳି କି ଜଣେ ମହିଳା ନିଜ ଛୋଟ ଛୁଆ ଏବଂ ନିଜ ଭାଇ ଙ୍କ ସହିତ ନିଜ ବାପ ଘରୁ ଶାଶୂ ଘରକୁ ଫେରିଥିଲେ  ।

ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ଅବକାରୀ ଗୋଇନ୍ଦା ବିଭାଗ ର ଜଣେ କର୍ମଚାରୀ ତାଙ୍କ ଗାଡ଼ି କୁ ଅଟକାଇ ଥିଲେ । କିଛି ନ କହି ଗାଡିର ପଛ କାଚ କୁ ବାଡ଼ି ରେ ପିଟି ଭା-ଙ୍ଗି ଦେଇ ସେଠାରୁ ପଳାଇ ଥିଲେ । ତେବେ ସେହି ମହିଳା ଜଣଙ୍କ ସେହି ପୋ-ଲି-ସ କର୍ମଚାରୀ ଉପରେ ଅ-ଭି-ଯୋ-ଗ କରିଛନ୍ତି କି ସେ କୋରାପୁଟ ରୁ ଶାଶୂ ଘରକୁ ଫେରିଥିଲେ ।

ଜଣେ ପୋ-ଲି-ସ କର୍ମଚାରୀ ଗାଡି କୁ ଅଟକାଇବାକୁ କହିଲେ ଗାଡି ଅଟକିଲା ମଧ୍ୟ କିନ୍ତୁ କିଛି ନ କହି କିମ୍ବା କୌଣସି ଯାଞ୍ଚ ନକରି ସେ ଗାଡିର କାଚ କୁ କାହିଁକି ଭା-ଙ୍ଗି-ଲେ ଏବଂ ଏହି ଗାଡ଼ିରେ ତାଙ୍କ ଛୋଟ ପୁଅ ମଧ୍ୟ ଥିଲା ଯଦି ତାହାର କିଛି ହେଇ ଥାନ୍ତା ତେବେ ସେ କଥା କିଏ ବୁଝିଥାନ୍ତା । ଏହା ଛଡା ସେହି ମହିଳା ଜଣକ କହି ଥିଲେ କି ଯେପର୍ଯ୍ୟନ୍ତ ସେହି କର୍ମଚାରୀ ଜଣକ ଘଟଣା ସ୍ଥଳ ରେ ଆସି ନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ ହଟିବେ ନାହିଁ ।

ତେବେ ଏହି ଘଟଣା ପରେ ପୋ-ଲି-ସ ଉପରେ ଅନେକ ପ୍ରଶ୍ନ ଉଠିଛି ଏବଂ ପୋ-ଲି-ସ ର ଏଭଳି ଦା-ଦା-ଗି-ରି କେତେଦୂର ଠିକ ତାହା ମଧ୍ୟ ବିଚାର କରାଯାଉ ବୋଲି ଦାବି କରଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button