ବିଚାର

ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଲୋକମାନଙ୍କ ର ଏହା ମାନ୍ୟତା ରହିଛି କି ଝିଅ ମାନଂକୁ ଭଗବାନ ମଧ୍ୟ ବୁଝି ପାରନ୍ତି ନାହିଁ ତ ମଣିଷ ମାନେ କେମିତି ବୁଝିବେ। କିନ୍ତୁ ଆଜି ଆମେ ଯେଉଁ ବିଷୟରେ ଆଲୋଚନା କରିବା ସେହି ଥିରୁ ଆମେ ଜାଣି ପାରିବା କି ଝିଅ ମାନଙ୍କ ର ସ୍ଵଭାଵ କେମିତି ଥାଏ। ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି କି କୌଣସି ବ୍ୟକ୍ତି ର ସ୍ଵଭାଵ ତାର ପ୍ରକୃତି ସେହି ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ରୁ ଜଣା ପଡିଥାଏ।

ସେହି ପରି ଝିଅ ମାନଙ୍କ ର ସ୍ଵଭାଵ ଜାଣିବା ପାଇଁ ଅଧିକ ପରିଶ୍ରମ କରିବା ଆବଶ୍ୟକ ନାହିଁ କେବଳ ତାଙ୍କ ନାମ ର ପ୍ରଥମ ଅକ୍ଷର ଦ୍ୱାରା ହିଁ ଜାଣି ପାରିବା। ଶାସ୍ତ୍ର ରେ ମଧ୍ୟ ଏହି ବିଷୟରେ ସବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିନେବା ସେହି ଝିଅ ମାନଙ୍କ ବିଷୟରେ ଯିଏ ପ୍ରେମ ରେ କେବେ ଧୋକା ଦିଅନ୍ତି ନାହିଁ।

୧- ପ୍ରଥମ ଅକ୍ଷର ନାମ ଟି ହେଲା ‘J’। ଯେଉଁ ଝିଅ ମାନଙ୍କ ର ନାମ J ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସଚ୍ଚୋଟ ଥାଆନ୍ତି। ଏମାନେ ଯେଉଁ ବ୍ୟକ୍ତି ସହ ପ୍ରେମ କରିଥାନ୍ତି ତାଙ୍କୁ ମରିବା ପର୍ଯ୍ୟନ୍ତ କେବେ ବି ଛାଡ଼ନ୍ତି ନାହିଁ। ହୃଦୟ ରୁ ଏମାନେ ବହୁତ କୋମଳ ଥାଆନ୍ତି। ଏବଂ ଏମାନ ଙ୍କ ର ଚେହେରା ବି ବହୁତ ଭୋଳା ଥାଏ। ନିଜର ଶାନ୍ତ ସ୍ଵଭାଵ ରେ ଏବଂ ନିଜ ମିଠା ବାଣୀ ରେ ସେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି। ଏମାନେ କେବେବି କାହାକୁ ଧୋକା ଦିଅନ୍ତି ନାହିଁ।ଓ ସମସ୍ତଙ୍କୁ ଭଲ ପାଇଥାନ୍ତି।


୨- ଦ୍ୱିତୀୟ ଅକ୍ଷର ହେଉଛି ‘K’ । ଏହି ଅକ୍ଷର ର ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଥାଆନ୍ତି। ଏମାଙ୍କର ଅଲଗା ଅନ୍ଦାଜ ରେ ସେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି। ଏମାନେ ପ୍ରେମ ପ୍ରତି ବିଶ୍ଵାସ ରଖନ୍ତି ନାହିଁ। କିନ୍ତୁ ଯଦି ଥରେ ସେ କାହାକୁ ନିଜ ହୃଦୟ ଦିଅନ୍ତି ତେବେ ସେ ତାକୁ ବହୁତ ସୁନ୍ଦର ଭାବେ ନିଭେଇଥାନ୍ତି। ସ୍ଵଭାଵ ରେ ଏମାନେ ବହୁତ କୋମଳ ଓ ଚଞ୍ଚଳ ଥାଆନ୍ତି। ଏବଂ ଏମାନ ଙ୍କ ବାଣୀ ବହୁତ ମିଠା ଥାଏ। ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ।ଏମାନେ ଗୁରୁଜନ ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି।


୩- ତୃତୀୟ ଅକ୍ଷର ଟି ହେଉଛି ‘M’ ଏହି ଅକ୍ଷର ର ଝିଅ ମାନେ ଯାହାକୁ ପ୍ରେମ କରିଥାନ୍ତି ତାଙ୍କୁ ନିଜ ଜୀବନ ସାଥୀ ରୂପେ ମଧ୍ୟ ଚାହାନ୍ତି। ଏମାନ ଙ୍କୁ ଧର୍ମ,ଜାତି, ରୂପ, ଧନୀ,ଗରିବ ର କିଛି ଫରକ ପଡେ ନାହିଁ। ଏମାନେ ମଧ୍ୟ କାହାକୁ ଧୋକା ଦିଅନ୍ତି ନାହିଁ। ସମସ୍ତ ଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।


୪- ଚତୁର୍ଥ ଅକ୍ଷର ଟି ହେଉଛି ‘S’। ଏହି ଅକ୍ଷର ର ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ଥାଆନ୍ତି। ଏମାନେ ଖୁବ ଶାନ୍ତ ସ୍ଵଭାଵ ର ହୋଇଥାନ୍ତି। ବଡ଼ ମାନଙ୍କୁ ସମ୍ମାନ ଦେବା ଏମାନଙ୍କୁ ବହୁତ ଭଲ ଭାବରେ ଜଣା। ଏମାନେ ହୃଦୟ ରୁ ବହୁତ ସଫା ଥାଆନ୍ତି। ଏମାନେ ପ୍ରେମ ରେ ଶୀଘ୍ର ପଡ଼ନ୍ତି ନାହିଁ କିନ୍ତୁ ପ୍ରେମ ହୋଇଗଲେ ସେ ତାଙ୍କୁ କେବେ ବି ଧୋକା ଦେବା କଥା ଭାବନ୍ତି ନାହିଁ ଏବଂ ବହୁତ ଭଲ ମଧ୍ୟ ପାଇଥାନ୍ତି। ଏମାନେ ସମସ୍ତଙ୍କ ର ଯତ୍ନ ମଧ୍ୟ ନେଇଥାଆନ୍ତି। ସମସ୍ତ ପରିସ୍ଥିତି ର ସାମ୍ନା କରିବା ଏମାନ ଙ୍କୁ ଖୁବ ଭଲରେ ଜଣା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button