ଦେଶ ବିଦେଶ

ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ଟଙ୍କାର Coin ଏମିତି ଭାଗ୍ୟ ବଦଳିବ କି ଆପଣ ଭାବିନଥିବେ

ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ କରିବା ପରେ ଆପଣଙ୍କ ଭାଗ୍ୟ ଖୋଲିଯିବ । ଏମିତି ଭାଗ୍ୟ ବଦଳିବ କି ଆପଣ କେବେ ଭାବି ନ ଥିବେ । ଶାସ୍ତ୍ରରେ କୁହା ଯାଇଛି କି ପ୍ରଥମ ସୁଖ ନିରୋଗୀ କାୟା ଆଉ ଦ୍ଵିତୀୟ ସୁଖ ଘରେ ମାୟା । ଏହା ଅନୁସାରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Image courtesy: Google

କାରଣ ଶରୀର ଦ୍ଵାରା ହିଁ ଆପଣ ସଂସାରର ସବୁ ସୁଖ ଭୋଗ କରି ପାରିବେ । ଆଉ ଯଦି ଆପଣଙ୍କ ଶରୀର ଭଲ ନ ଥିବ ଆପଣଙ୍କ ପାଖରେ କେତେ ବି ସମ୍ପତ୍ତି ଥିଲେ ମଧ୍ୟ ତାହା ଆପଣଙ୍କ ପାଇଁ ଲାଭ ଦେବ ନାହିଁ । ଧନ ଆମ୍ଭମାନଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ । ଅନେକ ଧର୍ମ ଗ୍ରନ୍ଥରେ ଧନର ବର୍ଣ୍ଣନା କରା ଯାଇଛି । ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହାକୁ ପାଳନ କରି ଆପଣ ବି ଧନବାନ ହୋଇପାରିବେ ।

ଯଦି ଆପଣଙ୍କ ଘରେ କେହି ବେମାର ରହୁଛି ବହୁତ ଉପାୟ କଲା ପରେ ବି ଭଲ ହେଉ ନାହିଁ ଆଉ ଯଦି ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହୁଛି ତେବେ ଏସବୁରୁ ମୁକ୍ତି ପାଇଁ ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ । ଚାଲନ୍ତୁ ଜାଣିବା ।

Image courtesy: Google

କଣ ଆପଣ କେବେ ଭାବିଚାନ୍ତି ମାତ୍ର ଗୋଟିଏ ଟଙ୍କାର କଏନ ଆପଣଙ୍କ ଭାଗ୍ୟ ବଦଳାଇଦେବ । ବାସ ଆପଣଙ୍କୁ ଏକ ଖାସ ଉପାୟ କରିବାର ଅଛି ତାହା ବି ଶୋଇବା ପୂର୍ବରୁ । ଯଦି କାହାର ଦେହ ଭଲ ରହୁ ନାହିଁ, ଧନ ସମ୍ବନ୍ଧୀୟ ସମସ୍ଯା ରହୁଛି ତେବେ ଏହା ସେମାନଙ୍କ ପାଇଁ ଗୁଣକାରୀ ଅଟେ । ଆପଣ ଗୋଟିଏ ଟଙ୍କାର କଏନ ନେଇ ନିଜ ଚାରିପାରେ ୭ ଥର ବୁଲାଇ ଘରେ ଯିଏ ବେମାର ଅଛି ତାହା ତକିଆ ତଳେ ରଖି ଦିଅନ୍ତୁ ।

Image courtesy: Google

ଏହାକୁ କରିବା ସମୟରେ ଆପଣ କାହା ସହିତ କଥା ହେବେ ନାହିଁ । ତା ପରଦିନ ସକାଳୁ ସେହି କଏନ କୁ ନେଇ କୌଣସି ଶ୍ମଶାନ ଘାଟରେ ଫୋପାଡି ଦିଅନ୍ତୁ । ଯଦି ପାଖରେ କୌଣସି ଶ୍ମଶାନ ଘାଟ ନାହିଁ ତେବେ ଆପଣ ଭୂମିରେ ବି ପୋତି ପାରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରର ସବୁ ନେଗେଟିଭ ଏନର୍ଜି ନଷ୍ଟ ହୋଇଯିବ ଆଉ ରୋଗରୁ ମୁକ୍ତ ହୋଇଯିବେ ।

Image courtesy: Google

କେବଳ ୧ ଟଙ୍କାର କଏନ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ । ଧ୍ୟାନ ରଖିବେ ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ଯେମିତି ନ ଦେଖେ ଓ କାହା ସହିତ ବି ଆପଣ କଥା ହେବେ ନାହିଁ । ଏହା ଦ୍ଵାରା ଘରେ ଧନର ଆଗମନ ବି ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button